Browsing Category
Uncategorized
ଆଜି ରାଜ୍ୟ କ୍ୟାବିନେଟ୍, ଏହିସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ମଂଜୁରୀ
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ l ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ।…
ଭାରତୀୟଙ୍କୁ ତୁରନ୍ତ ଲେବାନନ୍ ଛାଡିବାକୁ ପରାମର୍ଶ ଦେଲେ ଦୂତାବାସ
ନୂଆଦିଲ୍ଲୀ: ନାଗରିକମାନଙ୍କୁ ଲେବାନନ ଛାଡିବାକୁ ଅନୁରୋଧ କରିଛି ଭାରତ। ଇସ୍ରାଏଲ ଲେବାନନରେ ହିଜବୁଲ ଉପରେ ଆକ୍ରମଣ ଜାରି ରଖିଛି।
ରିପୋର୍ଟ ଅନୁଯାୟୀ, ଆଇଡିଏଫ୍ (ଇସ୍ରାଏଲ୍ ପ୍ରତିରକ୍ଷା…
୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା
ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୧ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ସୋମବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- କଟକ,…
ସାଇବର ଠକଙ୍କ ଠାରୁ ସତର୍କ ରହିବାକୁ ଟିପିଏସ୍ଓଡିଏଲର ପରାମର୍ଶ
ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ସାଇବର ଅପରାଧୀଙ୍କ ଠକାମୀରୁ ବଞ୍ଚିବା ପାଇଁ ଉପଭୋକ୍ତାଙ୍କ…
ରଙ୍ଗ ବଦଳିଲା…ଏଥର ଓମଫେଡ୍
ଭୁବନେଶ୍ବର: ଆଳୁ, ପିଆଜ, ରସୁଣ ପରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର । ଗେରୁଆ ରଙ୍ଗର କ୍ଷୀର ପ୍ୟାକେଟ୍ ମାର୍କେଟକୁ ଆସିଥିବା ବେଳେ ପ୍ୟାକେଟ୍ ପିଛା ୨ଟଙ୍କା ବଢାଇଛନ୍ତି ସରକାର । ରେଟ୍ ବଢିଥିବା…
ଚାଷୀଙ୍କ ସମେତ ଓଡ଼ିଶାର ସବୁ ବର୍ଗର ଉନ୍ନତି ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ‘ସିଏମ-କିଷାନ ଯୋଜନା’ ଓ କୃଷିଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ
• ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସିଏମ- କିଷାନ ଯୋଜନାର ପ୍ରଥମ କିସ୍ତିରେ ପ୍ରାୟ ୪୬ ଲକ୍ଷ…
ନୂଆଁଖାଇ’ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ଜୀବନଧାରାର ଉଜ୍ଜ୍ୱଳ ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରବାସୀଙ୍କ ସହ ‘ନୂଆଁଖାଇ’ ପାଳିଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ମା’ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବା ସହ ନବାନ୍ନ ଖାଇଲେ
• ନନ୍ଦପଡ଼ାରେ ଅବସରପ୍ରାପ୍ତ…
ଇଡି ହରଡଘଣାରେ ଆଉ ଜଣେ ଆପ୍ ନେତା
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଆଉ ଜଣେ ନେତାଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ –ଇଡି । ଦିଲ୍ଲୀ ଓଖଲା ବିଧାୟକ ଅମାନତୁହ୍ଲା ଖାନଙ୍କୁ ଦିଲ୍ଲୀ ୱାକଫ୍ ବୋର୍ଡ ସହ ଜଡିତ ମନି…
କାଳ ହେଲା କାଳବୈଶାଖୀ , ବଜ୍ରାଘାତରେ ୨୦ ଗୋରୁ ମୃତ
ଗୁଣୁପୁର: କାଳ ହେଲା କାଳବୈଶାଖୀ । କାଳବୈଶାଖୀର ପ୍ରକୋପରେ ବଜ୍ରାଘାତ ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଢେପଗାଁ ଗ୍ରାମରେ ୨୦ଟି ଗୋରୁଙ୍କ ମୃତ୍ୟୁ…
ମୁଁ ୨୭ ବର୍ଷ ହେବ ବିଜେଡିର ସଭାପତି ଅଛି ଓ ରହିବି, ମୋ ପରେ ବି ଦଳ ଲୋକଙ୍କ ପାଇଁ କାମ କରିବ : ନବୀନ
ଅନ୍ୟପଟେ ନବୀନ ପୂର୍ବରୁ ନିଜ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିତ କରିବେ ବୋଲି କହିସାରିଥିଲେ ମଧ୍ୟ ବିରୋଧୀ ଏହାକୁ ନେଇ କହୁଥିବା ମିଥ୍ୟା ଅପପ୍ରଚାରକୁ ନେଇ ମୁହଁ ଖୋଲିଛନ୍ତି। ନବୀନ କହିଛନ୍ତି…