Browsing Category

WEATHER

ଧିରେ ଧିରେ ଖସୁଛି ପାରଦ, ୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା

ଭୁବନେଶ୍ବର: ନଭେମ୍ବର ମାସ ଅଧା ହେବାକୁ ବସିଥିବା ବେଳେ ବି ଏବେ ରାଜ୍ୟରେ ଶୀତର ଲହରି ସେତେଟା ଦେଖିବାକୁ ମିଳୁନାହିଁ । ଏଥର ରାଜ୍ୟରେ ଶୀତ ବିଳମ୍ବରେ ଆସି ଜଲଦି ଚାଲିଯିବା ନେଇ ଆକଳନ କରିଛି…

ରାଜ୍ୟକୁ ଉତ୍ତର ଦିଗରୁ ଆସୁଛି ଥଣ୍ଡା ପବନ: ଖସିବ ତାପମାତ୍ରା, ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ଥଣ୍ଡାରେ ଥରହର ହେଲେଣି ପଶ୍ଚିମ ଓଡ଼ିଶାବାସୀ । ଆଗକୁ ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ । ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ପବନ…

ରାଜ୍ୟରେ ପହିଲି ଶୀତ, ଆଗାମୀ ଦୁଇ ଦିନ ମଧ୍ୟରେ ଥରିବ ଓଡିଶା

ଭୁବନେଶ୍ୱର: ବାତ୍ୟାର ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ…

ଖସୁଛି ପାରଦ;ରାତ୍ରି ତାପମାତ୍ର ୩ରୁ ୪ ଡିଗ୍ରୀ କମିବ

ଭୁବନେଶ୍ବର:ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ପ୍ରବଳ ଥଣ୍ଡା । ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ…

ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ, ଆସନ୍ତାକାଲିଠୁ ୮ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ

ଭୁବନେଶ୍ୱର: ବାତ୍ୟା ମୋନ୍ଥା ପରେ ବଦଳୁଛି ଓଡିଶାର ପାଗ । ସୋମବାର ଦକ୍ଷିଣ ଉପକୂଳ ଓଡ଼ିଶା ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା…

‘ଚାଲିଛି ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ, ଖୁବଶୀଘ୍ର ମିଳିବ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି’

ଭୁବନେଶ୍ବର: ଚାଲିଯାଇଛି ବାତ୍ୟା ମୋନ୍ଥା, ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଫସଲ କ୍ଷୟକ୍ଷତି ଘଟାଇଛି । ପଶ୍ଚିମରୁ ଦକ୍ଷିଣ ଓ ଉତ୍ତରରୁ ଉପକୂଳ ଓଡ଼ିଶା, ସବୁଆଡ଼େ ପ୍ରଭାବିତ ହୋଇଛି ଧାନ ଚାଷ…

ଆସନ୍ତା ୩୧ ଯାଏଁ ପର୍ଯ୍ୟଟକଙ୍କୁ ସମୁଦ୍ର ଓ ପାହାଡିଆ ଅଞ୍ଚଳରେ ଭ୍ରମଣ ପାଇଁ ନିଷେଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବାତ୍ୟା ମୋନ୍ଥାର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଛନ୍ତି। ପ୍ରତ୍ୟେକ ବିପର୍ଯ୍ୟୟରେ ଜିରୋ କାଜୁଆଲ୍‌ଟିକୁ ଗୁରୁତ୍ୱ…

ଭୟଙ୍କର ହେଉଛି ବାତ୍ୟା ‘ମୋନ୍ଥା’: ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିକୁ ଯିବା ନେଇ ଲାଗିଲା କଟକଣା

ପୁରୀ: ବାତ୍ୟା ମୋନ୍ଥାକୁ ନେଇ ହାଇ ଆଲର୍ଟରେ ପୁରୀ ଜିଲ୍ଲା ପ୍ରଶାସନ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିକୁ ଯିବା ନେଇ ଲାଗିଲା କଟକଣା । ବାତ୍ୟା ପ୍ରଭାବ ରେ ଅଶାନ୍ତ ରହିଛି…

ଭୀଷଣ ବାତ୍ୟାର ରୂପ ନେଲା “ମୋନ୍ଥା”, ୧୫ କିଲୋମିଟର ବେଗରେ ମାଡି ଆସୁଛି, ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବ…

ନୂଆଦିଲ୍ଲୀ: ଭୀଷଣ ବାତ୍ୟାର ରୂପ ନେଲା ମୋନ୍ଥା । ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁଉଛି ବାତ୍ୟା । ସନ୍ଧ୍ୟାରେ ଆନ୍ଧ୍ରରେ…

ଲ୍ୟାଣ୍ଡଫଲ୍‌ ବେଳେ ଭୀଷଣ ବାତ୍ୟା, ଓଡ଼ିଶାରେ ପହଞ୍ଚିଲା ବେଳେ ଦୁର୍ବଳ: ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ବର: ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା(Cyclonic Storm “Montha” )। ସମୁଦ୍ର ଭିତରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆସନ୍ତା ୨୮ ତାରିଖ ରାତି ସୁଦ୍ଧା ବାତ୍ୟା ସ୍ଥଳଭାଗ…