Browsing Category

education

ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର: ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ନାଲସାର, ହାଇଦ୍ରାବାଦ ଦଳକୁ ବିଜୟୀ ଘୋଷଣା କରାଯିବା ସହ ୨ ଲକ୍ଷ ଟଙ୍କାର ନଗଦ…

ଏଣିକି ଶନିବାର ସାଢ଼େ ୧୨ଟା ପୂର୍ବରୁ ସ୍କୁଲ୍ ବନ୍ଦ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ଖୋର୍ଦ୍ଧା: ଦିନ ୧୧ ନୁହଁ ଏବେ ସାଢେ ୧୨ଟା ପର୍ଯ୍ୟାନ୍ତ ଖୋଲା ରହିବ ସ୍କୁଲ । ବେଗୁନିଆ ବ୍ଳକର ବିଭିନ୍ନ ପ୍ରାଥମିକ ସ୍କୁଲ ଗୁଡିକ ପୂର୍ବୂରୁ ଶନିବାର ଦିନ ୧୧ଟା ସୁଦ୍ଧା ଛୁଟି ହେଉଯାଉଥିଲା ।…

ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଯାଏଁ ‘ସ୍ୱଚ୍ଛୋତ୍ସବ’ ପାଳନ ନେଇ ୟୁଏଲବି ମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ମାନଙ୍କୁ “ସ୍ୱଚ୍ଛୋତ୍ସବ” ଭାବନା ସହିତ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨…

ବାଣୀବିହାର ବନ୍ଦ ଡ଼ାକରା: ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବା ନେଇ ଚାପା ଉତ୍ତେଜନା

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ।…

ଅଣଛାତ୍ରଙ୍କୁ ହଟାଇ ୩ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍‌ କଲେ ବାଣୀବିହାର କର୍ତ୍ତୃପକ୍ଷ

ଭୁବନେଶ୍ବର: ଆକ୍ସନ ମୋଡ୍‌ରେ ବାଣୀବିହାର କର୍ତ୍ତୃପକ୍ଷ । ଅଣଛାତ୍ରଙ୍କୁ ହଟାଇ ୩ ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍‌ କଲେ । ମରାମତି କରି ଛାତ୍ରଙ୍କୁ ଆଲଟମେଣ୍ଟ କରାଯିବ କହିଲେ । ୨ନଂ…

ସ୍କିମାଟିକ୍ ଶିକ୍ଷକଙ୍କୁ ‘ନିୟମିତ ଶିକ୍ଷକ’ ଭାବେ ନିଯୁକ୍ତି ଘୋଷଣା; ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…

ଭୁବନେଶ୍ୱର: ୨୦୨୫ରେ ନିଯୁକ୍ତି ପାଇଥିବା ରାଜ୍ୟର ୧୩ ହଜାରରୁ ଉର୍ଦ୍ଧ୍ୱ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ ‘ନିୟମିତ ଶିକ୍ଷକ’ ଭାବେ ନିଯୁକ୍ତି ଦେବାପାଇଁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ…

ଏବେ ସବୁ ଅଙ୍ଗନବାଡି ସ୍କୁଲ୍‌ରେ ସାମିଲ୍‌ ସମ୍ଭବ ନୁହେଁ: ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ୍‌ରେ ଅଙ୍ଗନବାଡି ସାମିଲ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଛନ୍ତି ପ୍ରତିକ୍ରିୟା। ମନ୍ତ୍ରୀ କହିଛନ୍ତି, ‘ଶିଶୁବାଟିକା ୩କୁ ସ୍କୁଲ୍‌ରେ ସାମିଲ କରାଯାଇଛି। ଏବେ ବି…

କିଟରେ ୩୧ତମ ରାଜ୍ୟ ଏସଏନଏଆଇ ଦ୍ୱିବାର୍ଷିକ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଷ୍ଟୁଡ଼େଣ୍ଟ ନର୍ସେସ୍‍ ଆସୋସିଏସନ ଅଫ୍‍ ଇଣ୍ଡିଆ(ଏସ୍‍ଏନ୍‍ଏଆଇ) ଓଡ଼ିଶା ରାଜ୍ୟ ଶାଖାର ୩୧ତମ ଦ୍ୱିବାର୍ଷିକ ସମ୍ମିଳନୀ ରବିବାର ଉଦ୍‍ଯାପିତ ହୋଇଯାଇଛି।…

ଏନସିଇଆରଟି ଭାରତର ଶିକ୍ଷା କ୍ଷେତ୍ରର ମଜଭୂତ୍ ସ୍ତମ୍ଭ – ଧର୍ମେନ୍ଦ୍ର ପ୍ରଧାନ

ଏନସିଇଆରଟିର ୬୫ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ *ଏନସିଇଆରଟି ଭାରତର ଶିକ୍ଷା କ୍ଷେତ୍ରର ମଜଭୂତ୍ ସ୍ତମ୍ଭ - ଧର୍ମେନ୍ଦ୍ର ପ୍ରଧାନ* • ‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ…

ଏଣିକି ସରକାରୀ ବସରେ ମାଗଣା ଯିବେ ଛାତ୍ରଛାତ୍ରୀ: ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବଡ଼ ଘୋଷଣା । ଏବେ ସରକାରୀ ବସ୍‌ରେ ମାଗଣା ସ୍କୁଲ୍ ଯାଇପାରିବେ ଛାତ୍ରଛାତ୍ରୀ । ନିଜର ପରିଚୟପତ୍ର ଦେଖାଇ ମାଗଣାରେ ସ୍କୁଲ୍…