Browsing Category

ରାଜ୍ୟ

ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ: ମୋକିମ

କଟକ: ଗଣମାଧ୍ୟମକୁ ଆଜି ବଡ ସୂଚନା ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ । ସେ କହିଛନ୍ତି ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ । ରାଜ୍ୟରେ ଅନେକ ଉଦୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ…

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି; ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ, ସାମିଲ ହେଲା OAS, ORS

ଭୁବନେଶ୍ୱର: ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି ବାହାରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଆଶାୟୀ। ଯାହାକୁ ନେଇ ବଡ଼ ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ OPSC…

ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ କୁହୁଡ଼ିର ପ୍ରଭାବ, ୧୪ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର: ରାଜଧାନୀରେ କଲବଲ କରୁଛି ଘନ କୁହୁଡ଼ି। ଅସ୍ତବ୍ୟସ୍ତ ଜନଜୀବନ, ରାସ୍ତାରେ ଯାତାୟାତ ମୁସ୍କିଲ୍। ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ କୁହୁଡ଼ିର ପ୍ରଭାବ। ଆଗାମୀ ୨୪ ଘଣ୍ଟା ପାଇଁ ୧୪…

ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ…

ପୁରୀ: ପୁଣି ଅସୁରକ୍ଷିତ ହୋଇ ପଡିଛି ଶ୍ରୀମନ୍ଦିର । ଆଜି ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି ପରିଲିକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । କେହି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ…

ଏଣିକି ଘରେ ଘରେ ଲାଗିବ ସ୍ମାର୍ଟ ମିଟର, କ୍ୟାବିନେଟ୍ ନିଷ୍ପତ୍ତି ପରେ ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଲୋକଙ୍କ ଘରେ ସ୍ମାର୍ଟ ମିଟର ଲଗାଇବେ ସରକାର। କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ। ଏନେଇ ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ…

ରୁପାଲି ଛକରେ ଛାତିଥରା ଦୁର୍ଘଟଣା, ‘ଆମ ବସ୍‌’ ଧକ୍କାରେ ୨ ମୃତ

ଭୁବନେଶ୍ୱର: ରୁପାଲି ଟ୍ରାଫିକ୍‌ ଉପରେ ‘ଆମ ବସ୍‌’ ଧକ୍କାରେ ୨ ମୃତ। ନୂଆବର୍ଷରେ ପୁଣି ଜୀବନ ନେଇ ବଦନାମ ମୁଣ୍ଡାଇଲା। ଭୁବନେଶ୍ଵର ରୁପାଲି ଟ୍ରାଫିକ୍ ରେ ଛାତିଥରା ଦୁର୍ଘଟଣା ଘଟିଛି। ଦ୍ରୁତ…

ପୁରୀ ବଳଗଣ୍ଡି ଛକରେ ଦୁର୍ଘଟଣା; ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ବଳଗଣ୍ଡି ଛକରେ ସଡ଼କ ଦୁର୍ଘଟଣାରେ ବୋଲେରୋ ଓ ସ୍କଟି ଧକ୍କାରେ ଜଣେ ନାବାଳକ ମୃତ୍ୟୁ ହୋଇଛି । ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ…

ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି

ଭୁବନେଶ୍ୱର: ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ। ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ। ମୋଟ ସାତୋଟି ପେଣ୍ଡାଲରେ…

ସେୟାର ଟେଡ୍ରିଂ ନାଁରେ ୪୦ କୋଟି ଠକେଇ ଅଭିଯୋଗ; ଜଣେ ଗିରଫ

ଭୁବନେଶ୍ୱର: ସେୟାର ବଜାର ସହ ଜଡ଼ିତ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଠକେଇର ମୁଖ୍ୟ ସନ୍ଦିଗ୍ଧକୁ ବାନ୍ଧିଲା ଇଓଡବ୍ଲୁ। ଅଭିଯୁକ୍ତଙ୍କ ନାମ ଅମିତ ମଣ୍ଡଳ ବୋଲି ଜଣାପଡ଼ିଛି। ଡିସେମ୍ବର ୩୧…

ନୂଆ ସିଏସ୍‌ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ଟାସ୍କ

ଭୁବନେଶ୍ବର: ନୂଆ ବର୍ଷରେ ଶାସନ-ପ୍ରଶାସନକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଜନା କରିଛନ୍ତି। ଶାସନ-ପ୍ରଶାସନକୁ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ…