Browsing Category

ମନୋରଞ୍ଜନ

ଉଦୟପୁର ଫାଇଲ୍ସ’ର ପ୍ରଯୋଜକଙ୍କୁ ହତ୍ୟା ଧମକ

ମୁମ୍ବାଇ: ଆଇନଗତ ଲଢ଼େଇ ପରେ ଫିଲ୍ମ ‘ଉଦୟପୁର ଫାଇଲ୍ସ’ ଶେଷରେ ସିନେମା ହଲରେ ମୁକ୍ତିଲାଭ କରିଛି। ତଥାପି ଫିଲ୍ମ ନିର୍ମାତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ଗୋଟିଏ ପଟେ ଫିଲ୍ମ ହଲରେ…

ଗୁଳିକାଣ୍ଡ ଏବଂ ହତ୍ୟା ଧମକ ପରେ ମଧ୍ୟ ପୋଲିସ ସହ ଯୋଗାଯୋଗ କଲେ ନାହିଁ କପିଲ, କିନ୍ତୁ କାହିଁକି?

ମୁମ୍ବାଇ: କମେଡିଆନ କପିଲ ଶର୍ମାଙ୍କ କାନାଡାସ୍ଥିତ କୈଫେରେ ଗୁଳିକାଣ୍ଡ ଘଟଣା ପରେ ତାଙ୍କୁ ହତ୍ୟା ଧମକ ମିଳିଥିଲା। ମୁମ୍ବାଇ ପୋଲିସ ଏବେ ଏହି ସମ୍ପର୍କରେ ତାଙ୍କ ସହିତ ଯୋଗାଯୋଗ କରିଛି।…

ପ୍ରିୟଙ୍କା କାହିଁକି କହିଲେ ମୋତେ ଅପମାନିତ କଲେ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ମନଇଚ୍ଛା ପୋଷ୍ଟ ପ୍ରାୟତଃ କରନ୍ତି ନାହିଁ । ସେ ସର୍ବଦା ନିଜର କିମ୍ବା ନିକ ଜୋନ୍ସ ଓ ଝିଅର ଫଟୋ ଶେୟାର…

ଲାଇନ କଟିଗଲା, ଶ୍ରୀଦେବୀଙ୍କୁ ପ୍ରପୋଜ କରି ପାରିଲେନି ରଜନୀକାନ୍ତ

ମୁମ୍ବାଇ: ଭାରତୀୟ ଫିଲ୍ମର ଦୁଇ ଲୋକପ୍ରିୟ ଚେହେରା ଶ୍ରୀଦେବୀ ଏବଂ ରଜନୀକାନ୍ତଙ୍କୁ କିଏ ବା ନ ଜାଣେ । ଚାଲବାଜ ଫିଲ୍ମରେ ସେମାନଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହା ପରେ…

ଡ଼କ୍ଟର ଯଦୁନାଥ ପ୍ରସାଦ ଦାସଙ୍କ ଜୀବନ ଆଧାରିତ ପ୍ରାମାଣିକ ଚଳଚ୍ଚିତ୍ର ‘ହୃଦୟର ମଣିଷ’ ଲୋକାର୍ପିତ

ଭୁବନେଶ୍ୱର: ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଓ ଚିତ୍ରଶିଳ୍ପୀ ଡ଼କ୍ଟର ଯଦୁନାଥ ପ୍ରସାଦ ଦାସଙ୍କ ୯୨ତମ ଜନ୍ମଦିବସ ଉପଲକ୍ଷେ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଏକ ବିଶେଷ ପ୍ରାମାଣିକ ଚଳଚ୍ଚିତ୍ର…

ରେକର୍ଡ ଭାଙ୍ଗୁଛି ‘ସୟାରା’; ଆୟରେ ୩୦୦ କୋଟି ଟପିଲା

ମୁମ୍ବାଇ: ମୋହିତ ସୁରୀଙ୍କ ନିର୍ଦ୍ଦେଶିତ “ସୟାରା” ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମ ରିଲିଜ ହେବାର ୧୭ ଦିନ ବିତିଗଲାଣି କିନ୍ତୁ ଏହାର ରୋଜଗାର କମୁନାହିଁ। ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ…

ମା’ ହେବାକୁ ଯାଉଛନ୍ତି କି ଏହି ବଲିଉଡ କୁଇନ୍?, ସ୍ବାମୀ କହିଲେ ‘ଖୁବଶୀଘ୍ର ଖୁସି ଖବର’…ପୂରା ଇଣ୍ଟରନେଟରେ ହଲ୍ଲା…..

ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ଆଉ ଜଣେ ବଲିଉଡ କୁଇନ୍ । ସ୍ବାମୀ କହିଲେ ଖୁବଶୀଘ୍ର ମିଳିବ ଖୁସି ଖବର । ଯାହାକୁ ନେଇ ପୂରା ଇଣ୍ଟରନେଟରେ ଚର୍ଚ୍ଚା । ତେବେ ବଲିଉଡ ହିରୋଇନ୍ ପରିଣୀତି…

ପ୍ରେମ, କମେଡି, ଆକ୍ସନକୁ ପଛରେ ପକାଇଲା ଭକ୍ତି; ଜାଣନ୍ତୁ ଶନିବାର କେତେ ରହିଛି ‘ମହାବତାର ନରସିମହା’ର ବକ୍ସ ଅଫିସ…

ମୁମ୍ବାଇ: ବକ୍ସ ଅଫିସରେ ରୋମାନ୍ସ, କମେଡି, ଆକ୍ସନ, ଥ୍ରୀଲର ଭଳି ଅନେକ ନୂଆ ଫିଲ୍ମ ରିଲିଜ୍ ହୋଇଛି । ବର୍ତ୍ତମାନ ‘ମହାବତାର ନରସିମହା’, ‘ସୈୟାରା’, ‘କିଂଗଡମ୍’, ‘ସନ୍ ଅଫ୍ ସର୍ଦ୍ଦାର ୨’,…

ଓଡ଼ିଆ ସିନେମାର ଗର୍ବ: ‘ପୁଷ୍କର’ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର!

ନୂଆଦିଲ୍ଲୀ: ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କର’ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ମାନ୍ୟତା ପାଇଛି । ଏହା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ। ଶୁଭ୍ରାଂଶୁ…

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୩୩ ବର୍ଷ ପରେ ଶାହାରୁଖ ଜିତିଲେ ପ୍ରଥମ ନ୍ୟାଶନାଲ ଆଓ୍ୱାର୍ଡ

ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ର ବିଜେତା ଘୋଷଣା କରିଛି। ଶାହାରୁଖ ଖାନ ଓ ବିକ୍ରାନ୍ତ ମେସୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି। ଶାହାରୁଖ ‘ଜଓ୍ୱାନ’ ଓ ବିକ୍ରାନ୍ତ…