Browsing Category

ରାଜନୀତି

ପଶ୍ଚିମ ଓଡିଶା ପାଇଁ ଦୁଇ ଦଳର କସରତ; କାହାକୁ ବାଛିବେ ଜନତା ?

ଭୁବନେଶ୍ୱର: ୧୧ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମ ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

ପୁଣି ବିଜେପି ସହ ଆସିବେ ନୀତୀଶ!

ନୂଆଦିଲ୍ଲୀ: ସମ୍ପ୍ରତି ବିହାର ରାଜନୀତିରେ ଅଦୃଶ୍ୟ ଝଡ ସୃଷ୍ଟି ହୋଇଥିବା ଭଳି ପ୍ରତୀତ ହେଉଛି । ରାଜ୍ୟରେ ଏବେ ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟ ସରକାର ରହିଥିବା ବେଳେ ମେଣ୍ଟରେ କିଛି ଗୋଟେ

ନୂଆ-ଓ’ ଆଳରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧକାର କରିବାର ସରକାରୀ ଧମକ ଦିଆଯାଉଛି: ଅନିଲ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଏ ଅଧିକାର କିଏ ଦେଲା ଯେ, ସରକାର ନିଜର ପ୍ରଚାର ପ୍ରସାର ପାଇଁ ସମଗ୍ର ଓଡିଶାର କଲେଜର ପାଠପଢା ଓ ପରୀକ୍ଷାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇପାରିବେ? ଓଡିଶାର

ଯେଉଁଠି ଡ୍ୟୁଟି ସେଇଠି ଭୋଟ୍ ଦେବେ ପୋଲିଂ କର୍ମଚାରୀ

ଭୁବନେଶ୍ବର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ପୁଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ

ରାହୁଲ ଗାନ୍ଧିଙ୍କୁ ଗିରଫ କରାଯିବ: ଆସାମ ମୁଖ୍ୟମନ୍ତ୍ରୀ

ଆସାମ: ଲଗାତାର କିଛି ଦିନ ହେବ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନେ଼ଇ ଚାଲିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ କଥା ପହଞ୍ଚିଛି ରାହୁଲଙ୍କ

ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

ଭବାନୀପାଟଣା: ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଭାରତ ଯୋଡୋ ନ୍ୟାୟ ଯାତ୍ରା ପଛରେ ରାହୁଲ ଗାନ୍ଧିଙ୍କ ମୁଖ୍ୟ ଉଦ୍ଦେଶ୍ୟ କ’ଣ?

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାନୁଆରୀ ୨୯ରେ ବିହାରରେ ପ୍ରବେଶ କରିବ। କିଶାନଗଞ୍ଜ ଦେଇ ପ୍ରବେଶ କରିଥିବା ଏହି ଯାତ୍ରା ଜାନୁଆରୀ ୩୦ ରେ ପୂର୍ଣ୍ଣିଆରେ ପହଞ୍ଚିବ

ପଶ୍ଚିମବଙ୍ଗ ପରେ ପଞ୍ଜାବରେ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା

ପଞ୍ଜାବ: ଇଣ୍ଡିଆ ମେଣ୍ଟକୁ ପୁଣି ଏକ ଝଟକା। ମମତା ବାନର୍ଜୀଙ୍କ ପରେ ମେଣ୍ଟରେ ଚାଲିଥିବା ସିଟ୍ ସେୟାରିଂକୁ ନେଇ ପଞ୍ଜାବର ସିଏମ ଭଗବନ୍ତ ମାନ୍ ବଡ଼ ବୟାନ ଦେଇଛନ୍ତି। ପଞ୍ଜାବରେ ଦଳ କେବଳ

ଇଣ୍ଡିଆରୁ ଅଲଗା ହୋଇ ଏକାକୀ ଲଢ଼ିବେ ଦିଦି!

ପଶ୍ଚିମବଙ୍ଗ: ଇଣ୍ଡିଆରୁ ଅଲଗା ହେବେ କି ମମତା ବାନର୍ଜୀ? ଏକାକୀ ଲଢ଼ିବେ ଦିଦି। ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦେଖା ଦେଲାଣି ଫାଟ। ବିରୋଧୀ ଇଣ୍ଡିଆ ଆଲାଏନ୍ସ ଏକ ବଡ଼ ଧରଣର

ଶ୍ରୀକାନ୍ତଙ୍କ ଉପରେ କଂଗ୍ରେସ ନଜର !

ଭୁବନେଶ୍ଵର: ଘରକୁ ଫେରିଲେ ମୋକିମ୍ ଓ ଚିରଞ୍ଜୀବ। ଫେରିଲେ କୃଷ୍ଣ। ଫେରିବେ କି ଶ୍ରୀକାନ୍ତ? ରାଜ୍ୟ କଂଗ୍ରେସ ପ୍ରେସମିଟ କରି ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ଵାଳଙ୍କ ଉପରେ ଥିବା ନିଲମ୍ବନକୁ