Browsing Category
ରାଜ୍ୟ
ଜୁଲାଇ ୧୫ ଯାଏଁ ବର୍ଷାରୁ ନାହିଁ ନିସ୍ତାର
ଭୁବନେଶ୍ୱର: ଜୁଲାଇ ୧୫ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ସହ ବଜ୍ରପାତ ଜାରି ରହିପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ସୂଚନା ଦେଇଛି।
ଗୁରୁବାର (୧୦…
ସୁସ୍ଥ ହେଲେ ନବୀନ, ଖୁବ୍ ଶୀଘ୍ର ଓଡିଶା ଫେରିବେ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆସନ୍ତା ୨-୩ ଦିନ ମଧ୍ୟରେ ସେ ଓଡ଼ିଶା ଫେରିବେ ବୋଲି ଗୁରୁବାର ଦିନ…
ଓଡ଼ିଶା ଗସ୍ତ ବେଳେ ରୁଦ୍ଧ ଦ୍ଵାର ବୈଠକ କରିବେ ରାହୁଲ
ଭୁବନେଶ୍ୱର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୁଲାଇ ୧୧ ତାରିଖରେ ଓଡ଼ିଶା ଗସ୍ତ କରିବେ। ଏହି ସମୟରେ ସେ କଂଗ୍ରେସ ଶିବିରରେ ଏକ ରୁଦ୍ଧ ଦ୍ଵାର ବୈଠକ କରିବେ ବୋଲି…
ଜୁଲାଇ ୧୪ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜୁଲାଇ ୧୪ ଓ ୧୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନରେ ମୁଖ୍ୟ…
ଘରୋଇ ପୁଞ୍ଜି ନିବେଶରେ ଦେଶରେ ୧ ନଂ ଓଡ଼ିଶା
ଭୁବନେଶ୍ୱର: ଘରୋଇ ପୁଞ୍ଜି ନିବେଶରେ ଦେଶରେ ଏକ ନମ୍ବର ଓଡ଼ିଶା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାସଲ କରିବା ଅନ୍ୟ ସବୁ ରାଜ୍ୟକୁ ଓଡ଼ିଶା ପଛରେ ପକାଇ ଏକ…
ଜେଲ୍ରୁ ବାହାରିଲେ ଜଗନ୍ନାଥ ପ୍ରଧାନ;କହିଲେ ମୋତେ ଓ ମୋ ଦଳକୁ ବଦନାମ୍…
ଭୁବନେଶ୍ବର:ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ । ଆଜି ଝାରପଡ଼ା ଜେଲ୍ରୁ ମୁକୁଳିଲେ ଜଗନ୍ନାଥ ପ୍ରଧାନ।…
ସମାଜର ଆକାଂକ୍ଷା ଏବଂ ଉର୍ଜା ଆବଶ୍ୟକତା ପୂରଣ କରିବା ଦିଗରେ ଭାରତ ଅଗ୍ରସର – ଧର୍ମେନ୍ଦ୍ର ପ୍ରଧାନ
ଆଇଆଇଟି ଦିଲ୍ଲୀରେ "ଭବିଷ୍ୟତରେ ପ୍ରସ୍ତୁତ ଉର୍ଜା ଶିକ୍ଷା ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ
*ସମାଜର ଆକାଂକ୍ଷା ଏବଂ ଉର୍ଜା ଆବଶ୍ୟକତା ପୂରଣ କରିବା ଦିଗରେ ଭାରତ ଅଗ୍ରସର -…
ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା
ସୁନ୍ଦରଗଡ଼: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ଦଣ୍ଡ ଶୁଣାଇଲେ ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ଏଥି ସହିତ କୋର୍ଟ ଦୋଷୀ କୁନା ପ୍ରଧାନଙ୍କୁ ୨୦ ହଜାର…
ହୀରାକୁଦର ଡ୍ୟାମର ୪ଟି ଗେଟ୍ ବନ୍ଦ ହେଲା
ସମ୍ବଲପୁର: ବନ୍ଦ ହେଲା ହୀରାକୁଦର ଡ୍ୟାମ୍ର ୪ଟି ଗେଟ୍ । ଉପର ମୁଣ୍ଡରେ ବନ୍ୟାଜଳ କମିବାରୁ ୪ଟି ଗେଟ୍ କୁ ବନ୍ଦ କରିଦିଆଯାଇଛି । ଏବେ ୧୬ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ । ପୂର୍ବରୁ…
ଦଳ ସରକାରଙ୍କ ସହ ଖୁୂଂଟ ଭଳି ଠିଆ ହୋଇରହିବ :ମନମୋହନ ସାମଲ
ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଲେ ମନମୋହନ ସାମଲ
ଦଳ ସରକାରଙ୍କ ସହ ଖୁୂଂଟ ଭଳି ଠିଆ ହୋଇରହିବ :ମନମୋହନ ସାମଲ
କାର୍ଯ୍ୟକର୍ତାଙ୍କ ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିପାରିଛି…