Browsing Category

WEATHER

ରାତି ସୁଦ୍ଧା କଟକ ସମେତ ଏସବୁ ସ୍ଥାନରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ରାତି ୭.୩୦ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଏବଂ କଟକ ସମେତ ବିଭିନ୍ନ ଜିଲ୍ଲା ପାଇଁ ରେଡ୍, ଅରେଞ୍ଜ ଏବଂ ୟେଲୋ ସତର୍କତା ଜାରି…

ଓଡ଼ିଶାରେ ଗରମ ସାଙ୍ଗକୁ ବର୍ଷା ଓ ଘଡ଼ଘଡ଼ିର ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାରେ ଗରମ ବଢୁଛି। ଝାରସୁଗୁଡ଼ାରେ ସୋମବାର ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ ହୋଇଛି। ସମ୍ବଲପୁରରେ ୩୯.୮, ରାଉରକେଲାରେ ୩୯ ଓ ହୀରାକୁଦରେ ୩୮.୮ ଡିଗ୍ରୀ…

ତାତିରୁ ମିଳିବ ଆଶ୍ବସ୍ତି; ଏପ୍ରିଲ ୨ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ବସ୍ତି। ଏପ୍ରିଲ ୨ରୁ ଓଡ଼ିଶାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏପ୍ରିଲ ୨ରେ…

ପୁଣି ବଢିଲା ତାତି, ଝାରସୁଗୁଡ଼ାରେ ୪୨ .୨ ଡିଗ୍ରୀ ରେକର୍ଡ

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର। ଆକାଶରୁ ଯେପରି ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ ପୋଡ଼ି ଯାଉଛି । ଆଉ ଏପରି ଅବସ୍ଥାରେ…

ସିଝୁଛି ପଶ୍ଚିମ ଓଡିଶା, ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ର ୩୭.୮ ରେକର୍ଡ

ଭୁବନେଶ୍ଵର: କଲବଲ କରୁଛି ତାତି । ତାଉ ଖରାରେ ସିଝୁଛି ସମଗ୍ର ପଶ୍ଚିମ ଓଡ଼ିଶା । ଉପକୂଳରୁ ଉପାନ୍ତ ଅଞ୍ଚଳରେ ପ୍ରବଳ ତାତି । ଗତ ତିନି ଚାରି ଦିନ ହେଲାଣି ଯେମିତି ନିଆଁ ବର୍ଷା ହେଉଛି । ରାଜ୍ୟର…

ହୋଲିରେ ଅଗ୍ନିବର୍ଷା: ସାଢ଼େ ୧୧ଟା ସୁଦ୍ଧା ୩୭ ଡେଇଁଲାଣି ତାପମାତ୍ରା

ଭୁବନେଶ୍ୱର: ହୋଲିରେ କଲବଲ କରୁଛି ତାତି। ପ୍ରଚଣ୍ଡ ଅଗ୍ନିବର୍ଷା। ଆସନ୍ତାକାଲି ଯାଏ ତାତିରୁ ନିସ୍ତାର ନାହିଁ। ସେପଟେ ଜଳୁଛି ପଶ୍ଚିମ ଓଡ଼ିଶା, କାଲିଠୁ ତାତି ଆଜି ଆହୁରି ଅଧିକ। ଦିନ ସାଢ଼େ…

ପ୍ରଚଣ୍ଡ ରୌଦ୍ର ତାପ: ଏହି ୬ ଜିଲ୍ଲାକୁ ସତର୍କ ଜାରି….

ଭୁବନେଶ୍ବର: ଜଳିବ ଓଡିଶା । ଆହୁରି ୩ ଡିଗ୍ରୀରୁ ୫ ଡିଗ୍ରୀ ବଢିବ ତାପମାତ୍ରା । ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଇଲା ଏସଆରସିଙ୍କ ଅଫିସ୍‌ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ…

ଭୟଙ୍କର ଗରମ ସାଙ୍ଗକୁ ଲୁ’…୧୨୫ ବର୍ଷର ରେକର୍ଡ ଭାଙ୍ଗିବ ୨୫!

ନୂଆଦିଲ୍ଲୀ: ଏବେଠୁ ଡରାଇଲାଣି ତାତି । ମାସ ଆରମ୍ଭରୁ ହିଁ ଗରମ ପାରଦ ଡେଇଁଲାଣି । ତେବେ ମାର୍ଚ୍ଚ ମାସ ଆରମ୍ଭ ହେବା ସହିତ ଶୀତ ଋତୁ ସରିଥିବା ବେଳେ ପଶ୍ଚିମ ବାୟୁ ସକ୍ରିୟ ଥିବାରୁ ଥଣ୍ଡା…

ଉପରମୁହାଁ ପାରଦ, ୩୫ ଡିଗ୍ରୀ ଛୁଇଁଲା ଭୁବନେଶ୍ଵର ତାତି

ଭୁବନେଶ୍ଵର: ଦିନକୁ ଦିନ ଉପରମୁହାଁ ହେଲାଣି ପାରଦ । ଚଳିତବର୍ଷ ପ୍ରଥମଥର ପାଇଁ ଭୁବନେଶ୍ଵର ତାତି ୩୫ ଡିଗ୍ରୀ ଟପିଛି । ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ସର୍ବାଧିକ ୩୫.୬…

ଆରମ୍ଭରୁ ଅସମ୍ଭାଳ: ୩୭ ଡିଗ୍ରୀ ଡେଇଁଲା ଝାରସୁଗୁଡା

ଭୁବନେଶ୍ବର: ମାର୍ଚ୍ଚ ତାତି ଜଳାଇବ ବୋଲି ପୂର୍ବରୁ ଆଇଏମଡି ସତର୍କ କରିଥିବା ବେଳେ ଦିନକ ଭିତରେ ଏବେ ଅସମ୍ଭାଳ କଲାଣି ତାତି । ୩୭ ଡିଗ୍ରୀ ଟପି ଏବେ କଲବଲ କରୁଛି ସବୁଠୁ ଉତ୍ତପ୍ତ ସହର…