Browsing Category

business

ମାସ ଆରମ୍ଭରୁ ମହଙ୍ଗା ମାଡ; ଟ୍ରେନ୍ ଟିକଟ ଠାରୁ ଆରମ୍ଭ କରି ୟୁପିଆଇ, ବଦଳୁଛି ଏହି ୭ ନିୟମ…..

ନୂଆଦିଲ୍ଲୀ: ପ୍ରତିମାସ ଭଳି ଏହି ମାସ ଆରମ୍ଭରୁ ବି କିଛିଟା କ୍ଷେତ୍ରରେ ବିଭିନ୍ନ ନିୟମ ପରିବର୍ତ୍ତନ ହୋବୁ ଯାଉଛି । ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବାକୁ ଯାଉଛି । ଆଜିଠୁ…

ଧନତେରାସ ପୂର୍ବରୁ ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର

ନୂଆଦିଲ୍ଲୀ: ସମସ୍ତ ରେକର୍ଡ ଭାଙ୍ଗିଲା ସୁନା ଦର । ଆଜି ସୁନା ଦର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କାରେ ପହଞ୍ଚିଛି । କ୍ରମାଗତ ଅଳଙ୍କାର କ୍ରୟ ହେତୁ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ବୁଧବାର ୧୦…

ବେଜୁବାନଙ୍କ ମନ ପଢିପାରୁଥିଲେ: ‘ଟିଟୋ’ ପାଇଁ ବ୍ରିଟେନ ପୁରସ୍କାରକୁ ବି ତୁଚ୍ଛ କରିଥିଲେ

ମୁମ୍ବାଇ: ଶିଳ୍ପ ଜଗତର ଏମିତି ଏକ ଅମୂଲ୍ୟ ମଣିଷ ରତନ ଟାଟା, ଯାହାଙ୍କ ବିଷୟରେ ଜାଣିବା ପରେ ସତରେ ଜଣେ ଅବାକ୍ ହୋଇଯିବ । ଏକ ନିଷ୍କପଟ ମଣିଷ, ଯାହାଙ୍କ ଠାରେ କେବଳ ପ୍ରେମ, ଅନାବିଳ ସ୍ନେହ ଓ…

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ…

ନିବେଶକଙ୍କୁ ନିମନ୍ତ୍ରଣ: ‘ଶିଳ୍ପ ହବ୍ ହେବ ଓଡିଶା’

ଭୁବନେଶ୍ବର: ପୁଣି ଅଗ୍ରଗତି ପଥରେ ଆଗେଇବ ଓଡିଶା । ଦେଶ ବିଦେଶ ସବୁଠି ଶିଖର ଛୁଇଁବ । ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରି ନିବେଶକଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି…

ଗ୍ରାହକଙ୍କୁ ଝଟକା: ପୁଣି ବଢ଼ିଲା ଏଲପିଜି ଗ୍ୟାସ୍‌ ଦର

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଝଟକା। ମାସ ଆରମ୍ଭରୁ ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର। ୧୯ କେଜି ସିଲିଣ୍ଡର ଦର ୪୮ ଟଙ୍କା ୫୦ ପଇସା ବଢ଼ିଲା। ଆଜି ଠାରୁ ଦେଶରେ ବର୍ଦ୍ଧିତ ଦର ଲାଗୁ…

ଅନଲାଇନରୁ ଅର୍ଡର କରିଥିଲେ ଆଇଫୋନ୍, ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା

ଲକ୍ଷ୍ନୌ: ଅନଲାଇନରୁ ଆଇଫୋନ୍ ଅର୍ଡର କରିଥିବା ଜଣେ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାହକ ଜଣକ କ୍ୟାସ୍ ଅନ୍ ଡେଲିଭରି ଜରିଆରେ…

ଚାଇନା ବନାମ ଦେଶୀ ରସୁଣ: ହାଇକୋର୍ଟରେ ପହଁଚିଲା ମାମଲା

ଲକ୍ଷ୍ନୌ: ସାଧାରଣତଃ ଚାଇନା ଜିନିଷକୁ ନେଇ ଭାରତରେ ମୋଦୀ ସରକାର ବେଳେ ବିରୋଧାଭାସ ଦେଖିବାକୁ ମିଳିଛି। ବୟକଟ୍ ଚାଇନା ନାରା ଦେଇ ସ୍ୱଦେଶୀ ଖେଳଣାଠୁ ଆରମ୍ଭ କରି ଯୁଦ୍ଧାସ୍ତ୍ର ଉପରେ ମୋଦୀ…

ପକେଟକୁ ସୁହାଇବ ତେଲ ଦର, ନିଆଯାଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ଅହେତୁକ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ଦର। ଏହି ମୂଲ୍ୟକୁ ନେଇ ଦେଶର ସାଧାରଣ ଜନତା ଖୁସି ନୁହଁନ୍ତି । ଅପରପକ୍ଷରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ହେବ ବୋଲି…

ଆଳୁ ପରେ ବଢିଲା ପିଆଜ ଦର; ଜାଣନ୍ତୁ ରାଜଧାନୀରେ କେତେ ରହିଛି…

ଭୁବନେଶ୍ୱର: ପୁଣି ରାଜ୍ୟରେ ଉପରମୁହାଁ ହୋଇଛି ପିଆଜ ଦର । ସାରା ରାଜ୍ୟର ବିଭିନ୍ନ ସହରରେ ବଢିଛି ପିଆଜ ଦର । ତେବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପିଆଜ ଦର କିଲୋ ପ୍ରତି ୭୦ ଟଙ୍କାରେ…