Browsing Category

Entertainment

ବକ୍ସ ଅଫିସରେ ଜବରଦସ୍ତ ଇନକମ ପରେ ଏବେ ଓଟିଟିରେ ରିଲିଜ ହେବ ‘ଦେବରା’

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଷ୍ଟାରର ଫିଲ୍ମ ‘ଦେବରା: ପାର୍ଟ ୱାନ’ ବକ୍ସ ଅଫିସରେ ଭଲ ଇନକମ କରିଥିଲା । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୩୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ…

ବଲିଉଡରେ ଏଣ୍ଟ୍ରି କଲେ ରବିନା ଟଣ୍ଡନଙ୍କ ଝିଅ ରାଶା

ମୁମ୍ବାଇ: ଦୀପାବଳି ପୂର୍ବରୁ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଆଗାମୀ ଚଳଚ୍ଚିତ୍ରର ନିର୍ମାତା ‘ଆଜାଦ’ ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିଷେକ କପୁରଙ୍କ ଆକ୍ସନ୍-ଆଡଭେନଚର୍…

ନିଜ ଜନ୍ମଦିନରେ ନୂଆ ଫିଲ୍ମ ‘କିଙ୍ଗ୍’ ଘୋଷଣା କରିବେ କି ଶାହାରୁଖ ? ଅପେକ୍ଷାରେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡର ରୋମାଣ୍ଟିକ୍ ବଏ ତଥା କିଙ୍ଗ୍ ଖାନ୍‌ ଶାହାରୁଖ ଖାନଙ୍କ ଜନ୍ମଦିନକୁ କେବଳ ତାଙ୍କ ପରିବାର ନୁହେଁ ବରଂ ତାଙ୍କ ପ୍ରଶଂସକମାନେ ମଧ୍ୟ ଅପେକ୍ଷା କରିଛନ୍ତି। ଏହି କାରଣରୁ ପ୍ରତ୍ୟେକ…

ସଲମାନଙ୍କୁ ପୁଣି ହତ୍ଯା ଧମକ; ୨ କୋଟି ଦିଅ, ନଚେତ୍…

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ଯା ଧମକ ମିଳିଛି। ଧମକ ଅଭିନେତା 2 କୋଟି ଟଙ୍କା ମୁକ୍ତି ଦାବି କରିଛନ୍ତି। ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସକୁ ଏକ ମେସେଜ ପଠାଇଥିବା…

ଚର୍ଚ୍ଚାରେ ଲାଗିଲା ବିରାମ: ଏକା ଥିବା କହିଲେ ଅଭିନେତା ଅର୍ଜୁନ

ମୁମ୍ବାଇ; ରିଲିଜ ହେବାକୁ ଥିବା ଚଳଚ୍ଚିତ୍ର ‘ସିଙ୍ଘମ ଏଗେନ’କୁ ନେଇ ଏବେ ଚର୍ଚ୍ଚାରେ ଅଭିନେତା ଅର୍ଜୁନ କପୁର l ‘ସିଙ୍ଘମ ଏଗେନ’ ର ପୁରା ଟିମ୍ ଆଜିକାଲି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି l…

ଲିଙ୍ଗରାଜ ମନ୍ଦିର ପରିସରରେ ଶିଳ୍ପାଙ୍କ ଫଟୋ ପ୍ରସଙ୍ଗ: ଗୁରୁତର ତ୍ରୁଟି ବୋଲି କହିଲେ ବିଧାୟକ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପରିସରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଭାଇରାଲ ପ୍ରସଙ୍ଗ l ଏହା ଗୁରୁତର ତ୍ରୁଟି ବୋଲି କହିଲେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ l ଯେଉଁମାନେ ନିୟମ…

୩୦ ବର୍ଷ ପରେ କମ୍ ବ୍ୟାକ୍: ପୁଣି ସିନେମା ହଲରେ ‘କରନ ଅର୍ଜୁନ୍’

ମୁମ୍ବାଇ: ପୁଣି ସିନେମା ହଲକୁ ଆସିବାକୁ ଯାଉଛି ୧୯୯୫ର ବ୍ଲକ ବଷ୍ଟର, ଦୁଇ ଖାନ୍ ଭାଇଙ୍କ ସୁପରହିଟ୍ ଯୋଡି କରନ- ଅର୍ଜୁନ୍ । ପୁଣି ମୁକ୍ତିଲାଭ କରିବାକୁ ଯାଉଛି ଶାହାରୁଖ ଖାନ୍, ସଲମାନ ଖାନଙ୍କ…

ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲା: ରିୟାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ସିବିଆଇର ଲୁକ୍ ଆଉଟ୍ ସର୍କୁଲାର ନୋଟିସକୁ ରଦ୍ଦ…

‘ମୁସଲମାନମାନଙ୍କୁ ଭଲ ଚରିତ୍ରରେ ଦେଖାଯାଇ, ପଣ୍ଡିତମାନଙ୍କୁ ପରିହାସ କରାଯାଉଛି’

ମୁମ୍ବାଇ: ଭାରତରେ ‘ଚକ୍ ଦେ! ‘ଇଣ୍ଡିଆ’ ଏକ ବହୁତ ଲୋକପ୍ରିୟ ଚଳଚ୍ଚିତ୍ର ଅଟେ । ଲୋକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରୁଥିବାବେଳେ ଏହାକୁ ସମାଲୋଚକମାନେ ମଧ୍ୟ ପ୍ରଶଂସା କରିଥିଲେ ।…

ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ବଞ୍ଚନ୍ତୁ ଯେପରିକି ଏହା ଆପଣଙ୍କର ଶେଷ ଦିନ: ହିନା

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରୀରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଥିବା ହିନା ଖାନ ଆଜିକାଲି କ୍ୟାନ୍ସର ରୋଗ ସହ ଲଢୁଛନ୍ତି । ତେବେ ଅଭିନେତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ସମୟ । କିଛି ଦିନ…