Browsing Category
ରାଜ୍ୟ
ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର
ଝାରସୁଗୁଡା: ବଡ ଖବର । ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର । ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର । ଗୁରୁତର ଅବସ୍ଥାରେ ମନୁକୁ ମେଡିକାଲ୍ରେ ଭର୍ତ୍ତି…
ଏ ବର୍ଷ ନୁହେଁ, ଆରବର୍ଷ ବଦଳିବ ସିଲାବସ୍
ଭୁବନେଶ୍ବର: ରାଜ୍ୟରେ ଏନଇପି ଲାଗୁ ଏବଂ ନୂଆ ସିଲାବସ୍ ନେଇ ପିଲାଙ୍କ ମନରେ ଦ୍ବନ୍ଦ୍ବ ରହିଥିବା ବେଳେ ଏନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏ ବର୍ଷ…
ଆସିବ ନୂଆ ଜଳ ନୀତି: ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପ୍ଲାନ୍
ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ନୂଆ ଜଳ ନୀତି ଲାଗୁ କରିବେ ରାଜ୍ୟ ସରକାର । ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପାଇଁ ମାଷ୍ଟର ପ୍ଲାନ୍ ଆଣିବେ ସରକାର । ଏନେଇ ବିଧାନସଭାରେ ବିବୃତ୍ତି…
ବିଶ୍ବବିଦ୍ୟାଳୟରେ ଖାଲିପଡିଛି ୧୩୫୩ଟି ଶିକ୍ଷକ ପଦବୀ
ଭୁବନେଶ୍ବର: ରାଜ୍ୟରେ ସରକାରୀ ପରିଚାଳିତ ବିଶ୍ବବିଦ୍ୟାଳୟରେ ହଜାରେରୁ ଅଧିକ ଶିକ୍ଷକ ପଦବୀ ଖାଲିପଡିଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।…
ଗଞ୍ଜେଇ କାରବାର ଉପରେ ଚଢାଉ ବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ, ୨୬ ପୋଲିସ ଆହତ
ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଯୁବ ଗ୍ରାମରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗଞ୍ଜେଇ କାରବାର ଉପରେ ଚଢାଉ ବେଳେ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ…
କେବଳ ଏକ ଗୀତ ନା ରହିଛି କିଛି ସତ୍ୟତା….ଛାଡପତ୍ର ବିବାଦ ଭିତରେ ଧନଶ୍ରୀଙ୍କ ନୂଆ ଭିଡିଓ ରିଲିଜ
ମୁମ୍ବାଇ: କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀଙ୍କର ଅଫିସିଆଲି ବିବାହ ବିଚ୍ଛେଦ ହୋଇସାରିଥିବା ନେଇ ଖବର ପ୍ରକାଶ ପାଇବା ପରେ ପରେ ଏବେ ଅଭିନେତ୍ରୀ ତଥା ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କର…
ରାଜ୍ୟରେ ରହିଛି ଭରପୁର ସୁନା ଖଣି
ଭୁବନେଶ୍ଵର: ରାଜ୍ୟରେ ରହିଛି ଭରପୂର ସୁନା ଖଣି । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୂର୍ବରୁ ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର…
‘ରାଜ୍ୟର ବେସରକାରୀ କଲେଜଗୁଡ଼ିକୁ ସରକାର ହାତକୁ ନିଅନ୍ତୁ’
ଭୁବନେଶ୍ୱର: ରାଜ୍ୟରେ ଥିବା ବେସରକାରୀ କଲେଜଗୁଡ଼ିକର ପରିଚାଳନା ଭାର ସରକାର ହାତକୁ ନିଅନ୍ତୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖା ପକ୍ଷରୁ ଦାବି କରାଯାଇଛି ।…
ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ, ଶୌଚାଳୟରେ ମୃତ ଛୁଆକୁ ଜନ୍ମଦେଲେ କଲେଜ ଛାତ୍ରୀ
ନୟାଗଡ: ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ । କିନ୍ତୁ ଶୌଚାଳୟରେ ଛୁଆ ଜନ୍ମ କଲେ ଯୁକ୍ତ ୩ ଛାତ୍ରୀ । ଛାତ୍ରୀ ଜଣଙ୍କ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷରେ ପାଠ…
ଶରୀରପାଇଁ ଲାଭଦାୟକ କଖାରୁ ଫୁଲ…
ଭୁବନେଶ୍ଵର: ଆମ ଓଡ଼ିଆ ଘରେ ପ୍ରାୟ ଆମେ ମାନେ କଖାରୁ ଫୁଲକୁ ନିଜ ଖାଦ୍ୟରେ ବ୍ୟବହାର କରିଥାଉ । କଖାରୁ ଫୁଲ ଭଜା ବିଶେଷ କରି ସମସ୍ତଙ୍କର ପ୍ରିୟ ଅଟେ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଭାତ ଥାଳି…