Browsing Category
ରାଜ୍ୟ
ସେବା ପକ୍ଷ ଅବସରରେ ମେଗା ରକ୍ତଦାନ ଶିବିର
ବ୍ରହ୍ମପୁର, ୨୯|୦୯|୨୦୨୪ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଆହ୍ଵାନ କ୍ରମେ ସାରା ଭାରତରେ ଭାରତୀୟ ଜନତା ପାର୍ଟି ତରଫରୁ ସେବା ପକ୍ଷ ଜାରି ରହିଛି l ଆଜି ବ୍ରହ୍ମପୁର ବିଧାୟକ ଶ୍ରୀ…
ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅଙ୍ଗନଓ୍ବାଡିରେ ପିଲାଙ୍କୁ ଦିଆଯାଉଥିବା ଛତୁଆକୁ ନେଇ ଚିନ୍ତାରେ ଉପମୁଖ୍ୟମନ୍ତ୍ରୀ । ଖରାପ ମାନର ଛତୁଆକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।…
ଆଜି ରାତିରେ ପ୍ରବଳ ବର୍ଷା: ବଜ୍ରପାତ ଓ ଝଡତୋଫାନ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଓଡିଶାର ୮ଟି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥି ସହିତ କିଛି ଜିଲ୍ଲାରେ ଘଡ଼ଘଡି ମାରିବ। ପ୍ରବଳ ବେଗରେ…
ଆଇପିଏସ ସ୍ତରରେ ଅଦଳ ବଦଳ, ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିଶନର
ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିଶନର। ଗୁଇନ୍ଦା ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜିଙ୍କଠାରୁ ଆରମ୍ଭ କରି କଟକ-ଭୁବନେଶ୍ୱର ପୁଲିସ…
ସାନ୍ତାଳୀ ଭାଷାର ପ୍ରଚାର ଦିଗରେ ରାମଜୀତ ଟୁଡୁଙ୍କ କାର୍ଯ୍ୟ ସୃଜନଶୀଳତାର ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ
ମନ କୀ ବାତ୍”ରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
• ମନ୍ କୀ ବାତ୍ ସଫଳତାପୂର୍ବକ ୧୦ ବର୍ଷ ପୂର୍ତ୍ତି ହେଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…
୩ ଘଣ୍ଟା ଭିତରେ ବର୍ଷିବ: ୨ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପର ପ୍ରଭାବ । ଗତ ଦୁଇ ଦିନ ହେବ ବର୍ଷାର ପରିମାଣ ବଢିଥିବା ବେଳେ ଆଜି ଟ୍ବିନ ସିଟିରେ ପାଗ ଫିଟିଛି । ସେହିପରି ରାଜ୍ୟରେ ଅନେକ ସ୍ଥାନରେ ଖରା…
୨ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଦୁଇ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବା ପାଇଁ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ୨ ଦିନିଆ ଝାଡଖଣ୍ଡ…
ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ; ‘ଅପରାଧିଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି’
ଭୁବନେଶ୍ବର: ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀର ଦ୍ବିତୀୟ ଦିନ । ଗତକାଲି ଲୋକସେବା ଭବନରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇଥିବା ବେଳେ ଆଜି ସବୁ ଜିଲ୍ଲାର…
ଲୋକସେବା ଭବନରେ ଜିଲ୍ଲାପାଳଙ୍କ ଆସର
ଭୁବନେଶ୍ଵର: ଲୋକସେବା ଭବନରେ ଆରମ୍ଭ ହେଲା ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ। ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନେଇ ବୈଠକ…
ଶ୍ରୀମନ୍ଦିରରେ ଯାଞ୍ଚ ହେବ ‘ଅବଢା’ର ମାନ
ଭୁବନେଶ୍ବର: ତିରୁପତି ବାଲାଜୀ ମନ୍ଦିରରେ ଘଟଣାରେ ଏବେ ମହାପ୍ରଭୁଙ୍କ ଶ୍ରୀମନ୍ଦିରେ ମହାପ୍ରସାଦ ଅବଢା, ଶୁଖିଲା ଭୋଗ ଏବଂ ଏହାର ପ୍ରସ୍ତୁତିରେ ଲାଗୁଥିବା ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ପାଇଁ…