Browsing Category

ରାଜ୍ୟ

ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ପାରଦ ୪୪ ଓ ସମ୍ବଲପୁରରେ ୪୫

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରୁ ଉପକୂଳ ସବୁଠି ତାତିର ପ୍ରକୋପ ଲାଗି ରହିଥିବା ବେଳେ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ ।

ଲୁଟିନେଲେ ଠାକୁରଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଢେଙ୍କାନାଳ: ଲୁଟେରାଙ୍କ ଟାର୍ଗେଟରେ ଏବେ ଠାକୁର । ମନ୍ଦିର ତାଲା ଭାଙ୍ଗି ଲୁଟି ନେଉଛନ୍ତି ବହୁମୂଲ୍ୟ ଅଳଙ୍କାର । ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ଐତିହାସିକ ରଘୁନାଥଜୀଉ ମନ୍ଦିର

ମୁକ୍ତା ଯୋଜନାରେ ୧୦ ଜିଲ୍ଲା ପାଇଁ ୨୨୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁକ୍ତା ଯୋଜନାରେ ୧୦ ଜିଲ୍ଲା ୨୨୫.୫୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ଆର୍ଥିକବର୍ଷ ପାଇଁ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ୧୦ ଜିଲ୍ଲାର ୩୬

ବାହାନଗା ଟ୍ରେନ୍ ଦୁର୍ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ

କଟକ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣଙ୍କ ମୃତ୍ୟୁ ହୋଇଛି । କଟକ ଏସସିବି ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିବା ବିହାର ରାଜ୍ୟ ସୋହେଲ

ସଚିବଙ୍କୁ ସାଂସଦଙ୍କ ଖାେଲା ଚାଲେଞ୍ଜ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ଟି ବିଭାଗ ଉପରେ ଆଟାକ । ୫ଟି ସଚିବ ଓ ତାଙ୍କ କାର୍ଯ୍ୟକଳାପ ନେଇ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ନାଁ ନ ନେଇ ୫ଟି ସଚିବ ଓ ତାଙ୍କ

୨୩ରେ ଛୁଇଁବ ମୌସୁମୀ !

ଭୁବନେଶ୍ୱର : ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଲାଣି। ଜୁନ୍‌ ପହିଲାରେ ମୌସୁମୀ କେରଳ ଛୁଇଁଲେ ଏହାର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶାରେ ସ୍ପର୍ଶ କରିଥାଏ। ଯଦି କୌଣସି

ଆଜି ଶେଷ ରଥଯାତ୍ରା ସମନ୍ୱୟ ବୈଠକ

ପୁରୀ:ଆଜି ରଥଯାତ୍ରା ଶେଷ ସମନ୍ୱୟ ବୈଠକ । ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭର୍ଚୁଆଲ ମୋଡରେ ଯୋଗ ଦେଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର

ଦିଗ ବଦଳାଇଲା ବାତ୍ୟା ବିପର୍ଯ୍ୟୟ: ରଚିବ ତାଣ୍ଡବ

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ । ହେଲେ ଲ୍ୟାଣ୍ତଫଲ ପୂର୍ବରୁ ତାଣ୍ତବ ରଚିବା ଆରମ୍ଭ କଲାଣି ଏହି ବାତ୍ୟା । ମୁମ୍ବାଇରୁ କେରଳ ଉପକୂଳ

ଶକ୍ତି ମନ୍ତ୍ରୀଙ୍କ ଘର ଆଗରେ ଲଣ୍ଠନ ଓ ବିଞ୍ଚଣା ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼

ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ। ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଭୁବନେଶ୍ବର ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ। ଲଣ୍ଠନ ଓ ବିଞ୍ଚଣା ଧରି

ବରକନ୍ୟାଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସୁବର୍ଣ୍ଣପୁର: ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କୃଷିବିଜ୍ଞାନ କେନ୍ଦ୍ରଠାରେ ଭୟଙ୍କର ଦୁର୍ଘଟଣା। ବରକନ୍ୟାଙ୍କୁ ନେଇ ଫେରୁଥିବା ଗାଡ଼ି ହେଲା ଦୁର୍ଘଟଣା। ଗାଡ଼ିଟି ବଲାଙ୍ଗୀର