Browsing Category
ବିଜ୍ଞାନ
ସାବଧାନ୍ ! ଘରେ ବସି ହେବେ ଡିଜିଟାଲ୍ ଆରେଷ୍ଟ
ନୂଆଦିଲ୍ଲୀ: ସାଇବର ଠକେଇର ନୂଆ ତରିକା, ଡିଜିଟାଲ୍ ଆରେଷ୍ଟ । ସାଧାରଣତଃ ଗିରଫ କରିବା ଅର୍ଥ ପୋଲିସ ଆରେଷ୍ଟ କରି ଜେଲକୁ ନେବ । ତେବେ ଡିଜିଟାଲ୍ ଆରେଷ୍ଟରେ ଠକେଇ କରୁଥିବା ସାଇବର ଠକ ପୋଲିସ…
ଭାରତ ଓ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ହେବ ପୂର୍ବ ଭାରତ – ଧର୍ମେନ୍ଦ୍ର ପ୍ରଧାନ
କୋଲକାତାରେ “ସିଆଇଆଇ ପୂର୍ବାଞ୍ଚଳ ଏକଜିମ୍ ସମ୍ମିଳନୀ”ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
*ଭାରତ ଓ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ହେବ ପୂର୍ବ ଭାରତ - ଧର୍ମେନ୍ଦ୍ର ପ୍ରଧାନ *
• ଆଇଆଇଟି…
ଡିଆରଡିଓ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ୍ ନିର୍ମିତ
କାନପୁର: କାନପୁରସ୍ଥିତ (DRDO) ବା ଡିଫେନସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ ବିକଶିତ କରିଛି ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ୍ । ଏହା ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ…
ଅନୁଗୋଳରେ ‘ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ରାଜ୍ୟରେ ଲଜିଷ୍ଟିକ୍ସ କ୍ଷେତ୍ରରେ ବଢୁଥିବା ଦକ୍ଷତାର ଆବଶ୍ୟକତାକୁ ପୂରଣ କରିବ – ଧର୍ମେନ୍ଦ୍ର ପ୍ରଧାନ
• ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ ସମ୍ବଲପୁରର ମିଳିତ ସହଯୋଗରେ ପରିଚାଳିତ ହେବ ପିଏମ୍!-->!-->!-->…
ଆଦିତ୍ୟ-L1 କୁ ନେଇ ଆସିଲା ବଡ ଖବର; ଜଣାନ୍ତୁ କଣ କହିଲେ ବୈଜ୍ଞାନିକ ?
ନୂଆଦିଲ୍ଲୀ: ଇସ୍ରୋର ସୂର୍ଯ୍ୟ ମିଶନକୁ ବଡ ସଫଳତା । ଆଦିତ୍ୟ-L1 ପଠାଇଲା ସୂର୍ଯ୍ୟର ପ୍ରଥମ ଫଟୋ । ସୂର୍ଯ୍ୟର ଅଲଟ୍ରା-ଭାଓଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଇଛି ଆଦିତ୍ୟ । ଭାରତର ପ୍ରଥମ!-->…
ମିଶନ୍ ସାଇକି କ’ଣ? ଏହାର ନାମକରଣ ପଛରେ କାରଣ
ସମ୍ପ୍ରତି ନାସା ଆରମ୍ଭ କରିବାକୁ ଯାଉଛି ଏକ ଅଭିନବ ମିଶନ୍। ଧାତୁ ସମୃଦ୍ଧ ଗ୍ରହାଣୁ ‘ସାଇକି’ ଉପରେ ଏହି ଅଧ୍ୟୟନ କରିବା ନିମନ୍ତେ ବୈଜ୍ଞାନିକଦଳ ଅକ୍ଟୋବର ୧୨ତାରିଖରେ ‘ମିଶନ୍ ସାଇକି’ ଆରମ୍ଭ!-->…
ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ
ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍ ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ଟ୍ରାଏଲ ରନ୍!-->…
ଜି-୨୦ ରାତ୍ରୀ ଭୋଜନରେ ଭାରତୀୟ ପରମ୍ପରାର ଝଲକ
ଶାଢି ଭାରତୀୟ ମହିଳାଙ୍କ ପାରମ୍ପରିକ ପରିଧାନ । ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଡିନରରେ ଏହାର ପ୍ରତ୍ୟକ୍ଷ ଝଲକ ଦେଖିବାକୁ ମିଳିଥିଲା । ଭାରତ ମଣ୍ଡପମରେ!-->…
ଲଞ୍ଚିଂ ପାଇଁ ପ୍ରସ୍ତୁତ ଭାରତର ସୋଲାର ମିଶନ ଆଦିତ୍ୟ-ଏଲ ୧
ବେଙ୍ଗାଲୁରୁ : ଚନ୍ଦ୍ରାବତରଣ ପରେ ସୂର୍ଯ୍ୟ ମିଶନ ପାଇଁ ପ୍ରସ୍ତୁତ ଭାରତ। ସୋଲାର ମିଶନ ଆଦିତ୍ୟ ଏଲ ୧ ଶନିବାର ସେପ୍ଟେମ୍ବର ୨ରେ ଲଞ୍ଚ ହେବ। ଚାରି ମାସର ଯାତ୍ରା ସମୟରେ ଆଦିତ୍ୟ ଏଲ୧ ୧୫ଲକ୍ଷ!-->…
ଅଗଷ୍ଟ ୨୩ ପାଇଲା ଜାତୀୟ ମହାକାଶ ଦିବସର ମାନ୍ୟତା
ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଲୁର ଇସ୍ରୋ ମୁଖ୍ୟାଳୟରେ ପହଂଚିବା ପରେ ବୈଜ୍ଞାନିକଙ୍କୁ!-->…