Browsing Category

ରାଜ୍ୟ

ପିଲାଙ୍କ ଗହଣରେ କେକ କାଟି ଜନ୍ମ ଦିନ ପାଳିଲେ ସୁରଭାଇ

ଭୁବନେଶ୍ୱର: ୮୦ ବର୍ଷ ବୟସ । ହେଲେ ପାଦ ଥକିନି । ପାଟି ବି ଥକିନି । ଯେଉଁଠି ଖୋଜିବ ସେଠି ହାଜର । ସେମିତି ରାଜା ହସ..ମଉଜିଆ କଥା.. । ଆମେ କହୁଛୁ ସୁର ଭାଇଙ୍କ କଥା । ଜଟଣୀ ବିଧାୟକ

ଘରୁ ମଶା ବାହାରିଲେ 1000 ଟଙ୍କା ଫାଇନ୍ : BMC

ଭୁବନେଶ୍ୱର: ଆପଣଙ୍କ ଘରୁ ମଶା ବାହାରିଲେ ଗଣିବେ ତଣ୍ଡ । ଘରୁ ମଶା ମିଳିଲେ 1000 ଟଙ୍କା ଫାଇନ୍ ଗଣିବେ ଗୃହକର୍ତ୍ତା । ଏମିତି ଏକ ଅଜବ ନିୟମ କରିଛି ଭୁବନେଶ୍ୱର ମହାନଗର ନିଗମ । ଅଗଷ୍ଟ 15 ରୁ

ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ

ସମ୍ବଲପୁର: ବନ୍ୟା ଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିବା ଜଣାଯାଇଛି। ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ସୂଚନା ମିଳିଛି। ଏବେ ୧୦ଟି

ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ତାଳପତ୍ର

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲିଧରଙ୍କ କାର୍ୟ୍ୟକାଳ ସମାପ୍ତ ହେଉଥିବାରୁ ନୂଆ ମୁଖ୍ୟ ବିଚାରପତି ଭାବେ ଶୁଭାଶିଷ ତାଳପତ୍ର ଚଳିତ ମାସ ୮ ତାରିଖରେ ଶପଥ ନେବେ ।

ବିଧାୟକଙ୍କ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀଙ୍କ ସରକାରୀ କ୍ବାର୍ଟର୍ସରୁ ନାବାଳିକା ଝିଆରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଖାରବେଳ ନଗର ପୁଲିସ ମୃତଦେହ ଜବତ

ସମ୍ବଲପୁର ଆମ ଓଡ଼ିଶାର ସାଂସ୍କୃତିକ ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର

ସମ୍ବଲପୁର : ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ ସହ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ । ମୋଦି ଦେଇଥିବା 'ମିଶନ ଲାଇଫ' ଆହ୍ୱାନ କ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ସହ

ବଦଳିଲେ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକ

ଫୁଲବାଣୀ: ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟଣା‌ରେ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଅଭିଯୋଗ

ମାଛ ଧରାଳିଙ୍କୁ ଭାଲୁ ଆକ୍ରମଣ

ନୀଳଗିରି: ଡ୍ୟାମରୁ ମାଛଧରି ଫେରୁଥିବା ସମୟରେ ଜଣେ ମାଛ ଧରାଳିଙ୍କୁ ଭାଲୁ ଆକ୍ରମଣ କରି ତାଙ୍କ ବାମ ଆଖି ତାଡ଼ି ଦେବା ସହ ମୁହଁକୁ ବିକୃତ କରି ଦେଇଛି । ଦୀର୍ଘ ପ୍ରାୟ ୨୦ମିନିଟ ସହ ଭାଲୁ ସହ

ଏକାଠି ମଞ୍ଚରେ ବସିଲେ; ପରସ୍ପରକୁ ପ୍ରଶଂସାରେ ପୋତିଲେ ନବୀନ-ଶାହ

ଭୁବନେଶ୍ୱର: ଗୋଟିଏ ମଞ୍ଚରେ ବସିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାତ ଧରାଧରି ହୋଇ ଏନଏଚ ପ୍ରକଳ୍ପର ଉଦଘାଟନ କଲେ । ଆଉ ଉଭୟ ଉଭୟଙ୍କର ଢେର

ଗୋଟିଏ ମଞ୍ଚରେ ବସିବେ ଶାହ-ନବୀନ

୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହ। ଗତକାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପୁଳ ସ୍ୱାଗତ