Browsing Category

ରାଜ୍ୟ

ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ; ଚାଲିଗଲା ୨ ଜୀବନ

କଟକ: ଚାରିଦିନ ତଳେ ଗାଁରେ ଦୁଇ ଜଣ ବାଣ ତିଆରି କରୁଥିବା ସମୟରେ ଅସାବଧାନତା ବଶତଃ ବାଣ ବିସ୍ପୋରଣ ହୋଇଥିଲା । ବିସ୍ଫୋରଣ ହେବା ପରେ ଦୁଇ ଜଣ ଗୁରୁତର ହୋଇଥିଲେ । ଆଜି ଚିକିତ୍ସାଧୀନ ଥିବା ଦୁଇ…

୪୭୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ…

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ…ଚାରୋଟି ସ୍ଥାନ ହୋଇଛି ନିରୂପଣ

ପୁରୀ: ଆସନ୍ତାକାଲି ପବିତ୍ର ଦୀପାବଳି,ପୟାଶ୍ରାଦ୍ଧ । ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ । ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ; ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

ପୁରୀ: ପୁରୀ ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ସଦର ଥାନା ଅନ୍ତର୍ଗତ ଖଡ଼ିପଦା ଗାଁରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ୭ ଲକ୍ଷ ୭୧ ହଜାର ଟଙ୍କା…

ନୂଆପଡା ଉପନିର୍ବାଚନ; ନାମାଙ୍କନ ଭରିଲେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ

ନୂଆପଡା: ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତଥା ବରିଷ୍ଠ ଆଦିବାସୀ ନେତା ଘାସିରାମ ମାଝୀ ଶନିବାର ଦିନ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ବିଜେପି…

ରଣଜୀ ଟ୍ରଫି: ବରୋଦା ନିକଟରୁ ହାରିଲା ଓଡିଶା

କଟକ: ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପରାଜୟରୁ ତାର ଅଭିଯାନ ଆରମ୍ଭ କରିଛି । ଘରୋଇ ପରିବେଶରେ ବରୋଦା ବିପକ୍ଷ ମ୍ୟାଚରେ ଓଡିଶା ୭ୱିକେଟରେ ପରାଜିତ ହେବା ପ୍ରଶଂସକଙ୍କୁ ନିରାଶ କରିଛି । ମହେଶ…

ଧନତେରସ ପାଇଁ ଆକାଶ ଛୁଆଁ ସୁନା ଦର, ୩ ହଜାର ବଢିଲା

ଭୁବନେଶ୍ୱର: ଧନତେରସ ପୂର୍ବରୁ ଭାରତର ସୁନା ବଜାର ଶନିବାର ଦିନ ନୂଆ ଉଚ୍ଚତା ଛୁଇଁଛି। ଏପରିକି ସୁନା ଦର ୩ ହଜାର ବଢ଼ିଥିବା ଜଣାପଡିଛି www.goodreturns.com ରିପୋର୍ଟ ଅନୁଯାୟୀ,…

ନିରାପଦ ଏବଂ ଉଜ୍ଜ୍ୱଳ ଦୀପାବଳି ପାଳନ ପାଇଁ ବୈଦ୍ୟୁତିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଟିପିସିଓଡିଏଲ୍‌ର ପରାମର୍ଶ

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଯେକୌଣସି ଦୁର୍ଘଟଣା ଏଡାଇବା ଏବଂ ସମସ୍ତଙ୍କ ପାଇଁ…

ଦୀପାବଳି ପାଇଁ ଅକ୍ଟୋବର ୨୦ରେ ସ୍କୁଲ ଓ କଲେଜ ଛୁଟି ଘୋଷଣା

ଭୁବନେଶ୍ୱର: ନୂଆପଡା ଜିଲ୍ଲା ବ୍ୟତୀତ ସାରା ରାଜ୍ୟରେ ଦୀପାବଳି ପର୍ବ ପାଇଁ ଓଡ଼ିଶା ସରକାର ଅକ୍ଟୋବର ୨୦ ତାରିଖରେ ସମସ୍ତ ସ୍କୁଲ, କଲେଜ ଏବଂ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଛୁଟି…