Browsing Category
Entertainment
ଆରମ୍ଭ ହେଲା ରାଘବ ଚଢ଼ା ଓ ପରିଣିତିଙ୍କ ବିବାହ ରୀତିନୀତି, କାଲି ବାହାଘର
ଆଉ ମାତ୍ର ଗୋଟେ ଦିନ l କାଲି ଦୁଇ ଯୋଡି ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ ନେତା ରାଘବ ଚଢା ବିବାହର ପବିତ୍ର ବନ୍ଧନ ରେ ଯୋଡି ହେବାକୁ ଯାଉଛନ୍ତି l ଉଭୟଙ୍କ ବିବାହ କାର୍ଯ୍ୟ ରାଜସ୍ଥାନର!-->…
ପରିଣୀତି ଚୋପ୍ରାଙ୍କ ବିବାହ ଉତ୍ସବରେ ସାମିଲ ହେବେନି ପ୍ରିୟଙ୍କା
ମୁମ୍ବାଇ: ବଲିଉଡ ନାୟିକା ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ବାହାଘର ଆଗାମୀ ୨୪ ତାରିଖରେ ଅନୁଷ୍ଠିତ ହେଉଛି। ଏଥିଲାଗି ସନ୍ଧ୍ୟାରେ ରିସେପସନ୍ ପାର୍ଟି ମଧ୍ୟ!-->…
ଅକ୍ଷୟ କୁମାରଙ୍କ ଏହି ଫିଲ୍ମରେ ରହିଛି ଭାରିମାତ୍ରାରେ VFX
ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି ‘ମିଶନ୍ ରାନିଗଞ୍ଜ: ଦି ଗ୍ରେଟ୍ ଭରତ ଉଦ୍ଧାର’ । ଏହି ଚଳଚ୍ଚିତ୍ରରେ ମଧ୍ୟ ଅକ୍ଷୟଙ୍କ ପୂର୍ବ ଚଳଚ୍ଚିତ୍ର ‘ହାଉସଫୁଲ୍ ୪’ ଏବଂ ‘ରୋବଟ୍ ୨.୦’ ପରି!-->…
ଆସନ୍ତାକାଲି କ୍ୟାବିନେଟ ବୈଠକ: କ’ଣ ହେବ ଆଲୋଚନାର?
ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାଲି ସଂଧ୍ୟାରେ ବସିବ ଏହି ବୈଠକ । ଆଗକୁ!-->…
ସାଇ ପଲ୍ଲବୀଙ୍କ ସହ ଡେବ୍ୟୁ କରିବେ ଅମୀର ଖାନଙ୍କ ପୁଅ
ବର୍ତ୍ତମାନ ବଲିଉଡରେ ସମସ୍ତ ଷ୍ଟାର କିଡ ପ୍ରବେଶ କରିବାର ପ୍ରଥା ଚାଲିଛି l ତେବେ ଏହି ପରିପ୍ରେକ୍ଷୀରେ ଖବର ଆସିଛି କି ଅମୀର ଖାନଙ୍କ ପୁଅ ଜୁନେଦ ଖାନ ମଧ୍ୟ ଖୁବ୍ ଶୀଘ୍ର ସିଲଭର ସ୍କ୍ରିନ୍ରେ!-->…
ଅମୀର ଖାନଙ୍କ ଘରେ ବାଜିବ ସେହେନାଇଁ…
ଆମୀର ଖାନଙ୍କ ଝିଅ ଆୟରା ଖାନ ବଲିଉଡରେ ପ୍ରବେଶ କରିନାହାଁନ୍ତି କିନ୍ତୁ ସେ ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ l ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ଆୟରାଙ୍କୁ ଅନୁସରଣ କରନ୍ତି ।
ଆୟରା!-->!-->!-->…
ଆସିଲା ‘ପୁଷ୍ପା ୨-ଦ ରୁଲ୍’ ର ରିଲିଜ ତାରିଖ
ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨-ଦ ରୁଲ୍’ର ରିଲିଜ୍ ତାରିଖ ଶେଷରେ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରଟି ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏନେଇ ନିକଟରେ!-->…
ଯବାନର ଯାଦୁ : ତିନି ଦିନରେ ରୋଜଗାର କଲା ୨୦୦ କୋଟି
ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ଫିଲ୍ମ ‘ଯବାନ’ ପ୍ରେକ୍ଷାଳୟରେ ଧମାଲ ସୃଷ୍ଟି କରୁଛି। ଚଳଚ୍ଚିତ୍ରଟି ରିଲିଜ ହେବା ମାତ୍ରେ ବକ୍ସ ଅଫିସକୁ କାବୁ କରିଥିଲା ଏବଂ ଖୁବ ଜୋରରେ ରୋଜଗାର!-->…
ଓଟିଟି ପ୍ଲାଟ୍ଫର୍ମରେ ହେବ ରିଲିଜ୍ : ‘ଯବାନ’
ନୂଆଦିଲ୍ଲୀ: ଗତ ୭ ତାରିଖରେ ସୁପର୍ଷ୍ଟାର୍ ଶାହରୁଖ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯବାନ’ ରିଲିଜ୍ ହୋଇଯାଇଛି। ଫିଲ୍ମଟି ରିଲିଜ୍ ହେବା ପରେ ତାହାକୁ ଖୁବ୍ ଭଲପାଇବା!-->…
ରାଜନୀତିକୁ ଓଲ୍ହାଇବେ ସାମନ୍ଥା
ହାଇଦ୍ରାବାଦ : ଦକ୍ଷିଣ ଭାରତୀୟ ସିନେମାର ଗ୍ଲାମରର୍ସ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜର ଦମ୍ଦାର ଅଭିନୟ ପାଇଁ ବେଶ ଲୋକପ୍ରିୟତା ସାଉଁଟିଛନ୍ତି। ସାମନ୍ଥା ଉଭୟ ରିଲ ଓ ରିଅଲ ଲାଇଫକୁ ନେଇ!-->…