Browsing Category

ରାଜନୀତି

ମନରେଗା ଯାେଜନାର ନାମ ପରିବର୍ତ୍ତନ କରିବେ ମୋଦି ସରକାର…

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାର ମନରେଗା ଯୋଜନାର ନାମ ପରିବର୍ତ୍ତନ କରିବେ। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ସରକାର ମନରେଗାର ନାମ ପରିବର୍ତ୍ତନ କରି…

ଆୱାର୍ଡ ନେବାକୁ ମନା କଲେ ଶଶି ଥରୁର, ରାଗିଯାଇ କହିଲେ…

ନୁୂଆଦିଲ୍ଲୀ: ପୁରସ୍କାର ନେବା ପାଇଁ ମନା କରିଦେଲେ କଂଗ୍ରେସ ସାଂସଦ  ଶଶି ଥରୁର । ବୀର ସାଭରକର ପୁରସ୍କାରକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ, ଏକ ବଡ଼ ଖବର ସାମ୍ନାକୁ ଆସିଛି। କଂଗ୍ରେସ ସାଂସଦ…

୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନ, ଭୁବନେଶ୍ୱରରୁ ପାରାଦୀପକୁ ସଂଯୋଗ ହେବ ଗ୍ରୀନ ଫିଲଡ଼…

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡ଼ିଶାରେ ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସେଥିରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୦ ହଜାର କୋଟି ଓ ରାଜ୍ୟ ରାଜପଥ ପ୍ରକଳ୍ପ ପାଇଁ…

ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର: ରାଜ୍ୟ ବିଜେପି ମଙ୍ଗଳବାର ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଐଶ୍ୱର୍ଯ୍ୟା ବିଶ୍ଵାଳଙ୍କୁ ମହିଳା ମୋର୍ଚ୍ଚା ସଭାପତି ଭାବରେ…

‘୨୦୨୬ରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ମମତା ବାନାର୍ଜୀ’

କୋଲକାତା: ବିଧାୟକ ହୁଁମାୟୁ କବୀର ତୃଣମୂଳ କଂଗ୍ରେସରୁ ନିଲମ୍ବିତ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। କବୀର କହିଛନ୍ତି, “ମମତା ରାଜ୍ୟରେ…

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ…

ବିଧାନସଭାରେ ଅତିରିକ୍ତ ବଜେଟ ଆଗତ: ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗ ପାଇଁ ଏତିକି କୋଟିର ବ୍ୟବସ୍ଥା

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ବିଭିନ୍ନ ବିଭାଗ…

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ନାଁରେ ପୁଣି ଏତଲା

କଟକ: ଓଡ଼ିଶାର ଲୋକପ୍ରିୟ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ୧୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଥମୁନି ବିବାଦ । ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁ ରେ ପୁଣି ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ…

ବ୍ରେକଫାଷ୍ଟ୍ ଟେବୁଲରେ ତୁଟିଲା ଚୌକି କଳି?

ବେଙ୍ଗାଲୁରୁ: କର୍ଣ୍ଣାଟକ କଳିରେ ପଡିଲା କି ପୂର୍ଣ୍ଣଚ୍ଛେଦ?…ବ୍ରେକଫାଷ୍ଟ ଟେବୁଲରେ ତୁଟିଲା କି ଚୌକି କଳି?…ନା ଏବେ ବି ଶିବକୁମାରଙ୍କ ମନରେ ରହିଛି ଆସନ ଆଶା? କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ…

ବିହାର ପରେ ମୋଦିଙ୍କ ମିଶନ୍ ବଙ୍ଗଳା, ବେହାଲ ହେବ ଦିଦିଙ୍କ ହାଲ୍!

କୋଲକାତା: ମୋଦିଙ୍କ ନିଶାନାରେ ଦିଦିଙ୍କ ଆସନ…ପାଞ୍ଚଟି ଜୋନ୍, ପାଞ୍ଚ ମାସ…ବିଜେପିର ‘ପଞ୍ଚୁ ପାଣ୍ଡବ’ ଯୋଜନା…ଟେନସନରେ ମମତା…ଆସନ ଯିବା ଭୟରେ ଚୋବାଉଛନ୍ତି ରକ୍ତ ଚାଉଳ… ପଶ୍ଚିମବଙ୍ଗ…