Browsing Category

ରାଜ୍ୟ

ରାତିରେ ଏସବୁ ଖାଉଥିଲେ ସାବଧାନ! ଫୁଡ ପଏଜନିଙ୍ଗରେ ଚାଲିଗଲା ପୁରା ପରିବାରର ଜୀବନ

ଢେଙ୍କାନାଳ: ରାତିରେ ପୁରା ପରିବାର ବେଶ ହସ ଖୁସିରେ ଖାଇକି ଶୋଇଲେ କିନ୍ତୁ କିଏ ଜାଣିଥିଲା ସେହି ରାତି ପାଲଟିଯିବ ସେମାନଙ୍କ ପାଇଁ ଶେଷ ରାତି । ଆପଣ  ଯଦି ଏପରି କିଛି ଖାଦ୍ୟ ଖାଇ ରାତିରେ…

ଆହୁରି ୫ ଦିନ କଲବଲ କରିବ ଶୀତ, ଏହି ସବୁ ସ୍ଥାନରେ ଅଧିକ ଜାଡ…

ଭୁବନେଶ୍ୱର: ଓଡ଼ିଶାରେ ଆହୁରି ୫ ଦିନ ଯାଏଁ ଘନ କୁହୁଡ଼ି ଜାରି ରହିବ। ଏନେଇ ସୋମବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼,…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ, ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ହେଉ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ (ଓଏସସିବିସି)ର ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଦେଲେ ୫୪୫ କୋଟି ଟଙ୍କାର ପ୍ରକଳ୍ପ

କୋରାପୁଟ: ୧୯୯୬ ମସିହାରୁ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ଐତିହକୁ ଉଜ୍ଜୀବିତ କରି ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ପରବ ତାର ସଫଳ ପ୍ରୟାସ ଜାରି ରଖିଛି । ସାମାଜିକ ଓ…

ପୁଣି ୨ ଟଙ୍କା ବଢ଼ିଲା ଅଣ୍ଡା ଦର, ବୃଦ୍ଧି ପଛର କାରଣ କହିଲେ ବେପାରୀ…

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ଅଣ୍ଡା ଦର । ପୂର୍ବରୁ ବଜାରରେ ୭ଟଙ୍କା ଥିବାବେଳେ, ଏବେ ଏଥିରେ ୨ଟଙ୍କା ବୃଦ୍ଧି ପାଇ ଗୋଟାକ ୯ ଟଙ୍କାରେ ମିଳୁଛି । ସେହିପରି, ଅଣ୍ଡା ଟ୍ରେ’…

ଖୁବଶୀଘ୍ର ଐତିହାସିକ ବାରବାଟୀ ଦୁର୍ଗର ହେବ ସୌନ୍ଦର୍ଯ୍ୟକରଣ…

କଟକ: ବଦଳିବ ଐତିହାସିକ ବାରବାଟୀ ଦୁର୍ଗର ରୂପରେଖ । ଏହି ଆଶାରେ ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ କରାଯିବାକୁ ଏକ ନୂଆ ଯୋଜନା ହୋଇଛି । ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ…

ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେବ କେନ୍ଦ୍ର

ଭୁବନେଶ୍ୱର: ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଇନଫୋଭ୍ୟାଲି ଠାରେ ଏକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ନିର୍ମାଣକୁ ମଞ୍ଜୁରି…

ସ୍କୁଲ ସାଇନ୍ ବୋର୍ଡ ପଡ଼ି ଜଣେ ଛାତ୍ର ମୃତ, ୨ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ଭୁଣ୍ଡୁରେ ଥିବା ଏକ ସରକାରୀ ସ୍କୁଲରେ ସାଇନବୋର୍ଡ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି।…

ଇନଭେଷ୍ଟର୍ସ ମିଟ ପାଇଁ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ

ଭୁବନେଶ୍ୱର/ହାଇଦ୍ରାବାଦ: ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ। ପ୍ରଥମ ଦିନରେ ୩୮,୭୦୦ କୋଟି ଟଙ୍କାର ନିବେଶ ସୁଯୋଗ। ସ୍ବାକ୍ଷରିତ ହୋଇଛି ୧୯ ହଜାର ୨୦୦ କୋଟି…

ଭୁବନେଶ୍ବରରୁ ପୁରୀ ଯିବା ଏବେ ଆହୁରି ସହଜ ହେବ, ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍

ଭୁବନେଶ୍ବର: ଏବେ ଅତି କମ୍ ସମୟ ଭିତରେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ । ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍‌ । ଇହା ମଧ୍ୟରେ…