Browsing Category
ରାଜନୀତି
ଅନୁଗୋଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’, କେନ୍ଦ୍ରୀୟ ବିଦ୍ୟାଳୟ -୨ ଓ ଜନ ଶିକ୍ଷଣ ସଂସ୍ଥାନ ଲୋକାର୍ପିତ
ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ - ଧର୍ମେନ୍ଦ୍ର ପ୍ରଧାନ
• ରାଣିଗୋଡାରେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୂତନ ଭବନ ଶିକ୍ଷାର ନୂଆ ପରିଭାଷା ତିଆରି କରିବ• ଶିମିଳିପଡା!-->!-->!-->…
ଅନୁଗୋଳରେ ‘ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ରାଜ୍ୟରେ ଲଜିଷ୍ଟିକ୍ସ କ୍ଷେତ୍ରରେ ବଢୁଥିବା ଦକ୍ଷତାର ଆବଶ୍ୟକତାକୁ ପୂରଣ କରିବ – ଧର୍ମେନ୍ଦ୍ର ପ୍ରଧାନ
• ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ ସମ୍ବଲପୁରର ମିଳିତ ସହଯୋଗରେ ପରିଚାଳିତ ହେବ ପିଏମ୍!-->!-->!-->…
ତାଳଚେର ଦେଉଳବେଢ଼ା ତେଲିସାହି ଠାରେ ସାମାଜିକ ପ୍ରକଳ୍ପ ଗୁଡିକର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଗାଁରେ ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସହାୟକ ହେବ - ଧର୍ମେନ୍ଦ୍ର ପ୍ରଧାନ
• ପ୍ରାୟ ୨୬ ଲକ୍ଷ ଟଙ୍କା ବ୍ୟୟବରାଦରେ ଉଦଘାଟିତ ହେଲା କଲ୍ୟାଣ ମଣ୍ଡପ, ଗ୍ରାମର ମୁଖ୍ୟ ତୋରଣ!-->!-->!-->…
ଢେଙ୍କାନାଳରେ ବିଜେପିର ମହାମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ
ଆଜିର ମିଶ୍ରଣ ପର୍ବ ମୋଦୀଙ୍କ ଦୃଢ଼ ନେତୃତ୍ୱ ଏବଂ କଲ୍ୟାଣକାରୀ ପଦକ୍ଷେପର ଏକ ଝଲକ - ଧର୍ମେନ୍ଦ୍ର ପ୍ରଧାନ
• ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ!-->!-->!-->…
ରାଜନୀତିରେ ଚାଲିଛି ଦଳବଦଳ ପ୍ରକ୍ରିୟା; ପଦ୍ମ ଧରିଲେ ପ୍ରେମାନନ୍ଦ ଓ ରାଜୁ
ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇଆସୁଛି ରାଜନୀତିରେ ଦଳବଦଳ ପ୍ରକ୍ରିୟା ସେତେ ବଢ଼ି ବଢ଼ି ଚାଲିଛି l ଏହି କ୍ରମରେ ବିଜେପିରେ ମିଶିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଏବଂ ଧାମନଗର!-->…
ପ୍ରତିମାସରେ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା: ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ଜନତାଙ୍କୁ ଆକୃଷ୍ଟ କରିବକୁ ସରକାର ବିଭିନ୍ନ ପ୍ରକାର ଘୋଷଣା କରୁଛନ୍ତି । ଏହାରି ଭିତରେ ଦିଲ୍ଲୀ ସରକାର ଏକ ବଡ ଘୋଷଣା କରିଛନ୍ତି ।!-->…
ମୋ ଭାରତ, ମୋ ପରିବାର : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନର ଆଦିଲାବାଦରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି ।ମୋଦି!-->…
ଟିଏମ୍ସିର ଅନ୍ୟ ନାଁ ହେଉଛି ଅତ୍ୟାଚାର : ନରେନ୍ଦ୍ର ମୋଦି
ବର୍ତ୍ତମାନ ସନ୍ଦେଶଖାଲି ବିବାଦକୁ ନେଇ ପଶ୍ଚିମବଙ୍ଗ ଉଠୁଛି ପଡୁଛି । ଏହାରି ଭିତରେ ଲୋକସଭା ନିର୍ବାଚନ ପୂର୍ବରୁ ମମତାଙ୍କ ଗଡରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାକାର!-->…
ଓଡ଼ିଶାରେ ବିଜେଡି ଓ ବିଜେପି ମେଣ୍ଟ ହେବ ନାହିଁ
ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡ଼ିଶାରେ ମେଣ୍ଟ!-->…
ନିର୍ବାଚନ ଲଢ଼ିବେନି ଗୌତମ ଗମ୍ଭୀର; ରାଜନୀତିରୁ ନେବେ ସନ୍ନ୍ୟାସ
ନୂଆଦିଲ୍ଲୀ: ରାଜନୀତିରୁ ସନ୍ନ୍ୟାସ ନେବେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ନିଜେ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ଟ୍ବିଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି!-->…