Browsing Category

ରାଜ୍ୟ

ନୂଆଁଖାଇ ଦେଶରେ ନୂଆ ପରିଚୟ ତିଆରି କରିଛି- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ଜୁହାର୍ ନୂଆଁଖାଇ ପରବ୍-୨୦୨୪’ର ରୌପ୍ୟ ଜୟନ୍ତୀ ସମାରୋହ • ଦେଶ ବିଦେଶରେ ଓଡ଼ିଆମାନେ ନୂଆଁଖାଇ ପାଳନ କରିବା ଖୁସିର ବିଷୟ • ରାଷ୍ଟ୍ରୀୟ ରାଜଧାନୀରେ ସମସ୍ତେ ଏକାଠି ହୋଇ…

ଭରତପୁର ଘଟଣା ପଛର ସତ

ଭୁବନେଶ୍ବର: ଶନିବାର କଳା ରାତିର କାହାଣୀ। ସେଦିନ ରାତିରେ କଣ ହୋଇଥିଲା? ଭରତପୁର ଥାନାକୁ ଯିବା ପୂର୍ବରୁ ସେନା ଅଧିକାରୀ ଓ ବାନ୍ଧବୀଙ୍କ ସହ କଣ ହୋଇଥିଲା? କାହିଁକି ବାଟରେ ଅଟକାଇ ଝଗଡା…

ଏନଆରଏଆଇର ନୂଆ ଅଧ୍ୟକ୍ଷ କଳିକେଶ

ଭୁବନେଶ୍ୱର: ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ ବିଜେଡି ନେତା କଳିକେଶ ନାରାୟଣ ସିଂ ଦେଓ ଜାତୀୟ ରାଇଫଲର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଶନିବାର ଦିନ ଦିଲ୍ଲୀର ସମ୍ବିଧାନ କ୍ଲବ ଅଫ୍…

ସୁଭଦ୍ରା ଯୋଜନା ଓଡିଶାର ମା ଓ ଭଉଣୀ ମାନଙ୍କୁ ସଶକ୍ତ କରୁ ଏହାହିଁ ମୋର ମା ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା –…

ସୁଭଦ୍ରା ଯୋଜନା ଓଡିଶାର ମା ଓ ଭଉଣୀ ମାନଙ୍କୁ ସଶକ୍ତ କରୁ ଏହାହିଁ ମୋର ମା ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା – ପ୍ରଧାନମନ୍ତ୍ରୀ - ପ୍ରବୀଣ କୁମାର ପାଢ଼ି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର…

ନବୀନଙ୍କ ନ୍ୟାୟିକ ତଦନ୍ତ ଦାବି: ପାଲଟା ପ୍ରଶ୍ନ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ଓ ନିର୍ଯାତନା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ଏହାକୁ…

ଦଶାହ ଭୋଜି ଖାଇ ଦୁଇ ମୃତ, ୩୦ରୁ ଉର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆତଙ୍କ । ହଇଜାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ୩୦ରୁ ଅଧିକ ଆକ୍ରାନ୍ତ…

ହାତୀ ଘଉଡ଼ାଇବାକୁ ହଟ୍ଟହଟ୍ଟା ବନ କର୍ମଚାରୀ

ଅନୁଗୁଳ: ଅନୁଗୁଳ ରେଞ୍ଜ ଫୁଲପଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତ ରାତିରେ ବନ ବିଭାଗର ୬ ଜଣ କର୍ମଚାରୀ ହାତୀକୁ ଘଉଡାଇବା ପାଇଁ ଫୁଲପଡା ଅଞ୍ଚଳରେ ପହଞ୍ଚିଥିଲେ । ଏହି ସମୟରେ…

ମଙ୍କିପକ୍ସ ସନ୍ଦେହ ହେଲେ ୨୧ ଦିନ ପାଇଁ ଆଇସୋଲେସନ

ଭୁବନେଶ୍ୱର: ରାଜ୍ୟରେ ଜାରି ହେଲା ମଙ୍କିପକ୍ସ ଗାଇଡଲାଇନ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମକିପକ୍ସ ସହ ଲଢେଇ ପାଇଁ ଗାଇଡଲାଇନ ଜାରି କରାଯାଇଛି l ସବୁ ଜିଲ୍ଲାମାନଙ୍କୁ ଗାଇଡଲାଇନ ଜାରି ହୋଇଛି…

୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

ପୁରୀ: ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ଆସନ୍ତା ୨୪ ତାରିଖ ସୁଦ୍ଧା ଏଏସଆଇ…

ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ : ମୋହନ

ପୁରୀ: ଆଜି ଓଡ଼ିଶାରେ ନୂଆ ସରକାରଙ୍କୁ ପୁରିଛି ୧୦୦ ଦିନ । ଏହି ଅବସରରେ ଜନତାଙ୍କ ଆଗରେ ନିଜ ରିପୋର୍ଟ କାର୍ଡ ରଖିଛନ୍ତି ସରକାର। ପୁରୀରେ ଆୟୋଜିତ ବିଶାଳ ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ…