Browsing Category

Entertainment

ଅନୁଭବ ମହାନ୍ତିଙ୍କ ‘ଚାରିଧାମ’ ଟିଜର ଆଉଟ, ଏହି ଦିନ ରିଲିଜ ହେବ ଫିଲ୍ମ

ଭୁବନେଶ୍ବର: ପୁଣି ରୁପେଲି ପରଦାକୁ ନିଜର ଜଲଓ୍ବା ଦେଖେଇବାକୁ ଫେରୁଛନ୍ତି ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି । ତାଙ୍କ ଅଭିନୀତ ‘ଚାରିଧାମ’ ଫିଲ୍ମର ଟିଜର ରିଲିଜ ହୋଇଛି । ଏହା ସହ ଫିଲ୍ମଟି…

ସମ୍ପତି ପାଇଁ କୋର୍ଟରେ କରିସ୍ମା କପୁରଙ୍କ ଦୁଇ ପିଲା, ଜାଣନ୍ତୁ କଣ ରହିଛି ପୁରା ଘଟଣା…

ମୁମ୍ବାଇ: କରିସ୍ମା କପୁରଙ୍କ ଦୁଇ ସନ୍ତାନ ସମାଇରା ଏବଂ କିୟାନ୍ ସେମାନଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ସମ୍ପତ୍ତିରେ ଅଂଶ ପାଇବା ପାଇଁ ବର୍ତ୍ତମାନ୍ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ…

‘ଦ ଚେଜ୍’ ଟିଜରରେ କ୍ୟାପଟେନ୍ କୁଲଙ୍କ ଜବରଦସ୍ତ ଆକ୍ସନ; ସାଙ୍ଗରେ ଅଛନ୍ତି ଅଭିନେତା ଆର୍ ମାଧବନ..

ମୁମ୍ବାଇ: ଭାରତର ଦିଗଗଜ ପୂର୍ବତନ କ୍ରିକେଟ ଅଧିନାୟକ ଏମଏସ ଧୋନିଙ୍କ ଫ୍ୟାନମାନେ ତାଙ୍କୁ କ୍ରିକେଟ ପଡ଼ିଆରେ କିମ୍ବା ଏକ ସ୍ପଷ୍ଟ ଫଟୋସୁଟରେ ଦେଖିଛନ୍ତି । କିନ୍ତୁ ଏଥର, କ୍ୟାପଟେନ କୁଲ୍ ତାଙ୍କ…

୪୬ ବର୍ଷ ପରେ ଏକତ୍ର ଅଭିନୟ କରିବେ କମଳ ହାସନ, ରଜନୀକାନ୍ତ

ମୁମ୍ବାଇ: ଭାରତୀୟ ଫିଲ୍ମର ଦୁଇ ସୁପରଷ୍ଟାର ରଜନୀକାନ୍ତ ଓ କମଳ ହାସନ ଦୀର୍ଘ ଦିନ ପରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ପ୍ରଶଂସକମାନେ ଏହି ଖବର ଶୁଣିବା ପରେ ବେଶ ଉତ୍ସାହିତ ହୋଇ ପଡିଛନ୍ତି…

ଦବଙ୍ଗ ନିର୍ଦ୍ଦେଶକ କହିଲେ ସଲମାନ ଗୁଣ୍ଡା

ମୁମ୍ବାଇ: ସଲମାନ ଖାଁ ଅଭିନୀତ ଦବଙ୍ଗ ଫିଲ୍ମ ୧୫ ବର୍ଷ ପୂରଣ କରିବାକୁ ଯାଉଛି । ଫିଲ୍ମମେକର ଅଭିନବ କଶ୍ୟପ ଦବଙ୍ଗ ଫିଲ୍ମ ଏବଂ ସଲମାନଙ୍କୁ ନେଇ ମୁହଁ ଖୋଲିଛନ୍ତି । ଅଭିନବଙ୍କ ଏହି ଫିଲ୍ମ…

ଆଇଆଇଟି ଗ୍ରାଜୁଏଟରୁ ହରର ଫିଲ୍ମର ବାଦଶାହ

ମୁମ୍ବାଇ: ବଲିଉଡରେ ଅନେକ ଶିକ୍ଷିତ ଓ ଅଧିକ ପାଠପଢ଼ା କଳାକାର ଅଭିନୟ ନିଶାରେ ପଡି ଯାଇଛନ୍ତି । ଆର.ମାଧବନ, ସୋନୁ ସୁଦ, ତାପସୀ ପନ୍ନୁ ଓ କୃତୀ ସେନନ ଏହାର ଜ୍ୱଳନ୍ତ ଉଦାହରଣ । ତେବେ ଏମାନେ…

ପଞ୍ଜାବ ବନ୍ୟା ବିତ୍ପାତରେ ମନ ଜିଣିଲେ ଅଭିନେତା: ଅକ୍ଷୟଙ୍କ ଠାରୁ ଦିଲଜିତଙ୍କ ପର୍ଯ୍ୟନ୍ତ ବଢାଇଲେ ସାହାଯ୍ୟର ହାତ…..

ନୂଆଦିଲ୍ଲୀ: ବର୍ଷା ଏବଂ ବନ୍ୟା ବିତ୍ପାତରେ ଏବେ ବେହାଲ ଉତ୍ତର ଭାରତ । ବେଶୀ ପ୍ରଭାବିତ ହୋଇଛି ଭାରତର ପଞ୍ଜାବ ପ୍ରଦେଶ । ପଞ୍ଜାବରେ ବନ୍ୟା ହଜାର ହଜାର ଲୋକଙ୍କ ଜୀବନରେ ବିପର୍ଯ୍ୟୟ ଆଣିଛି।…

ଫିଲ୍ମ ବ୍ୟାନକୁ ନେଇ ପଶ୍ଚିମବଙ୍ଗ ଉପରେ ବର୍ଷିଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ୱାଇ: ‘ଦି ବେଙ୍ଗଲ ଫାଇଲ୍ସ’ ଫିଲ୍ମଟି ମୁକ୍ତିଲାଭ ପୂର୍ବରୁ ହିଁ ବିବାଦ ଘେରରେ ଫସି ରହିଥିଲା। ତେବେ ଏହି ଫିଲ୍ମଟି ରିଲିଜ ହୋଇଥିବା ବେଳେ ଏହାକୁ ବଙ୍ଗଳା ଭାଷାରେ ଡବିଂ ମଧ୍ୟ କରାଯାଇଛି।…

ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ, ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ

ଭୁବନେଶ୍ୱର: ୩୫ତମ ରାଜ୍ୟ ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦରଖାସ୍ତ ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରଯୋଜକମାନେ ଅକ୍ଟୋବର ୪ ତାରିଖ ସୁଦ୍ଧା…

କୋମାରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର…

କଟକ: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର…