Browsing Category

ରାଜନୀତି

ପିଲାଙ୍କ ଗହଣରେ କେକ କାଟି ଜନ୍ମ ଦିନ ପାଳିଲେ ସୁରଭାଇ

ଭୁବନେଶ୍ୱର: ୮୦ ବର୍ଷ ବୟସ । ହେଲେ ପାଦ ଥକିନି । ପାଟି ବି ଥକିନି । ଯେଉଁଠି ଖୋଜିବ ସେଠି ହାଜର । ସେମିତି ରାଜା ହସ..ମଉଜିଆ କଥା.. । ଆମେ କହୁଛୁ ସୁର ଭାଇଙ୍କ କଥା । ଜଟଣୀ ବିଧାୟକ

ପାକିସ୍ତାନରେ ହାଇଡ୍ରାମା; ଭାଙ୍ଗିଲା ପାକିସ୍ତାନ ସଂସଦ

ରାତି ଅଧରେ ପାକିସ୍ତାନରେ ଦେଖିବାକୁ ମିଳିଛି ହାଇଡ୍ରାମା। ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଜେଲ୍‌ ଚାରିକାନ୍ଥରେ ଥିବା ବେଳେ ଗତକାଲି ପାକିସ୍ତାନ ସଂସଦକୁ ଭାଙ୍ଗି

ଆମେରିକା ରାଷ୍ଟ୍ରଦୂତଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆମେରିକାର ରାଷ୍ଟ୍ରଦୂତ ଇରିକ୍ ଗରସେଟ୍ଟି ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ଶିକ୍ଷା,

ହିନ୍ଦୁସ୍ତାନକୁ ମଣିପୁରରେ ହତ୍ୟା କରିଛି ବିଜେପି: ରାହୁଲ ଗାନ୍ଧୀ

ବହୁ ବାଦ-ବିବାଦ ପରେ ସଂସଦରେ ବିତର୍କ ରଖିଲେ ରାହୁଲ ଗାନ୍ଧୀ। ମଣିପୁର ହିଂସା ନେଇ ସଂସଦରେ ଆରମ୍ଭ ହୋଇଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାରତ ଯୋଡ ଯାତ୍ରା ଅନୁଭୂତିରୁ ଭାଷଣ ଆରମ୍ଭ

ବିଧାନସଭା ଗୃହକୁ ମୋବାଇଲ, ବ୍ୟାନର, ପୋଷ୍ଟର ନେବା ଉପରେ ଲାଗିବ ରୋକ

ନୂଆଦିଲ୍ଲୀ: ଏଣିକି ବିଧାୟକମାନେ ବିଧାନସଭା ଗୃହକୁ ମୋବାଇଲ ଫୋନ, ପତାକା, ବ୍ୟାନର ଓ ପୋଷ୍ଟକ ନେଇ ଯାଇ ପାରିବେ ନାହିଁ । ଏହିସବୁ ଜିନିଷ ଉପରେ ଲାଗୁ ହେବ କଟକଣା । ଅନେକ ସମୟରେ ଗୃହର

ଦିଲ୍ଲୀ ଅଧ୍ୟାଦେଶ ବିଲ୍ ରାଜ୍ୟସଭାରେ ପାରିତ ହେଲା

ନୂଆଦିଲ୍ଲୀ: ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ଗୃହୀତ ହୋଇଯାଇଛି । ବିଲକୁ କଂଗ୍ରେସ, ଆପ ଓ ଅନ୍ୟ ବିରୋଧୀ ଦଳମାନେ ବିରୋଧ କରିଥିଲେ । ବିଲ୍ ସପକ୍ଷରେ ୧୩୧ ଓ ବିପକ୍ଷରେ ୧୦୧ ଭୋଟ

ନିଜ ପଦବୀକୁ ଫେରିଲେ ରାହୁଲ ଗାନ୍ଧୀ

ଲୋକସଭା ସାଂସଦ ପଦ ଫେରିପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଲୋକସଭା ସଚିବାଳୟ ପକ୍ଷରୁ ଏନେଇ ଜାରି କରାଯାଇଛି ବିଜ୍ଞପ୍ତି। ୨୦୧୯ ‘ମୋଦି ସରନେମ୍’ ମାନହାନୀ ମାମଲାରେ ସୁରଟର ଏକ

ପ୍ରଧାନମନ୍ତ୍ରୀ କଲେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ

ଭାରତରେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନ ୧୧ଟାରେ ଭିତ୍ତିପ୍ରସ୍ତର ସ୍ଥାପନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି।

୩୦ ମିନିଟ୍ ଧରି ଅଲୋଚନା କଲେ ଦୁଇ ନେତା : ନବୀନ-ଶାହ

ଗତକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୂଚନା ଅନୁଯାଇ ,ଏହା ଶାହାଙ୍କ ସରକାରୀ କାର‌୍ୟ୍ୟକ୍ରମ ପାଇଁ ଗସ୍ତ ରହିଥିଲା । କିନ୍ତୁ ଶାହାଙ୍କ ଅଚାନକ ଏହି

ଏକାଠି ମଞ୍ଚରେ ବସିଲେ; ପରସ୍ପରକୁ ପ୍ରଶଂସାରେ ପୋତିଲେ ନବୀନ-ଶାହ

ଭୁବନେଶ୍ୱର: ଗୋଟିଏ ମଞ୍ଚରେ ବସିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାତ ଧରାଧରି ହୋଇ ଏନଏଚ ପ୍ରକଳ୍ପର ଉଦଘାଟନ କଲେ । ଆଉ ଉଭୟ ଉଭୟଙ୍କର ଢେର