Browsing Category
ରାଜନୀତି
ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର
ଭୁବନେଶ୍ବର: ପଦ୍ମ ଧରିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରିୟଦର୍ଶୀ ମିଶ୍ର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ!-->…
କଂଗ୍ରେସକୁ ଶକ୍ତ ଧକ୍କା, ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ
ଭୁବନେଶ୍ବର: କଂଗ୍ରେସକୁ ଶକ୍ତ ଝଟକା । ଦଳରୁ ଇସ୍ତଫା ଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ସେ ଆଜି ପିସିସି ସଭାପତିଙ୍କ ନିକଟକୁ ତାଙ୍କର!-->…
ରେଙ୍ଗାଲି ବିଧାୟକଙ୍କ ପ୍ରତିକ୍ରିୟା
ଦୂଷିତ ଜଳ କାରଣରୁ ସମ୍ବଲପୁରରେ ୨୦୧୪ରେ ଜଣ୍ଡିସର ଭୟାବହତା ପରେ ଡାଇରିଆ ବ୍ୟାପିବା କ'ଣ ୨୫ ବର୍ଷ ଶାସନର ରୂପାନ୍ତରଣ? - ନାଉରୀ ନାୟକ
ବିଜେଡିର ଦୀର୍ଘ ୨୫ ବର୍ଷର ମନୋମୁଖୀ!-->!-->!-->!-->…
ଜନତାଙ୍କୁ ଧମକାଇ ଭୋଟ୍ ହାତେଇବାର ଅପଚେଷ୍ଟା କରୁଛି ବିଜେଡି: ପ୍ରଦୀପ
ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ବିଜୁ ଜନତା ଦଳ ସରକାର ନିର୍ବାଚନ ଜିତିବା ପାଇଁ କ୍ଷମତା ଅପବ୍ୟବହାର କରୁଛି । ବିଡିଓ, ପୋଲିସ ଅଧିକାରୀ ତଥା ବଡ ବଡ ପୋଲିସ ଅଫିସରମାନଙ୍କୁ ବିଜେଡି ନିଜର!-->…
ଲୋକଙ୍କ ମଧ୍ୟରେ ରହି ସେମାନଙ୍କ ସେବା କରିବି; କଙ୍ଗନା
ମାଣ୍ଡି: ଦେଶରେ ଲୋକସଭା ନିର୍ବାଚନର ବିଗୁଲ ବାଜି ସାରିଛି । ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତୀକ ଦଳ ଏବେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ । ବାଜି ହାତେଇବାକୁ ଚାଲିଛି ଜୋରଦାର ଲଢେଇ!-->…
ଟିକେଟ ପାଇବା ପରେ ସମ୍ବଲପୁରରେ ବବିଙ୍କ ଡେରା
ସମ୍ବଲପୁର: ସମ୍ବଲପୁର ଲୋକ ସଭା ଆସନରୁ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିରୁ ଟିକେଟ୍ ମିଳିବା ପରେ ସମ୍ବଲପୁର ଗସ୍ତ କରିଛନ୍ତି । ସମର୍ଥକ ମାନଙ୍କ ସହ ଯାଇ ମାଆ ସମଲେଇଙ୍କୁ ଦର୍ଶନ କରିବା ସହ!-->…
ଶିବସେନାରେ ସାମିଲ ହେଲେ ବିଲଉଡ ଅଭିନେତା ଗୋବିନ୍ଦା
ମୁମ୍ବାଇ: ଶିବସେନାରେ ସାମିଲ ହେଲେ ବିଲଉଡ ଅଭିନେତା ଗୋବିନ୍ଦା । ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି । ଗୋବିନ୍ଦାଙ୍କୁ!-->…
ନିଜେ ନିଜ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଛି; ଅପରାଜିତା
ପୁରୀ: ବିଜେପିରୁ ପୁଣି ଲୋକସଭା ପ୍ରାର୍ଥୀ ଭାବେ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ଲଢ଼ିବେ । ଏନେଇ ବିଜେପି ଘୋଷଣା କରିବାପରେ ନିର୍ବାଚନ ଯୁଦ୍ଧକୁ ଓହ୍ଲାଇବ ପୁର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ!-->…
ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
ଭୁବନେଶ୍ବର: ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି ।ଏହି କ୍ରମେର ବିଜେପିରେ ସାମିଲ ହେଲେ ହେଭିଓ୍ବେଟ୍ ନେତା । ଆଜି ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୁହରି ମହତାବ,!-->…
ଟିକେଟ ନମିଳିବାରୁ ବରୁଣ ଗାନ୍ଧୀ ଲେଖିଲେ ଭାବପ୍ରବଣ ବାର୍ତ୍ତା
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି। ବିଭିନ୍ନ ଦଳ ପୁନର୍ବାର ଅନେକ ସାଂସଦଙ୍କୁ ଟିକେଟ୍ ଦେଇଥିବାବେଳେ ଅନେକଙ୍କ ଟିକେଟ୍ ମଧ୍ୟ ବାତିଲ କରିଛନ୍ତି l ଏହି କ୍ରମରେ ବିଜେପି!-->…