Browsing Category

ମନୋରଞ୍ଜନ

ଚେକ୍ ବାଉନ୍ସ ମାମଲା; ଅଭିନେତା ରାଜପାଲ ଯାଦବଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଅଭିନେତା ରାଜପାଲ ଯାଦବଙ୍କୁ ମିଳିଲା ଜାମିନ। ୯ କୋଟି ଚେକ୍ ବାଉନ୍ସ ମାମଲାର ଶୁଣାଣି ଫେବୃଆରୀ ୧୬, ୨୦୨୬ରେ ହୋଇଥିଲା। କୋର୍ଟ ରାଜପାଲ ଯାଦବଙ୍କୁ ଅଭିଯୋଗକାରୀଙ୍କ ଆକାଉଣ୍ଟରେ ୧.୫…

ଅଭିନେତା ରଣବୀର ସିଂହଙ୍କୁ ଧମକ, ହ୍ୱାଟ୍ସଆପରେ କୋଟି କୋଟି ଦାବି

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ମଙ୍ଗଳବାର ହତ୍ୟା ଧମକ ମିଳିଛି। ଏହି ଧମକ ହ୍ୱାଟସଆପ୍ ଭଏସ୍ ନୋଟ୍ ମାଧ୍ୟମରେ ଦିଆଯାଇଥିବା ଜଣାପଡିଛି। ଯେଉଁଥିରେ ଅଭିଯୁକ୍ତମାନେ କୋଟି କୋଟି…

ଆସନ୍ତାକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏହି ୨ ଓଡ଼ିଆ ଫିଲ୍ମ

ଭୁବନେଶ୍ବର:ଆସନ୍ତାକାଲି ରିଲିଜ ହେଉଛି ଦୁଇ ଦୁଇଟି ଓଡ଼ିଆ ଫିଲ୍ମ । ‘ରକ୍ତ ଗୋଲାପ’ ଓ ‘ବର ବଧୂ’ । ଉଭୟ ଫିଲ୍ମର ଟ୍ରେଲର ଓ ଗୀତ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ‘ରକ୍ତ ଗୋଲାପ’ ଫିଲ୍ମ…

ବଦଳିଲା “ପତି ପତ୍ନୀ ଔର ଔ ଦୋ”ର ରିଲିଜ ତାରିଖ, ଜାଣନ୍ତୁ କେବେ ଆସିବ ପରଦାକୁ…

ମୁମ୍ବାଇ: ୨୦୧୯ରେ ରିଲିଜ୍ ହୋଇଥିବା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ “ପତି ପତ୍ନୀ ଔର ଔ”ର ସିକ୍ୱେଲ୍ ତିଆରି ହେଉଛି । କିନ୍ତୁ, ଏଥର କାର୍ତ୍ତିକ ଆର୍ଯ୍ୟନଙ୍କ ସ୍ଥାନ ନେଇଛନ୍ତି ଆୟୁଷ୍ମାନ…

ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ, ସୁରକ୍ଷା ମାଗିଲେ ଓଲିଉଡ୍ ଅଭିନେତା

ଭୁବନେଶ୍ବର: ଓଲିଉଡ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ଧମକ ମିଳିଥିବା ସୂଚନା ରହିଛି ।…

ଅଭିଷେକଙ୍କ ଜନ୍ମଦିନରେ ଏପରି ୱିଶ୍ କଲେ ଐଶ୍ୱର୍ଯ୍ୟା ରାୟ…ଦେଲେ ସ୍ପେଶାଲ୍ ନାଁ…ଇଣ୍ଟରନେଟ୍ ଅଶାନ୍ତ

ମୁମ୍ୱାଇ: ଛାଡ଼ପତ୍ର ଗୁଜବ ଭିତରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକ ସୁନ୍ଦର ଉପାୟରେ ଅଭିଷେକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କୁ “ବେବି ପାପା” ବୋଲି…

ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଲେ ମୁଖ୍ୟମନ୍ତ୍ରୀ;କଲେ ‘ଟାକ୍ସ ଫ୍ରି’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ବାର୍ତ୍ତା…

ପୁଣି ବଲିଉଡକୁ ଫେରୁଛନ୍ତି ପିସି! ପରଦାରେ ପ୍ରିୟଙ୍କା-ହ୍ରିତିକ ଯୋଡି, ଏହି ସିନେମାରେ ଆସିବେ ନଜର…

ମୁମ୍ବାଇ: ୨୦୨୫ ବର୍ଷ ହ୍ରିତିକ୍ ରୋଶନଙ୍କ ପାଇଁ ସେତେଟା ଖାସ୍ ନଥିଲା। ହ୍ରିତିକ୍ ରୋଶନଙ୍କ ଶେଷ ଫିଲ୍ମ “ୱାର୍ ୨” ୪୦୦ କୋଟି ବଜେଟ୍ ସହିତ ନିର୍ମିତ ହୋଇଥିଲା। ତଥାପି, ଫିଲ୍ମଟି ବକ୍ସ ଅଫିସରେ…

ନିଶାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ; ପୋଲିସ ନିଜ ଆଡୁ ରୁଜୁ କରିଥିଲା ମାମଲା

କଟକ: ନିଶା ମହାରଣାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ । ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ…

ଅଭିଜିତ କହିଲେ ବଲିଉଡରେ ଗାୟକଙ୍କ ଉପରେ ଅନାବଶ୍ୟକ ଚାପ ପକାଯାଇଥାଏ

ମୁମ୍ବାଇ: ଲୋକପ୍ରିୟ ଗାୟକ ଅରିଜିତ ସିଂ ପ୍ଲେ ବ୍ୟକ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିବା ପରେ ବଲିଉଡକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଦେଶର ପ୍ରଥମ ଇଣ୍ଡିଆନ ଆଇଡଲ ଅଭିିଜିତ ସାୱନ୍ତ ମଧ୍ୟ ଚିନ୍ତା…