Browsing Category
ରାଜ୍ୟ
୫ ତାରିଖରେ ଖୋଲା ରଖିବ ସମସ୍ତ ଶିକ୍ଷାନୁଷ୍ଠାନ
ଭୁବନେଶ୍ଵର: ଆସନ୍ତାକାଲି ଖୋଲା ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ମାର୍ଚ୍ଚ ୫ ତାରିଖ ତଥା ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।…
କାହିଁକି ବିଜୁଙ୍କୁ ନେଇ ରାଜନୀତି?
ଭୁବନେଶ୍ବର: ମାର୍ଚ୍ଚ ୫ ନୁହେଁ ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଜୋରଦାର ହୋଇଛି ରାଜନୀତି । ମାର୍ଚ୍ଚ ୫ତାରିଖରେ ପୂର୍ବତନ…
ବସନ୍ତର ଛୁଆଁରେ ହସି ଉଠୁଛି ପଳାଶ, ସଜେଇ ହୋଇଛି ଧରଣିରାଣୀ…
ଭୁବନେଶ୍ବର: ବସନ୍ତରୁତୁର ଆଗମନ ସହ ପୃଥିବୀ ଅଧିକ ପୁଲକିତ ହୁଏ । କାରଣ ଏହି ଋତୁରେ ପୃଥିବୀକୁ ବିଭିନ୍ନ ରୂପରେ ସଜେଇଥାଏ ପ୍ରକୃତିରାଣୀ । ଏହି ଋତୁରେ ଫୁଟିଥିବା ଅନ୍ୟ ଫୁଲ ମାନଙ୍କ ମଧ୍ୟରେ…
୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ୨ ଆକାଉଣ୍ଟାଣ୍ଟ
ଅନୁଗୁଳ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଆକାଉଣ୍ଟାଣ୍ଟ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ସିଭିଲ୍ ସପ୍ଲାଏଜ୍ ଅଫିସର (ସିଏସ୍ଓ)ଙ୍କ କାର୍ଯ୍ୟାଳୟର ଦୁଇ…
ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ‘ବିକଶିତ ଭାରତ’ର ଲାଇଟ୍ ହାଉସ୍ ଭାବେ ଉଭା ହେବ- ଧର୍ମେନ୍ଦ୍ର ପ୍ରଧାନ
ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ଅଷ୍ଟମ ‘ଭିଜିଟର୍ସ କନଫରେନ୍ସ ୨୦୨୪-୨୫’ ଉଦଘାଟିତ
• ଦେଶର ଶିକ୍ଷାବିତ୍ ଜଗତକୁ ମାର୍ଗଦର୍ଶନ ଦେଇଥିବାରୁ ମାନନୀୟ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ
• ଅଷ୍ଟମ…
ଖୁବଶୀଘ୍ର ରାଜ୍ୟରେ ପୌଷ୍ୟ ସନ୍ତାନ ଯୋଜନା କାର୍ଯ୍ୟକାରୀ ହେବ: ମନ୍ତ୍ରୀ
ଝାରସୁଗୁଡ଼ା: ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି ଯେ, ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ୱଝାରସୁଗୁଡ଼ା:…
ଖାରବେଳ ଭବନ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ନୋଡାଲ ବିଭାଗ ଭାବରେ ମନୋନୀତ
ଭୁବନେଶ୍ୱର: ଓଡ଼ିଶା ସରକାର ଖାରବେଳ ଭବନରେ ଉପଲବ୍ଧ ସୁବିଧାଗୁଡ଼ିକର ସାମଗ୍ରିକ ତଦାରଖ ଏବଂ ପରିଚାଳନା ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ନୋଡାଲ ବିଭାଗ ଭାବରେ ମନୋନୀତ କରିଛନ୍ତି।…
ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ: ଜୁନ୍ ୨୭ ତାରିଖରେ ଅନୁଷ୍ଠିତ ହେବ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା…
ଖରାଦିନେ ଉପୁଜୁଥିବା ବିଦ୍ୟୁତ୍ ଜନିତ ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର: ସୋମବାର ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସଭା ଭବନଠାରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା…
ମାର୍ଚ୍ଚ ୫ରେ ଆଉ ପାଳନ ହେବନି ପଞ୍ଚାୟତିରାଜ ଦିବସ
ଭୁବନେଶ୍ୱର: ଏଣିକି ଓଡିଶାରେ ଏବେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯିବନି । ଏପ୍ରିଲ ୨୪ ତାରିଖରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ଲୋକସେବା ଦିବସ ମଧ୍ୟ ଏହି ଦିନ…