Browsing Category

ମନୋରଞ୍ଜନ

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଲୋକପ୍ରିୟ ନିର୍ଦ୍ଦେଶକ ସନୋଜ ମିଶ୍ର

ମୁମ୍ବାଇ: ମହାକୁମ୍ଭରେ କଜ୍ୱଳ ଲଗା ଆଖି ଓ ମନମୋହକ ହସ ଯୋଗୁ ଭାଇରାଲ ହୋଇଥିବା ରୁଦ୍ରାକ୍ଷ ମାଳି ବିକୁଥିବା ଯୁବତୀ ମୋନାଲିସାଙ୍କୁ ଫିଲ୍ମ ପାଇଁ ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ର ଗିରଫ…

ପ୍ରଶଂସକଙ୍କୁ ପସନ୍ଦ ଆସୁନି କାର୍ତିକଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ତାଙ୍କ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଅନୁରାଗ ବସୁଙ୍କ ଅନଟାଇଟେଲ୍ଡ ମ୍ୟୁଜିକାଲ ଡ୍ରାମାରେ ସେ ଶ୍ରୀଲୀଲାଙ୍କ ସହ…

ଅଫିସିଆଲ ଘୋଷଣା,ନିର୍ଦ୍ଦେଶନା ଦେବେ ହ୍ରିିତିକ ରୋଶନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟକ ହ୍ରିତିକ ରୋଶନ ଏବେ ନିର୍ଦ୍ଦେଶନାରେ ପାଦ ଥାପିବେ । କ୍ରିଶ ୪ ଫିଲ୍ମ ମାଧ୍ୟମରେ ସେ ତାଙ୍କ ବାପା ରାକେଶ ରୋଶନଙ୍କ ଦାୟିତ୍ୱକୁ ଏଥର ଅଗକୁ ବଢ଼ାଇବେ । କ୍ରିଶ ୪…

ଲରେନ୍ସ ବିଷ୍ନୋଇର ଧମକକୁ ନେଇ ମୁହଁ ଖୋଲିଲେ ସଲମାନ

ମୁମ୍ବାଇ: ସଲମାନ ଖାନ ନିଜର ଅପକମିଂ ଫିଲ୍ମ ସିକନ୍ଦର ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମ ସିକନ୍ଦରର ପ୍ରମୋସନ ସମୟରେସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ଏବଂ ବ୍ୟକ୍ତିଗତ ଜୀବନ ସହିତ ଜଡିତ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସାନି ତଦନ୍ତ କରାଇବେ କି ମହାରାଷ୍ଟ୍ର ସରକାର!

ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ନେଇ ଦିନକୁଦିନ ବିବାଦ ବଢିବାରେ ଲାଗିଛି। ଏହି ମାମଲାରେ ସିବିଆଇ କ୍ଲୋଜର ରିପୋର୍ଟ ମଧ୍ଯ ଦାଖଲ କରିସାରିଲେନି। ତଥାପି ଏହି…

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାର ଦୁର୍ଘଟଣାଗ୍ରସ୍ତ!

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର ଟୟୋଟା ଭେଲଫାୟାରର ପଛ ଭାଗ କ୍ଷତିଗ୍ରସ୍ତ…

‘ମିଲ୍କି ବିଉଟି’ ଟ୍ୟାଗ୍ ଉପରେ କିଛି ଏମିତି ପ୍ରତିକ୍ରିୟା ରଖିଲେ ତମନ୍ନା…

ମୁମ୍ବାଇ: ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆ ଲଗାତାର ଏହି କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ପ୍ରେମିକ ବିଜୟଙ୍କ ସହ ବ୍ରେକଅପକୁ ନେଇ ହେଉକି, ତାଙ୍କର ଆଗାମୀ ସିନେମା…

ସଂସଦ ଭବନରେ ‘ଛାଭା’ ଫିଲ୍ମର ହେବ ସ୍ପେଶାଲ ସ୍କ୍ରିନିଂ

ନୂଆଦିଲ୍ଲୀ: ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନଙ୍କ ପାଇଁ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ ହିନ୍ଦୀ ଫିଲ୍ମ ‘ଛାଭା’ର ସ୍ପେଶାଲ…

ଷ୍ଟେଜ୍ ଉପରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର..

ମୁମ୍ବାଇ: ଷ୍ଟେଜ୍ ଉପରେ ଭୋ ଭୋ ହୋଇ କାନ୍ଦିଲେ ଲୋକପ୍ରିୟ ବଲିଉଡ୍ ଗାୟିକା ନେହା କକ୍କର । କ୍ଷମା ପ୍ରାର୍ଥନା କରି କାନ୍ଦିବାକୁ ଲାଗିଲେ । ହେଲେ ସାମ୍ନାରେ ଥିବା ଦର୍ଶକ ନେହାଙ୍କ ଉପରେ…

ପୁଣି ବାପା ହେବେ ରଣବୀର! ସଙ୍କେତ ଦେଲେ ଆଲିଆ ଭଟ୍ଟ

ନୂଆଦିଲ୍ଲୀ: ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଝିଅ ରାହାଙ୍କ ସହ ସମୟ ବିତାଉଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ ଉଭୟ ଫିଲ୍ମ ଦୁନିଆରେ ଏତେଟା ସକ୍ରିୟ…