Browsing Category

culture

ବାହୁଡିବେ ପ୍ରଭୁ ଲିଙ୍ଗରାଜ, ସାଢେ ୩ଟାରେ ହେବ ରଥଟଣା

ଭୁବନେଶ୍ୱର: ଆଜି ମହାଦେବ ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ମାଉସୀଘରେ ଦୀର୍ଘ ଚାରିଦିନ ରହଣି ପରେ ଆଜି ଲିଙ୍ଗରାଜ ସ୍ୱଗୃହକୁ ବାହୁଡିବେ। ଗତ ଏପ୍ରିଲ ୧୬ ତାରିଖ ଆଶୋକାଷ୍ଟମୀ ଦିନ ରୁକୁଣାରଥରେ…

ପବିତ୍ର ରାମନବମୀରେ କେମିତି ହେବ ସୂର୍ଯ୍ୟତିଳକ ? ରାମଲାଲାଙ୍କ ମୂର୍ତ୍ତିରେ ପଡିବ କି ପ୍ରଭାବ ?

ଆଜି ପବିତ୍ର ରାମନବମୀ । ହେଉଛି ଭକ୍ତଙ୍କ ପାଇଁ ଅମୃତବେଳା । ଆଉ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିରରେ ଚଳିତ ବର୍ଷର ରାମନବମୀ ଏଥର ଖାସ ହେବାକୁ ଯାଉଛି । ରାମଙ୍କ ନଗରୀରେ ସୂର୍ଯ୍ୟତିଳକ ବେଳେ…

ଆସନ୍ତାକାଲିଠୁ ସାହି ଯାତରେ କମ୍ପିବ ଶ୍ରୀକ୍ଷେତ୍ର, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: ଆସନ୍ତାକାଲି ପବିତ୍ର ରାମନବମୀ । ଶ୍ରୀକ୍ଷେତ୍ରର ସାଂସ୍କୃତିକ ମହାକୁମ୍ଭ ସାହିଯାତର ହେବ ଶୁଭାରମ୍ଭ । ରମନବମୀ ଠାରୁ ଶ୍ରୀକ୍ଷେତ୍ରର ପାରମ୍ପାରିକ ସମର କଳା ନୃତ୍ୟ ସାହି ଯାତ ଆରମ୍ଭ…

ଆଜି ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ଵର: ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀଙ୍କୁ ରଥରେ ନେଇ ରାମନବମୀ ଯାତ୍ରା…

ଆଜି ନେତ ଉତ୍ସବ, ମରୀଚିକୁଣ୍ଡର କଳସ ପାଣିରେ ଆରମ୍ଭ ହେବ ରଥ ପ୍ରତିଷ୍ଠା ପର୍ବ

ଭୁବନେଶ୍ଵର: ଆଜି ନେତ୍ର ଉତ୍ସବ । ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । କାଲି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରୁକୁଣା ରଥ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଅପରାହ୍ନ ୩ଟା…

ରାମମନ୍ଦିର ଥିମ ଉପରେ ଆଧାରୀତ ୫୦ ଗ୍ରାମର ରଙ୍ଗୀନ ରୂପା ମୁଦ୍ରା ଜାରି କଲେ କେନ୍ଦ୍ର ସରକାର

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପରଠାରୁ ପ୍ରତିଦିନ ମନ୍ଦିରରେ ଭକ୍ତମାନଙ୍କର ନାହିଁ ନଥିବା ଭିଡ ଲାଗିରହୁଛି । ବର୍ତ୍ତମାନ ମନ୍ଦିରରେ ପବିତ୍ର ରାମନବମୀ ପାଇଁ…

ସୁନା ବେଶରେ ଦର୍ଶନେ ଦେଇଛନ୍ତି ମା’ ତାରିଣୀ, ଧୁମଧାମରେ ଜମୁଛି ଚଇତି ପର୍ବ

କେନ୍ଦୁଝର: ଆଜି ହେଉଛି ମହାବିଷୁବ ପଣା ସଂକ୍ରାନ୍ତି। ଏହା ସହ ଓଡ଼ିଆ ନବବର୍ଷ। ଏହି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଘଟଗାଁ ମାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଗତ…

ପବିତ୍ର ମହାବିଷୁବ ସଂକ୍ରାନ୍ତି, ଘରେ ଘରେ ଚଉରା ମୂଳେ ବନ୍ଧାହେବ ବସୁନ୍ଧରା ଠେକି

ଭୁବନେଶ୍ଵର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ଦିନ। ପଣା ସଂକ୍ରାନ୍ତି ଅବସରରେ ଆଜିଠାରୁ ନୂତନ ପଞ୍ଜିକା ଓଡ଼ିଶାରେ…