Browsing Category
ରାଜନୀତି
ଜମି ହଡପ ଗୁମର ଖୋଲିଲେ ସାଂସଦ ଅପରାଜିତା
ଭୁବନେଶ୍ୱର: କୃଥିକା ପ୍ରଭାକରନରଙ୍କ ନାଁରେ ପୁଣି ଜମିହଡପ ଅଭିଯୋଗ । ତାମିଲ ବ୍ୟବସାୟୀ କୃଥିକା ପ୍ରଭାକରନରଙ୍କ କଳାକାରନାମାର ଗୁମର ଖୋଲିଲେ ଅପରାଜିତା । ଡେରାସ ପରେ ଭଗବତୀପୁରରେ ଜମି!-->…
ରାହୁଲ ଗାନ୍ଧୀଙ୍କୁ ଉପରାଷ୍ଟ୍ରପତିଙ୍କ କଡା ଜବାବ
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ବୁଧବାର କହିଛନ୍ତି ଯେ ସମୟ ସମୟରେ ଭାରତ ବିଷୟରେ ପ୍ରସାରିତ ହେଉଥିବା ଭୁଲ ଏବଂ ଜାତୀୟ ବିରୋଧୀ କାହାଣୀକୁ ପ୍ରତିହତ କରିବା ପାଇଁ ଗବେଷକ!-->…
ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ସତ ନା ମିଛ
ଭୁବନେଶ୍ୱର: ବିଜେଡି ଉପସଭାପତି ପଦରୁ ବାହାରିବା ପରେ ମୁହଁ ଖୋଲିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି!-->…
ବିଜେଡି ଦଳୀୟ ପଦରୁ ହଟିଲେ ସୌମ୍ୟ
ଭୁବନେଶ୍ୱର: ଶେଷରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ତାଙ୍କୁ ଦଳର ଉପସଭାପତି ପଦରୁ ହଟା ଯାଇଛି । ବିଜେଡି ବିଧାୟକ!-->…
ଫୁଣି ନୂଆ ବିବାଦକୁ ଆମନ୍ତ୍ରଣ କଲେ ଷ୍ଟାଲିନ, ବିଜେବିକୁ କହିଲେ “ବିଷାକ୍ତ ସାପ”
ନିକଟରେ ତାମିଲନାଡୁର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ । ଏହି ମାମଲା ଏବେ ବନ୍ଦ ହୋଇନି ଫୁଣି ଗୋଟେ ନୂଆ ବିବାଦକୁ ଆମନ୍ତ୍ରଣ କରିଛନ୍ତି!-->…
ସେଣ୍ଟ୍ରାଲ୍ ଜେଲ୍ର ସ୍ବତନ୍ତ୍ର ପ୍ରକୋଷ୍ଠରେ ଚନ୍ଦ୍ରବାବୁ ନାଇଡୁ
ରାଜାମହେନ୍ଦ୍ରବରମ୍: ରବିବାର ରାତିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଟିଡିପି’ ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ରାଜାମହେନ୍ଦ୍ରବରମ୍ସ୍ଥିତ କେନ୍ଦ୍ରୀୟ କାରାଗାରକୁ!-->…
ଦଳ ଛାଡ଼ନ୍ତୁ ସୌମ୍ୟ :ସୌମ୍ୟଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ ପ୍ରତାପ ଦେବ
ଯେପରି ଲାଗୁଛି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ସମ୍ପାଦକୀୟ’ ଶାସକ ବିଜେଡିର ନିଦ ହଜାଇ ଦେଇଛି। ଦଳର ସୁପ୍ରିମୋ ସୌମ୍ୟଙ୍କ ଲେଖା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍!-->…
ପୁଣି ବିଜେଡ଼ିକୁ ଧୋଇଲେ ସୌମ୍ୟ
ଭୁବନେଶ୍ୱର: ୫ଟି ସଚିବଙ୍କ ବିରୋଧରେ ସମ୍ପାଦକୀୟରେ ମୁହଁ ଖାଲିବା ପରେ ଦଳ ଭିତରେ ଟାର୍ଗେଟରେ ଅଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଜଣକ ପରେ ଜଣେ ନେତା, ବିଧାୟକ,!-->…
କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ
ଭୁବନେଶ୍ୱର : କଂଗ୍ରେସରୁ ନିଲମ୍ବିତ ହେଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟ l
ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ!-->!-->!-->…
କଂଗ୍ରେସରୁ ଲଢ଼ିବେନି ସୁରଙ୍କ ସାନ ପୁଅ ମନ୍ମଥ
ଭୁବନେଶ୍ବର: କଂଗ୍ରେସ ଟିକେଟ୍ରେ ନିର୍ବାଚନ ଲଢ଼ିବେନି ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଜଟଣୀ ନିର୍ବାଚନମଣ୍ଡଳୀର ଲୋକଙ୍କ ମତକୁ ଆଧାର କରି ସେ କଂଗ୍ରେସରୁ ନ ଲଢ଼ିବା!-->…