Browsing Category
ରାଜ୍ୟ
ପ୍ରକାଶ ପାଇଲା ୨୦୨୬ ବର୍ଷ ପାଇଁ ସରକାରୀ ଛୁଟି ତାଲିକା, ଜାଣନ୍ତୁ କେତେଦିନ ମିଳିବ ଛୁଟି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପାକ୍ଷରୁ ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ପ୍ରକାଶ ପାଇଲା ଛୁଟି ତାଲିକା। ନିଜ କର୍ମଚାରୀଙ୍କ ପାଇଁ ସରକାରୀ ଛୁଟି ଏବଂ ଇଚ୍ଛାଧୀନ ଛୁଟି ତାଲିକା ପ୍ରକାଶ…
ଶାନ୍ତିଶୃଙ୍ଖଳା ସହ ବିପୁଳ ସଂଖ୍ୟାରେ ମତଦାନ ପାଇଁ ନୂଆପଡାବାସୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି…
ବିଜେପି ଆଦର୍ଶ ଓ ବିଚାରଧାରା ଆଧାରରେ ନିର୍ବାଚନ ଲଢିଛୁ I କଠିନ ପରିଶ୍ରମ କରିଥିବା ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସମସ୍ତ ଅଧିକାରୀ, ଗଣମାଧ୍ୟମ ଏବଂ ଦଳୀୟ…
ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ହାଇଆଲର୍ଟ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…
ଭୁବନେଶ୍ୱର: ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ଅନେକ ଲୋକଙ୍କ ଜୀବନ ଯିବା ପରେ, ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ସମସ୍ତ ପ୍ରମୁଖ ଧାର୍ମିକ ଏବଂ ରଣନୈତିକ ପ୍ରତିଷ୍ଠାନରେ ଓଡ଼ିଶା…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି
କଟକ: ଆଇନଜୀବୀ ତଥା ପିତବାସ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇଥିବାରୁ ଆଜି ହାଇକୋର୍ଟରେ ହାଜର ହୋଇ କ୍ଷମା ମାଗିଲେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ । ମାମଲାର ପର୍ଦ୍ଦାଫସ୍ ବେଳେ…
ଭୋଟ ଦେଉଛନ୍ତି ନୂଆପଡ଼ାବାସୀ, ନେତା ବାଛିବେ ଅଢେଇ ଲକ୍ଷ ଭୋଟର
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ। ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ନେତା ବାଛିବେ। ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମୋଟ୍ ୩୫୮ ମତଦାନ କେନ୍ଦ୍ରରୁ ୪୭ଟି…
ନୂଆପଡା ଉପନିର୍ବାଚନ; ଆଉ ଜଣେ ପ୍ରିଜାଇଡିଂ ଅଫିସର ନିଲମ୍ବିତ
ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ସମୟରେ ଏକ ବୁଥ୍ରେ ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜଣେ ଶିକ୍ଷକଙ୍କୁ ମଙ୍ଗଳବାର ଦିନ ଭୋଟ୍ ଗୋପନୀୟତା ଉଲ୍ଲଂଘନ…
କଲବଲ କରିବ ଶୀତ; ୨-୩°C ଖସିବ ରାତିର ତାପମାତ୍ରା
ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨-୩°C ହ୍ରାସ ପାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…
ଏହି ଦିନ ବାଲେଶ୍ୱରରେ ହେବ ‘ଏକତା ମାରାଥନ’, ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବାଲେଶ୍ବର: ଭାରତର ଲୌହ ମାନବ ଭାବରେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ନଭେମ୍ବର ୧୩ରେ ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ମହାନ ‘ଏକତା…
ଧିରେ ଧିରେ ଖସୁଛି ପାରଦ, ୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା
ଭୁବନେଶ୍ବର: ନଭେମ୍ବର ମାସ ଅଧା ହେବାକୁ ବସିଥିବା ବେଳେ ବି ଏବେ ରାଜ୍ୟରେ ଶୀତର ଲହରି ସେତେଟା ଦେଖିବାକୁ ମିଳୁନାହିଁ । ଏଥର ରାଜ୍ୟରେ ଶୀତ ବିଳମ୍ବରେ ଆସି ଜଲଦି ଚାଲିଯିବା ନେଇ ଆକଳନ କରିଛି…
ଆଜିଠୁ ୨୦୨୭ ପାଇଁ ପରୀକ୍ଷାମୂଳକ ଭାବେ ହେବ ଡିଜିଟାଲ ଜନଗଣନା
ଭୁବନେଶ୍ବର: ୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଏହି ଡିଜିଟାଲ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ…