Browsing Category

ମନୋରଞ୍ଜନ

୪୬ ବର୍ଷ ପରେ ଏକତ୍ର ଅଭିନୟ କରିବେ କମଳ ହାସନ, ରଜନୀକାନ୍ତ

ମୁମ୍ବାଇ: ଭାରତୀୟ ଫିଲ୍ମର ଦୁଇ ସୁପରଷ୍ଟାର ରଜନୀକାନ୍ତ ଓ କମଳ ହାସନ ଦୀର୍ଘ ଦିନ ପରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ପ୍ରଶଂସକମାନେ ଏହି ଖବର ଶୁଣିବା ପରେ ବେଶ ଉତ୍ସାହିତ ହୋଇ ପଡିଛନ୍ତି…

ଦବଙ୍ଗ ନିର୍ଦ୍ଦେଶକ କହିଲେ ସଲମାନ ଗୁଣ୍ଡା

ମୁମ୍ବାଇ: ସଲମାନ ଖାଁ ଅଭିନୀତ ଦବଙ୍ଗ ଫିଲ୍ମ ୧୫ ବର୍ଷ ପୂରଣ କରିବାକୁ ଯାଉଛି । ଫିଲ୍ମମେକର ଅଭିନବ କଶ୍ୟପ ଦବଙ୍ଗ ଫିଲ୍ମ ଏବଂ ସଲମାନଙ୍କୁ ନେଇ ମୁହଁ ଖୋଲିଛନ୍ତି । ଅଭିନବଙ୍କ ଏହି ଫିଲ୍ମ…

ଆଇଆଇଟି ଗ୍ରାଜୁଏଟରୁ ହରର ଫିଲ୍ମର ବାଦଶାହ

ମୁମ୍ବାଇ: ବଲିଉଡରେ ଅନେକ ଶିକ୍ଷିତ ଓ ଅଧିକ ପାଠପଢ଼ା କଳାକାର ଅଭିନୟ ନିଶାରେ ପଡି ଯାଇଛନ୍ତି । ଆର.ମାଧବନ, ସୋନୁ ସୁଦ, ତାପସୀ ପନ୍ନୁ ଓ କୃତୀ ସେନନ ଏହାର ଜ୍ୱଳନ୍ତ ଉଦାହରଣ । ତେବେ ଏମାନେ…

ପଞ୍ଜାବ ବନ୍ୟା ବିତ୍ପାତରେ ମନ ଜିଣିଲେ ଅଭିନେତା: ଅକ୍ଷୟଙ୍କ ଠାରୁ ଦିଲଜିତଙ୍କ ପର୍ଯ୍ୟନ୍ତ ବଢାଇଲେ ସାହାଯ୍ୟର ହାତ…..

ନୂଆଦିଲ୍ଲୀ: ବର୍ଷା ଏବଂ ବନ୍ୟା ବିତ୍ପାତରେ ଏବେ ବେହାଲ ଉତ୍ତର ଭାରତ । ବେଶୀ ପ୍ରଭାବିତ ହୋଇଛି ଭାରତର ପଞ୍ଜାବ ପ୍ରଦେଶ । ପଞ୍ଜାବରେ ବନ୍ୟା ହଜାର ହଜାର ଲୋକଙ୍କ ଜୀବନରେ ବିପର୍ଯ୍ୟୟ ଆଣିଛି।…

ଫିଲ୍ମ ବ୍ୟାନକୁ ନେଇ ପଶ୍ଚିମବଙ୍ଗ ଉପରେ ବର୍ଷିଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ୱାଇ: ‘ଦି ବେଙ୍ଗଲ ଫାଇଲ୍ସ’ ଫିଲ୍ମଟି ମୁକ୍ତିଲାଭ ପୂର୍ବରୁ ହିଁ ବିବାଦ ଘେରରେ ଫସି ରହିଥିଲା। ତେବେ ଏହି ଫିଲ୍ମଟି ରିଲିଜ ହୋଇଥିବା ବେଳେ ଏହାକୁ ବଙ୍ଗଳା ଭାଷାରେ ଡବିଂ ମଧ୍ୟ କରାଯାଇଛି।…

ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ, ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ

ଭୁବନେଶ୍ୱର: ୩୫ତମ ରାଜ୍ୟ ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦରଖାସ୍ତ ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରଯୋଜକମାନେ ଅକ୍ଟୋବର ୪ ତାରିଖ ସୁଦ୍ଧା…

କୋମାରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର…

କଟକ: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର…

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ବିକାନେରରେ ପ୍ରତୀକ ରାଜ ମାଥୁର ନାମକ ଜଣେ ବ୍ୟକ୍ତି ଏକ ଏଫଆଇଆର ରୁଜୁ କରିଛନ୍ତି। ତାଙ୍କ…

ଓସ୍କାର ଦୌଡ଼ରେ ଓଡ଼ିଶାର ପାଇକ ବିଦ୍ରୋହରୁ ପ୍ରେରିତ କାହାଣୀ

ଭୁବନେଶ୍ୱର: ପାପୁଆ ନ୍ୟୁ ଗିନିର ପ୍ରଥମ ଚଳଚ୍ଚିତ୍ର ‘ପାପା ବୁକା’ ୯୮ତମ ଓସ୍କାରରେ ‘ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର’ ବିଭାଗରେ ମନୋନୀତ ହୋଇ ଇତିହାସ ରଚିଛି। ଓଡ଼ିଶାର ପାଇକ ବିଦ୍ରୋହରୁ…

କାହିଁକି ଗୋମାଂସ ଖାଆନ୍ତି ନାହିଁ ସଲମାନ ଖାନଙ୍କ ପରିବାର, ସତ କହିଲେ ପିତା…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପିତା ତଥା ଲେଖକ ସଲିମ ଖାନ ଏକ ସାକ୍ଷାତକାରରେ ତାଙ୍କ ପରିବାର, ସଂସ୍କୃତି, ଖାଦ୍ୟାଭ୍ୟାସ, ଧର୍ମ ଏବଂ ପର୍ବପର୍ବାଣୀ ବିଷୟରେ ଖୋଲାଖୋଲି ଭାବରେ…