Browsing Category
education
ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
କଟକ: ଚଳିତ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ମେ ମାସ ଶେଷ ଆଡ଼କୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ…
ପ୍ରକାଶ ପାଇଲା ଆଇସିଏସ୍ଇର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ
ଭୁବନେଶ୍ବର: ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ । cisce.org ଏବଂ results.cisce.org ଓ୍ବେବସାଇଟ୍ରେ ରେଜଲ୍ଟ ଉପଲବ୍ଧ । ଛାତ୍ରୀଛାତ୍ରୀ ଓ୍ବେବସାଇଟ୍ରେ…
ଘୁଂଚିଲା ୟୁଜିସି-ନେଟ୍ ପରୀକ୍ଷା ତାରିଖ
ନୂଆଦିଲ୍ଲୀ: ୟୁଜିସିର ଚେୟାରମ୍ୟାନ୍ ୟୁଜିସି-ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ କରିଛନ୍ତି । ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ପରିବର୍ତ୍ତେ ଜୁନ ୧୮ ରେ ଅନୁଷ୍ଠିତ ହେବ। ୟୁଜିସି ଚେୟାରମ୍ୟାନ୍…
ମେ’ ୬ ରୁ ଓଜେଇଇ, ଜାଣନ୍ତୁ କେବେଠୁ ମିଳିବ ଆଡମିଟ୍ କାର୍ଡ
ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ର ଛାତ୍ରଛାତ୍ରୀ ଆସନ୍ତା ୨୭ ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ସୂଚୀ ପ୍ରକାଶ…
ଅନୁଗୋଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’, କେନ୍ଦ୍ରୀୟ ବିଦ୍ୟାଳୟ -୨ ଓ ଜନ ଶିକ୍ଷଣ ସଂସ୍ଥାନ ଲୋକାର୍ପିତ
ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ - ଧର୍ମେନ୍ଦ୍ର ପ୍ରଧାନ
• ରାଣିଗୋଡାରେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୂତନ ଭବନ ଶିକ୍ଷାର ନୂଆ ପରିଭାଷା ତିଆରି କରିବ• ଶିମିଳିପଡା!-->!-->!-->…
ମାର୍ଚ୍ଚ ୧୦ ତାରିଖକୁ ବୃଦ୍ଧି ହେଲା ଇଗ୍ନୋର ନାମଲେଖା ଅବଧି
ଭୁବନେଶ୍ୱର: ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜାନୁଆରୀ ୨୦୨୪ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଚଳିତ ମାସ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ!-->…
ସୁରୁଖୁରୁରେ ପରୀକ୍ଷା ଦେଉଛନ୍ତି +2 କଳା, ବାଣିଜ୍ୟ ଛାତ୍ର ଛାତ୍ରୀ
ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ +୨ ପରୀକ୍ଷା। ଶୁକ୍ରବାର ପ୍ରଥମ ଦିନରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି।!-->…
Budget 2024: ୩କୋଟି ମହିଳା ପାଇବେ ‘ଲକ୍ଷପତି ଦିଦି’ ମାନ୍ୟତା
ନୂଆଦିଲ୍ଲୀ,୧।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ ୩ କୋଟି ମହିଳା ସରକାରଙ୍କ ‘ଲକ୍ଷପତି ଦିଦି ଯୋଜନା’ର ଲାଭ ପାଇବେ। ଏଥିପାଇଁ!-->…
ଡାକ୍ତରୀ ଛାତ୍ରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ !
ନୂଆଦିଲ୍ଲୀ: ଏଲୋପାଥି ଡାକ୍ତରୀ ଛାତ୍ର ତୁଳନାରେ ଆୟୁର୍ବେଦ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳିବନି ଛାତ୍ରବୃତ୍ତି। ଏକ ପିଟିସନର ଶୁଣାଣି କରି ଏପରି କହିଛନ୍ତି। ଜଷ୍ଟିସ ବିଆର ଗୱାଇ ଓ ଜଷ୍ଟିସ!-->…
ରାଗିଙ୍ଗକୁ ନେଇ ୟୁଜିସିର କଡ଼ା ପଦକ୍ଷେପ
ଭୁବନେଶ୍ବର: ରାଗିଙ୍ଗ ବିରୋଧରେ ଆହୁରି ସଶକ୍ତ ନିୟମ ଆଣିଲା ୟୁଜିସି । ବାରମ୍ବାର ରାଗିଙ୍ଗ ଅଭିଯୋଗ ଆସିଲେ ଦାୟୀ ରହିବ କଲେଜ ଓ ବିଶ୍ଵବିଦ୍ୟାଳୟ । ୟୁଜିସି ସବୁବେଳେ ରାଗିଙ୍ଗକୁ ନେଇ ସକ୍ରିୟ!-->…