Browsing Category

Entertainment

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ

ଭୁବନେଶ୍ବର: ପରଲୋକରେ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି । ମୁଣ୍ଡରେ ଆଘାତ ଲାଗିବା କାରଣରୁ ହଠାତ୍ ଆଜି ଆକସ୍ମିକ ଭାବେ ତାଙ୍କର ପରଲୋକ ଘଟିଛି । ସେ ପ୍ରଥମେ ଓଡ଼ିଆ ସିନେମା ‘ସମର…

କ୍ୟାରିୟରର ଶେଷ ଫିଲ୍ମ ପାଇଁ ବିଜୟ ନେଉଛନ୍ତି ୨୭୫ କୋଟି !

ଚେନ୍ନାଇ: ସାଉଥ ଅଭିନେତା ଥଲାପତି ବିଜୟ ତାଙ୍କ ଫିଲ୍ମ କ୍ୟାରିୟରର ଶେଷ ଫିଲ୍ମ କରିବାକୁ ଯାଉଛନ୍ତି । ଜନ ନାୟକନ ପରେ ସେ ଆଉ ଫିଲ୍ମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହି ଫିଲ୍ମ ପ୍ରତି…

‘ବୋଉ ବୁଟୁ ଭୂତ’ପାଇଁ ବାୟା ହେଲେ ଦର୍ଶକ, ୧୦କୋଟିରୁ ଅଧିକ ଆୟ କଲାଣି ଫିଲ୍ମ

ଭୁବନେଶ୍ବର: ଚଳିତ ବର୍ଷ ରଜ ଉପଲକ୍ଷେ ମୁକ୍ତିଲାଭ କରିଥିବା ବାବୁସାନ ମହାନ୍ତିଙ୍କ ‘ବୋଉ ବୁଟୁ ଭୂତ’ର କ୍ରେଜ କମ୍ ହେବାରେ ନାହିଁ । ରିଲିଜର ୧୧ ଦିନ ମଧ୍ୟରେ ୧୦ କୋଟି ପାର୍ କରିଛି ଫିଲ୍ମ ।…

ଆଦିବାସୀ ସମ୍ପ୍ରଦାୟ ଉପରେ ବୟାନ ଦେଇ ଫସିଲେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ବିରୋଧରେ ଆଦିବାସୀ ସମ୍ପ୍ରଦାୟକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଏସସି/ଏସଟି ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।…

ତାମିଲନାଡୁରେ ବିଜେପିର ‘ବିଜୟ’ ବ୍ଲୁପ୍ରିଣ୍ଟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ ହେବ । ଏବେଠୁ ନିର୍ବାଚନ ମୋଡରେ ରାଜନୈତିକ ଦଳ । ଶାସକ ଡିଏମକେ ୨ଶହ ସିଟ୍ ଜିତିବାକୁ ଲକ୍ଷ୍ୟ ରଖିଛି ତ ତାମିଲ ରାଜନୀତିରେ ବିଜୟର…

ସପ୍ତାହକରେ ୭କୋଟି ପାର୍ କଲା ‘ବୋଉ ବୁଟୁ ଭୂତ’

ଭୁବନେଶ୍ବର: ଚଳିତ ବର୍ଷ ରଜ ଉପଲକ୍ଷେ ମୁକ୍ତିଲାଭ କରିଥି ବାବୁସାନ ମହାନ୍ତିଙ୍କ ‘ବୋଉ ବୁଟୁ ଭୂତ’ର କ୍ରେଜ ଦେଖିବାକୁ ମିଳିଛି । ଏହି ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ୭କୋଟିରୁ ଅଧିକ ଆୟ କରିଛି…

ଭୁଲ୍ ମାଗିବା ପରେ ଦୟାଙ୍କ ଉପରୁ ନିଲମ୍ବନ ଉଠାଇଲା ଯାତ୍ରା ମାଲିକ ସଂଘ

ଭୁବନେଶ୍ବର: ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟଙ୍କ ଉପରୁ ଉଠିଲା ନିଲମ୍ବନ । ଯାତ୍ରା ମାଲିକ ସଂଘ ସଭାପତି ଓ ମାଷ୍ଟର ଆସୋସିଏସନଙ୍କୁ ଭୁଲ୍ ମାଗିବା ପରେ ଏହି ନିଲମ୍ବନ ଉଠିଛି ।…

ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଲେ ରାଣୀ ପଣ୍ଡା, ତିଆରି କଲେ ନୂଆ ଯାତ୍ରାପାର୍ଟି

ଭୁବନେଶ୍ୱର: ଅଭିନେତ୍ରୀ ରାଣୀପଣ୍ଡା ତିଆରି କଲେ ନୂଆ ଯାତ୍ରାପାର୍ଟି। ଆଜି ଏନେଇ ପ୍ରେସ୍ ମିଟ୍ କରି କହିଛନ୍ତି ରାଣୀ। ଯାତ୍ରାପାର୍ଟି କରି ରାଣୀପଣ୍ଡା ଅନେକ କଳାକାର ଓ ଟେକ୍ନିସିଆନ୍ସଙ୍କୁ…

ମୋ ଝିଅକୁ ସଞ୍ଜୟଙ୍କ ସମ୍ପତ୍ତି ଦରକାର ନାହିଁ: କରିସ୍ମାଙ୍କ ବାପା

ନୂଆଦିଲ୍ଲୀ: ମୋ ଝିଅକୁ ସଞ୍ଜୟଙ୍କ ସମ୍ପତ୍ତି ଦରକାର ନାହିଁ ବୋଲି କହିଛନ୍ତି କରିସ୍ମାଙ୍କ ବାପା ରଣଧୀର କପୁର। ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ୨୦୦୩ ମସିହାରେ ବିଜନେସ ଟାଇକୁନ୍ ସଞ୍ଜୟ…

ମାମାଲିରୁ ମଲ୍ଲିକା: ଅଭିନୟରେ ବାରିପଦା ଝିଅଙ୍କ କମାଲ୍

ଭୁବନେଶ୍ବର: ଡାକ ନାଁ ମାମାଲି, ହେଲେ ମଲ୍ଲିକା ନାଁରେ ସେ ଘରେ ଘରେ ପରିଚିତ । ଓଡିଶା ଟେଲିଭିଜନ ଜଗତର ଜଣାଶୁଣା ନାଁ ସୁଶ୍ରୀ ପଦ୍ମଜା। ବାରିପଦାର ଯୁବ କଳାକାର ମାମାଲି ଅଭିନୟକୁ ନିଜ ଜୀବନର…