Browsing Category
ରାଜ୍ୟ
ଓଡ଼ିଶା ଭଳି ଶାନ୍ତିପ୍ରିୟ ସ୍ଥାନ କେଉଁଠି ନାହିଁ: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଭୁବନେଶ୍ୱର: ଭାରତକୁ ନେଇ ଆମେରିକାର ଟ୍ରାଭେଲ ଆଡଭାଇଜରି ପରେ କଡ଼ା ଜବାବ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ଅପରାଧ ଏବଂ ଆତଙ୍କବାଦର ବିପଦକୁ ଉଲ୍ଲେଖ କରି ଭାରତରେ…
ସପ୍ତାହକରେ ୭କୋଟି ପାର୍ କଲା ‘ବୋଉ ବୁଟୁ ଭୂତ’
ଭୁବନେଶ୍ବର: ଚଳିତ ବର୍ଷ ରଜ ଉପଲକ୍ଷେ ମୁକ୍ତିଲାଭ କରିଥି ବାବୁସାନ ମହାନ୍ତିଙ୍କ ‘ବୋଉ ବୁଟୁ ଭୂତ’ର କ୍ରେଜ ଦେଖିବାକୁ ମିଳିଛି । ଏହି ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ୭କୋଟିରୁ ଅଧିକ ଆୟ କରିଛି…
ଭୁଲ୍ ମାଗିବା ପରେ ଦୟାଙ୍କ ଉପରୁ ନିଲମ୍ବନ ଉଠାଇଲା ଯାତ୍ରା ମାଲିକ ସଂଘ
ଭୁବନେଶ୍ବର: ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟଙ୍କ ଉପରୁ ଉଠିଲା ନିଲମ୍ବନ । ଯାତ୍ରା ମାଲିକ ସଂଘ ସଭାପତି ଓ ମାଷ୍ଟର ଆସୋସିଏସନଙ୍କୁ ଭୁଲ୍ ମାଗିବା ପରେ ଏହି ନିଲମ୍ବନ ଉଠିଛି ।…
ଲିଟର ପିଛା ୨ ଟଙ୍କା ବଢ଼ାଇଲା ଓମଫେଡ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ (ଓମଫେଡ) ନିଜର ସମସ୍ତ ପ୍ରକାରର କ୍ଷୀରର ମୂଲ୍ୟ ବୃଦ୍ଧି କରିଛି।
ପ୍ରିମିୟମ୍ ଏବଂ ଟୋନଡ କ୍ଷୀର ଏବେ ପ୍ରତି ଲିଟର ପିଛା ୨ ଟଙ୍କା…
ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ୱ: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ
ଭୁବନେଶ୍ୱର: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ। ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ୱ ଦେଇ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପୁଣି ଥରେ ବୃଦ୍ଧି କରାଯାଇଛି । ରାଜ୍ୟ ସରକାର ୨ ଟଙ୍କା ୯୨ ପଇସା…
ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର: ଓଡ଼ିଶା ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…
ସୁରକ୍ଷା ଆମ ସମସ୍ତଙ୍କଠାରୁ ଆରମ୍ଭ ହୁଏ : ଉଷା ପାଢ଼ୀ
ଭୁବନେଶ୍ବର: ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହାର ଅତୁଟ ପ୍ରତିବଦ୍ଧତାର ଏକ ଅଂଶ ଭାବରେ, ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (CRUT) ‘ଶୂନ ଦୁର୍ଘଟଣା ଦିବସ’ ପଦକ୍ଷେପ ଅଧୀନରେ ଏହାର…
ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି; ୫୦,୦୦୦ରୁ ଅଧିକ ଲୋକ ପ୍ରଭାବିତ
ବାଲେଶ୍ବର: ପଡ଼ୋଶୀ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଶନିବାର ଦିନ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧିପାଇଛି। ଯାହା ଫଳରେ ବାଲେଶ୍ବର ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହେବା ସହ ୫୦,୦୦୦ରୁ ଅଧିକ…
ଜଗନ୍ନାଥ ଧାମ ଆସିବେ ବୋଲି ଟ୍ରମ୍ପଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖାନ କେଲେ ମୋଦୀ
ଭୁବନେଶ୍ବର:ଓଡ଼ିଶା ଆସିବା ପାଇଁ ଆମେରିକା ଗଲେନି ପ୍ରଧାନମନ୍ତ୍ରୀ ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଆଜି ଭୁବନେଶ୍ୱର ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ଜନତା ମୈଦାନର…
ଓଡ଼ିଶା ଭାରତର ସଂସ୍କୃତିକୁ ପରିପୂର୍ଣ୍ଣ କରିଛି: ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ଆଜି ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବରର ଜନତା ମୈଦାନରେ ଆୟୋଜିତ ରାଜ୍ୟସ୍ଥରୀୟ ସମାରୋହରେ ଯୋଗଦେଇଛନ୍ତି । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ…