Browsing Category
ରାଜ୍ୟ
ଅବପାତ ରୂପ ନେବ ଲଘୁଚାପ, ଏହି ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ପଛକୁ ପଛ ଆସୁଛି ୩ଟି ଲଘୁଚାପ । ଗୋଟିଏ ଲଘୁଚାପ ଏବେ ସୃଷ୍ଟି ହୋଇଛି । ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ।…
ଶ୍ରୀକ୍ଷେତ୍ରରେ ଦୀପାବଳି: ପୟାଶ୍ରାଦ୍ଧ ଦେବେ ଶ୍ରଦ୍ଧାଳୁ, ଶ୍ରୀମନ୍ଦିର ସମ୍ମୁଖରେ ବଡ଼ବଡ଼ୁଆ ଡାକିବେ
ପୁରୀ: ଆଜି ଆଲୋକର ପର୍ବ ଦୀପାବଳି। ଉତ୍ସବ ମୁଖର ସାରା ସହର। ଆଜି କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବା ସହ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ(ପୟା ଶ୍ରାଦ୍ଧ) ଦେବେ ଶ୍ରଦ୍ଧାଳୁ। ସେଥିପାଇଁ…
ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର ଏହି ଜିଲ୍ଲା..
ଭୁବନେଶ୍ୱର: ଗୋଟେ ପଟେ ଦୀପାବଳି ପାଇଁ ଉତ୍ସବମୁଖର ଦେଶବାସୀ, ଅନ୍ୟପଟେ ବାୟୁ ପ୍ରଦୂଷଣ ପାଇଁ ଚିନ୍ତାରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଅନୁଗୁଳ ସହରର…
ରାଜଧାନୀରେ ସେକ୍ସ ରାକେଟ ଘର ସିଲ୍ କଲା ପୋଲିସ, ଆଉ ଜଣେ ମହିଳା ଅଟକ
ଭୁବନେଶ୍ବର: ରାଜଧାନୀରେ ଝାଡଖଣ୍ଡର ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଉ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏହା ସହିତ ସଂପୃକ୍ତ ଘରକୁ ସିଲ୍ କରିବା ସହିତ ଘର ଭିତରେ ଥିବା…
ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ; ଚାଲିଗଲା ୨ ଜୀବନ
କଟକ: ଚାରିଦିନ ତଳେ ଗାଁରେ ଦୁଇ ଜଣ ବାଣ ତିଆରି କରୁଥିବା ସମୟରେ ଅସାବଧାନତା ବଶତଃ ବାଣ ବିସ୍ପୋରଣ ହୋଇଥିଲା । ବିସ୍ଫୋରଣ ହେବା ପରେ ଦୁଇ ଜଣ ଗୁରୁତର ହୋଇଥିଲେ । ଆଜି ଚିକିତ୍ସାଧୀନ ଥିବା ଦୁଇ…
୪୭୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ…
ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ…ଚାରୋଟି ସ୍ଥାନ ହୋଇଛି ନିରୂପଣ
ପୁରୀ: ଆସନ୍ତାକାଲି ପବିତ୍ର ଦୀପାବଳି,ପୟାଶ୍ରାଦ୍ଧ । ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ । ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା…
ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ; ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ
ପୁରୀ: ପୁରୀ ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ସଦର ଥାନା ଅନ୍ତର୍ଗତ ଖଡ଼ିପଦା ଗାଁରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ୭ ଲକ୍ଷ ୭୧ ହଜାର ଟଙ୍କା…
ନୂଆପଡା ଉପନିର୍ବାଚନ; ନାମାଙ୍କନ ଭରିଲେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ
ନୂଆପଡା: ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ଆଦିବାସୀ ନେତା ଘାସିରାମ ମାଝୀ ଶନିବାର ଦିନ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ବିଜେପି…
ରଣଜୀ ଟ୍ରଫି: ବରୋଦା ନିକଟରୁ ହାରିଲା ଓଡିଶା
କଟକ: ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପରାଜୟରୁ ତାର ଅଭିଯାନ ଆରମ୍ଭ କରିଛି । ଘରୋଇ ପରିବେଶରେ ବରୋଦା ବିପକ୍ଷ ମ୍ୟାଚରେ ଓଡିଶା ୭ୱିକେଟରେ ପରାଜିତ ହେବା ପ୍ରଶଂସକଙ୍କୁ ନିରାଶ କରିଛି । ମହେଶ…