Browsing Category
ମନୋରଞ୍ଜନ
ହ୍ରିତିକଙ୍କ ସହ ବୁଲିବାକୁ ଯାଇ ରୋମାଣ୍ଟିକ୍ ଫଟୋ ପୋଷ୍ଟ୍ କଲେ ପ୍ରେମିକା ସବା
ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ତାଙ୍କ ପ୍ରେମିକା ସବା ଆଜାଦଙ୍କ ସହ ଛୁଟି କାଟୁଛନ୍ତି। ଏହି ଯୋଡି ଆର୍ଜେଣ୍ଟିନାର ବୁଏନ୍ସ ଆୟରିସରେ ବେଶ୍ ମଧୁର ସମୟ ବିତାଉଛନ୍ତି। ସବା ସେମାନଙ୍କ!-->…
ତମନ୍ନାଙ୍କ ପାଖରେ ଅଛି ସବୁଠାରୁ ବଡ ହୀରାର ମୁଦି
ମୁମ୍ବାଇ: ସାଉଥ ଓ ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ତମନ୍ନା ଭାଟିଆ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ତାଙ୍କର ସ୍ୱତନ୍ତ୍ର ଷ୍ଟାଇଲ ଓ ଜୁଏଲାରୀ କଲେକ୍ସନକୁ ନେଇ!-->…
ଓଟିଟି ପ୍ଲାଟଫର୍ମରେ ନୀଳମାଧବ ପଣ୍ଡାଙ୍କ ‘ଦ ଜେଙ୍ଗାବୁରୁ କର୍ସ’
ଭୁବନେଶ୍ୱର : ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ (କ୍ଲି-ଫି) ଥ୍ରିଲର ସିରିଜ୍ ‘ଦ!-->…
ଶାହାରୁଖ ଖାନ ଓ ଆର୍ଯ୍ୟନ ଖାନଙ୍କ ବୟାନ ରେକର୍ଡ କରିବ ସିବିଆଇ
ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନ, ତାଙ୍କ ପୁଅ ଆର୍ଯ୍ୟନ ଖାନ ଏବଂ ମ୍ୟାନେଜର ପୂଜା ଡଡଲାନୀଙ୍କ ବୟାନ ରେକର୍ଡ କରିବାକୁ ସିବିଆଇ ପ୍ରସ୍ତୁତ ହେଉଛି। ଆଗାମୀ ଦିନରେ ଏହି!-->…
୧୧ ବର୍ଷ ପରେ ବାପା ହେଲେ ରାମଚରଣ
ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମର ଲୋକପ୍ରିୟ କଳାକାର ରାମଚରଣଙ୍କ ପତ୍ନୀ ଉପାସାନା ୧୧ ବର୍ଷ ପରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆପୋଲୋ ଡାକ୍ତରଖାନା ପକ୍ଷରୁ ଏ ନେଇ ସୂଚନା!-->…
ସବୁ ଶକ୍ତିର ଆଧାର ପିତା
ଆଜି ବିଶ୍ୱ ପିତୃ ଦିବସ। ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି। ମାଆ ଏବଂ ଶିଶୁ ସମ୍ପର୍କ ସବୁଠାରୁ ମୂଲ୍ୟବାନ ବୋଲି କୁହାଯାଏ କିନ୍ତୁ ପିତା ପିଲାମାନଙ୍କ!-->…
ଅଭନେତ୍ରୀ ଅମିଶା ପଟେଲ କଲେ ଆତ୍ମସମର୍ପଣ
ଚେକ୍ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଶନିବାର ରାଞ୍ଚି ସିଭିଲ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ବରିଷ୍ଠ ଡିଭିଜନ୍ ଜଜ୍ ଡି.ଏନ୍ ଶୁକ୍ଲା ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି!-->…
ଜବରଦସ୍ତ ଆୟ କରୁଛି ଫିଲ୍ମ ‘ଆଦିପୁରୁଷ
ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷା ପରେ ଓମ୍ ରାଉତଙ୍କ ଫିଲ୍ମ 'ଆଦିପୁରୁଷ'ମୁକ୍ତିଲାଭ କରିଛି । ଫିଲ୍ମଟି ରିଲିଜର ପ୍ରଥମ ଦିନରେ ଜବରଦସ୍ତ ଆୟ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ,!-->…
ଟୁଟୁ ନାୟକଙ୍କ ବିରୋଧରେ ମୁମ୍ବାଇରେ ଏତଲା ଦେଲେ ପ୍ରକୃତି ମିଶ୍ର
ଭୁବନେଶ୍ୱର: କାଷ୍ଟିଂ କାଉଚକୁ ନେଇ ବିବାଦ ଘେରରେ ଫସିଥିବା ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍ ଟୁଟୁ ନାୟକଙ୍କ ଲାଗି ଅଡ଼ୁଆ ବଢ଼ିଛି । ମୁମ୍ବାଇରେ ଅଭିନେତ୍ରୀ ପ୍ରକୃତି ମିଶ୍ର,!-->…
ଦୂରଦର୍ଶନର ପ୍ରସିଦ୍ଧ ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ
ଖ୍ୟାତନାମା ଟେଲିଭିଜନ ଉପସ୍ଥାପିକା ତଥା ଦୂରଦର୍ଶନର ପ୍ରଥମ ମହିଳା ଇଂରାଜୀ ନ୍ୟୁଜ୍ ଉପସ୍ଥାପିକା ଗୀତାଞ୍ଜଳି ଆୟାରଙ୍କର ବୁଧବାର ଦିନ ପରଲୋକ ଘଟିଛି। ଟିଭି ସାମ୍ବାଦିକତା କ୍ଷେତ୍ରରେ!-->…