Browsing Category

ରାଜ୍ୟ

ଧିରେ ଧିରେ ଖସୁଛି ପାରଦ, ୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା

ଭୁବନେଶ୍ବର: ନଭେମ୍ବର ମାସ ଅଧା ହେବାକୁ ବସିଥିବା ବେଳେ ବି ଏବେ ରାଜ୍ୟରେ ଶୀତର ଲହରି ସେତେଟା ଦେଖିବାକୁ ମିଳୁନାହିଁ । ଏଥର ରାଜ୍ୟରେ ଶୀତ ବିଳମ୍ବରେ ଆସି ଜଲଦି ଚାଲିଯିବା ନେଇ ଆକଳନ କରିଛି…

ଆଜିଠୁ ୨୦୨୭ ପାଇଁ ପରୀକ୍ଷାମୂଳକ ଭାବେ ହେବ ଡିଜିଟାଲ ଜନଗଣନା

ଭୁବନେଶ୍ବର: ୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଏହି ଡିଜିଟାଲ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ…

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ, ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ତେବେ ନୂଆପଡ଼ା ଉପନିର୍ବାଚନ…

ନୂଆପଡା ଉପନିର୍ବାଚନରେ ମୁତୟନ ହେବ ଭାରତୀୟ ବାୟୁସେନାର ବିମାନ

ନୂଆପଡା: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ…

ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର, ନିର୍ବାଚନୀ ମଇଦାନରେ ଅଖିଳେଶ ଯାଦବ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଆଉ ଏଥିଲାଗି ଜମୁଛି ପ୍ରଚାର। ଶେଷ ଦିନରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବ ନୂଆପଡ଼ା ଜିଲ୍ଲା ଗସ୍ତରେ…

ସୋମବାର ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ । ପାଟନାରୁ ବାହାରି ୧୧ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ଲୋକ ସେବା…

ଭୁବନେଶ୍ବରରେ ଖୁବଶୀଘ୍ର ହେବ ଗୁପଚୁପ୍ ବଜାର: ବିଏମସି ମେୟର

ଭୁବନେଶ୍ୱର: ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ନିକଟରେ ଖୁବ୍ ଶୀଘ୍ର ଏକ ସମର୍ପିତ ଗୁପଚୁପ୍ ବଜାର ପ୍ରତିଷ୍ଠା ହେବ। ଗଣମାଧ୍ୟମ ସହିତ ଆଲୋଚନା ବେଳେ ଭୁବନେଶ୍ୱର ମେୟର ସୁଲୋଚନା ଦାସ…

ରାଜ୍ୟକୁ ଉତ୍ତର ଦିଗରୁ ଆସୁଛି ଥଣ୍ଡା ପବନ: ଖସିବ ତାପମାତ୍ରା, ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ଥଣ୍ଡାରେ ଥରହର ହେଲେଣି ପଶ୍ଚିମ ଓଡ଼ିଶାବାସୀ । ଆଗକୁ ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ । ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ପବନ…

ପୁରୀ ରଥଯାତ୍ରା ଦଳାଚକଟା; ୭ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣାରେ ଓଡ଼ିଶା ସରକାର ୭ ଜଣ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ…

ମୌଳିକ ଓଡ଼ିଆ ବ୍ୟାକରଣର ପ୍ରଣୟନ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ବର: ମୌଳିକ ଓଡ଼ିଆ ବ୍ୟାକରଣର ପ୍ରଣୟନ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା। ପାଣିନି ଟ୍ରଷ୍ଟ ଓ ସାହିତ୍ୟ ଚର୍ଚ୍ଚା ପକ୍ଷରୁ ବିଭିନ୍ନ ଲେଖକ, ଗବେଷକ, ଭାଷାବିତ୍ ଓ ବୈୟାକରଣ ମାନଙ୍କଠାରୁ…