Browsing Category

Health & Beauty

ଡରାଇଲାଣି ଜଳବାୟୁ ପରିବର୍ତ୍ତନ, ୧୩ରୁ ସିଧା ୨୩କୁ ଖସିଲା ଭାରତ…

ନୂଆଦିଲ୍ଲୀ: ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନରେ ଭାରତ ୧୩ତମ ସ୍ଥାନରୁ ଖସି ସିଧା ୨୩ ତମ ସ୍ଥାନରେ ପହଞ୍ଚିଛି। ଭାରତ ସର୍ବଶେଷ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କରେ ୧୩…

ଶିଶୁଭବନରେ କାର୍ଯ୍ୟକାରୀ ହେବ ପେଡିଆଟ୍ରିକ୍‌ ଆନାସ୍ଥେସିଆ ୟୁନିଟ୍

ଭୁବନେଶ୍ୱର: ଏଣିକି ଆନାସ୍ଥେସିଆ ଡାକ୍ତରଙ୍କ ପାଇଁ କଟକ ବଡ଼ ଡାକ୍ତରଖାନା ଉପରେ ଶିଶୁଭବନ କର୍ତ୍ତୃପକ୍ଷ ନିର୍ଭର କରିବେ ନାହିଁ। ଶିଶୁଭବନରେ କାର୍ଯ୍ୟକାରୀ ହେବ ପେଡିଆଟ୍ରିକ୍‌ ଆନାସ୍ଥେସିଆ…

ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା; ଗୁଜରାଟର ଭକ୍ତ ଅଟକ

ପୁରୀ:ଶ୍ରୀମନ୍ଦିର ଭିତରୁ ପୁଣି ଜବତ ହେଲା ସ୍ପାଏ କ୍ୟାମେରା । କୀର୍ତ୍ତନଚକଡ଼ା ନିକଟରୁ ଧରାପଡ଼ିଲା ହିଡେନ୍‌ କ୍ୟାମେରା । ଆଜି ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ କରିବା ସହ ଜଣକୁ ଅଟକ…

ସିଙ୍ଗଡ଼ା, ଜିଲାପି ସ୍ବାସ୍ଥ୍ୟ ପ୍ରତି ହାନିକାରକ; ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କିଛିଦିନ ତଳେ ସିଙ୍ଗଡ଼ା, ଜିଲାପି ଏବଂ ମିଠା ଭଳି ଖାଦ୍ୟ ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଯାହା ପରେ ସରକାର ଭାରତୀୟ…

ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ

ଭୁବନେଶ୍ଵର: ଆସନ୍ତା ୧୧ ତାରିଖରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହେବ । କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କଟକ ବାଲିଯାତ୍ରା ପଡିଆରେ ଏହି ଆୟୁଷ୍ମାନ…

ତିନି ବର୍ଷରେ 3 ଲକ୍ଷ ଲୋକଙ୍କୁ କ୍ୟାନସର, ଋଷରୁ ଆସୁଛି ଟିକା !

ନୂଆଦିଲ୍ଲୀ: ଭାରତରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୨ ମସିହାରେ କ୍ୟାନସରର ଆନୁମାନିକ ମାମଲା ସଂଖ୍ୟା ୧୪,୬୧,୪୨୭ ଥିବା ବେଳେ, ୨୦୨୩ରେ ଏହା ୧୪,୯୬,୯୭୨କୁ ଏବଂ…

କ’ଣ ସିଗାରେଟ୍ ପିଇବା ଦ୍ବାରା ମାନସିକ ଚାପ ହ୍ରାସ ହୋଇଥାଏ? ଜାଣନ୍ତୁ…

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଜୀବନଶୈଳୀ, ଅଫିସ ଚାପ ଏବଂ ବ୍ୟକ୍ତିଗତ ଜୀବନରେ ସମସ୍ୟା ଯୋଗୁଁ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହେଉଛି । ଅଫିସରେ କାମ କରୁଥିବା ଅନେକ…

ନନ୍ଦା ଏବଂ ନନ୍ଦିନୀଙ୍କ ସହ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜା ଅର୍ଚ୍ଚନା ପରେ ଗୃହ ପ୍ରବେଶ…

ସିଗାରେଟ ଟାଣୁ ନଥିବା ବ୍ୟକ୍ତିଙ୍କ ଠାରେ ଫୁସଫୁସ କର୍କଟ ଦ୍ରୁତ ଗତିରେ ବଢିବାରେ ଲାଗିଛି :ରିପୋର୍ଟ

ନୂଆଦିଲ୍ଲୀ: ଆପଣ ସିଗାରେଟ୍,ହୁକା କିମ୍ବା ବିଡି ଧୂମପାନ କରନ୍ତି ନାହିଁ, ହେଲେ ବି ଆପଣ ଫୁସଫୁସ କର୍କଟର ଶିକାର ହୋଇପାରନ୍ତି । ଧୂମପାନ କରୁଥିବା ଲୋକଙ୍କଠାରେ ସାଧାରଣତଃ ଫୁସଫୁସ କର୍କଟ ରୋଗ…

ଜିବିଏସକୁ ନେଇ ଓଡ଼ିଶାକୁ ସତର୍କ ଘଣ୍ଟି

ଭୁବନେଶ୍ୱର: ଦେଶରେ ସ୍ଥିତି ସଂଗୀନ କଲାଣି ଆଉ ଏକ ମାରାତ୍ମକ ଭୂତାଣୁ। ଏହା ଗୁଲେନବାରି ସିଣ୍ଡ୍ରମ। ଯାହା ଜଳ ବହିତ। ଏଥିରେ ରୋଗୀ ଦୁର୍ବଳ ହେବା ସହ ପକ୍ଷାଘାତ (paralysis) ହୋଇଯାଉଛି।…