Browsing Category

ରାଜନୀତି

ଦିଲ୍ଲୀ ହାରିବା ପରେ ଏବେ ଆପକୁ ଘାରିଛି ପଞ୍ଜାବ ଚିନ୍ତା

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କ ହାତରୁ ଖସିଯାଇଛି ଦିଲ୍ଲୀ ଶାସନ । ଯାହା କେବେ କେଜ୍ରିଓ୍ବାଲ କଳ୍ପନା ବି କରିନଥିଲେ, ଦିଲ୍ଲୀବାସୀ ତାହା କରିକି ଦେଖାଇଛନ୍ତି । ଚତୁର୍ଥ ଥର ପାଇଁ ଦିଲ୍ଲୀ…

କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ରେସରେ ୫ ନେତା…

ନୂଆଦିଲ୍ଲୀ: ୨୭ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ କ୍ଷମତାକୁ ଫେରିପାରିଛି। ଆମ ଆଦମୀ ପାର୍ଟି ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ବିଜେପି କିନ୍ତୁ…

ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିରେନ ସିଂ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କ ନିକଟରେ ନିଜର ଇସ୍ତଫାପତ୍ର ଦାଖଲ କରିଛନ୍ତି। ଇସ୍ତଫା…

ଛତିଶଗଡ଼ରେ ୩୧ ନକ୍ସଲ ନିପାତ ଘଟଣା ଏକ ବଡ଼ ସଫଳତା: ଅମିତ ଶାହ

ଭୁବନେଶ୍ୱର: ଛତିଶଗଡ଼ର ବିଜାପୁରରେ ରବିବାର ସକାଳୁ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୨ଜଣ ଯବାନ ସହିଦ…

କୁଦୋପାଲିର ଅକୁହା କାହାଣୀ ନୂଆପିଢି ପାଖରେ ପହଞ୍ଚିବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭”ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ • ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ…

କାହିଁକି ଦିଲ୍ଲୀ ହାରିଲା ଆପ୍?

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ଦିଲ୍ଲୀରେ ଦୋହଲି ଯାଇଛି ଆପର ଜନାଧାର । ୨୭ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବା ବେଳେ, ଆପ୍ ହାତରୁ…

ବାଜିଲା କ୍ୟାବିନେଟ୍ ମୋହର, ସର୍ବନିମ୍ନ ୧୦ ହଜାର ଟଙ୍କା ମିଳିବ ପେନସନ୍

ଭୁବନେଶ୍ୱର: ଗତ ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକୀକୃତ ପେନସନ୍ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିଲା କେନ୍ଦ୍ର କ୍ୟାବିନେଟ୍ । ସୁନିଶ୍ଚିତ ପେନ୍‌ସନ୍, ପାରିବାରିକ ପେନ୍‌ସନ୍, ମୁଦ୍ରାସ୍ଫିତି ଆଦି…

‘ମୋ ବସ୍‌’ ଏକ ଅହଂକାର ଶବ୍ଦ, ବଦଳିବ ‘ମୋ ବସ୍’ର ନାମ: କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ବଦଳିବ ‘ମୋ ବସ୍‌’ର ନାଁ । ‘ମୋ ବସ୍’ ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍‌’ । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ‘ମୋ ବସ୍‌’ ଏକ…

ଦିଲ୍ଲୀରେ ଶୂନ ସ୍କୋର ସହ ହ୍ୟାଟ୍ରିକ୍ କରିବ କଂଗ୍ରେସ?

ନୂଆଦିଲ୍ଲୀ: ଦିଲ୍ଲୀରେ କେମିତି ପ୍ରଦର୍ଶନ କରିବ କଂଗ୍ରେସ? କମାଲ୍ କରିବ ନା ପୁଣି ନିରାଶ କରିବ? ଏକଜିଟ ପୋଲ ସତ ହେଲେ ଏଥର ବି ଦିଲ୍ଲୀରୁ ନିରାଶା ପାଇପାରେ କଂଗ୍ରେସ । ଅଧିକାଂଶ ବୁଥବାହୁଡା…

ହଠାତ୍ କାହିଁକି ବିଧାୟକ ପ୍ରାର୍ଥୀଙ୍କ ବୈଠକ ଡାକିଲେ କେଜ୍ରିୱାଲ? ଆପ୍‌କୁ ‘ଅପରେସନ ଲୋଟସ୍’ ଚିନ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନର ଗଣନା ପୂର୍ବରୁ ଲଗାତାର ହଙ୍ଗାମା ଲାଗି ରହିଛି। ‘ଅପରେସନ୍ ଲୋଟସ୍’ର ସମ୍ଭାବନାକୁ ଆକଳନ କରି, ଶାସକ ଆମ ଆଦମୀ ପାର୍ଟି (ଆପ୍) ସତର୍କତା ଅବଲମ୍ବନ…