Browsing Category
ମନୋରଞ୍ଜନ
ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍, କୋର୍ଟରେ ହାଜର ହେଲେ ଅଭିନେତା
କଟକ: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲା । ଆଜି କଟକ ଜେଏମ୍ଏଫ୍ସି କୋର୍ଟରେ ଅନୁଭବ ମହାନ୍ତି ହାଜର ପରେ ଚାର୍ଜଫ୍ରେମ କରାଯାଇଛି । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ…
ସୋନାକ୍ଷୀଙ୍କ ବାହାଘର ‘ଖାମୋସ’ ଶତ୍ରୁଘ୍ନ !
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ୍ ଶୀଘ୍ର ବୟଫ୍ରେଣ୍ଡ ଜହିର ଇକବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । କୁହାଯାଉଛି, ସୋନାକ୍ଷୀଙ୍କ ବିବାହକୁ ନେଇ ଖୁସି ନାହାନ୍ତି ବାପା…
ବିରଳ ରୋଗରେ ପୀଡ଼ିତ ଅଲକା, ହରାଇଲେ ଶ୍ରବଣ ଶକ୍ତି
ମୁମ୍ବାଇ: ୯୦ ଦଶକର ଅନେକ ଲୋକପ୍ରିୟ ଗୀତ ଗାଇ ସମସ୍ତଙ୍କ ମନରେ ରାଜ୍ କରୁଥିବା ଫେମସ ସଙ୍ଗୀତଜ୍ଞ ଅଲକା ୟାଗ୍ନିକଙ୍କୁ ନେଇ ଆସିଛି ଏକ ବଡ ଖବର। ବାସ୍ତବରେ, ଗାୟିକା ଏକ ବିରଳ ରୋଗର ଶିକାର…
ବର୍ଡର ୨ର ଘୋଷଣା କଲେ ସନୀ ଦେଓଲ
ମୁମ୍ବାଇ: ୨୭ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ସନୀ ଦେଓଲ ଗୁରୁବାର ବର୍ଡର ୨ ଫିଲ୍ମର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏକ ଭିଡିଓ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି…
ପ୍ରେମରେ ଅନଲକି ବୋଲି କହିଲେ କାର୍ତିକ
ମୁମ୍ବାଇ: ମୁଁ ପ୍ରେମରେ ଅନଲକି ବୋଲି ବଲିଉଡର ଉଦୀୟମାନ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ କହିଛନ୍ତି । ଏବେ ମୁଁ ଏକୁଟିଆ ଅଛି ବୋଲି ସେ କହିଛନ୍ତି । କାର୍ତିକଙ୍କ ନାମ ସାରା ଅଲୀ ଖାଁ ଓ ଅନନ୍ୟା…
ଧଡକ-୨: ପୋଷ୍ଟର ସହ ଷ୍ଟାର କାଷ୍ଟ ଘୋଷଣା କଲେ କରଣ ଜୋହର
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଫିଲ୍ମ ଧଡକ ୬ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ସେ ସାହିଦ କପୁରଙ୍କ ସାନଭାଇ ଇଶାନ ଖଟ୍ଟରଙ୍କ ସହ ନଜର ଆସିଥିଲେ ।…
ଦ୍ବିତୀୟ ଦିନରେ ଷ୍ଟାଇଲିସ୍ ଡ୍ରେସ ପିନ୍ଧି ଚର୍ଚ୍ଚାରେ ନୀଳ ନୟନା
ମୁମ୍ବାଇ: ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଦିନର ଲୁକ୍ ସହିତ ଐଶ୍ୱର୍ଯ୍ୟା ରାୟ ଅନେକ ଲାଇମଲାଇଟ୍ ହାସଲ କରିଥିବାବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ଦ୍ୱିତୀୟ ଦିନର ଲୁକ୍ ମଧ୍ୟ…
ବକୁଳରେ ଆନ୍ତର୍ଜାତୀୟ ଶିଶୁ ଫିଲ୍ମ ଫେଷ୍ଟିଭାଲ୍
ଭୁବନେଶ୍ବର : ବକୁଲ ଫାଉଣ୍ଡେସନ ସତ୍ୟନଗରର ବକୁଳ ଲାଇବ୍ରେରୀରେ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ରର ଏକ ଉତ୍ସବର ଆୟୋଜନ କରୁଛି । ଆସନ୍ତା ମଇ ୧୭ ପର୍ଯ୍ୟନ୍ତ ପ୍ରତିଦିନ ୧୨ ରୁ ପର୍ଯ୍ୟନ୍ତ ସନ୍ଧ୍ୟା…
୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଳିତ ହେବ ‘ଭାରତ ପର୍ବ’
ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣ ପାଇଁ ଦେଶ ପ୍ରସ୍ତୁତ ହେଉଥିବାବେଳେ ଏହା ଭାରତ ପାଇଁ ଏକ ସ୍ୱତନ୍ତ୍ର ବର୍ଷ । ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ପାଇଁ ଭାରତ…
କୋର୍ଟରେ ହାଜର ହେଲେନି ଅନୁଭବ, ମାଗିଲେ ସମୟ
କଟକ: ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣିରେ ଆଜି କୋର୍ଟରେ ହାଜର ହୋଇଥାନ୍ତେ ଅନୁଭବ । ହେଲେ ଆଜି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହେଲେନି…