ଆସନ୍ତାକାଲି ବନକଲାଗି ନୀତି; ୫ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ହେବ ଶ୍ରୀମନ୍ଦିରରେ ବନକଲାଗି ନୀତି । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତ ମହାପାତ୍ର ସେବାୟତ । ଏଥିଲାଗି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ…

୩୩ ତମ ଏକଲବ୍ୟ ପୁରସ୍କାର-୨୦୨୫ ନିମନ୍ତେ ଦରଖାସ୍ତ ଆହ୍ବାନ

ଭୁବନେଶ୍ୱର: ଇମ୍ଫା ଗ୍ରୁପ୍ ଦ୍ଵାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍’ (ଇମ୍ପାକ୍ଟ) ତରଫରୁ ସମ୍ମାନଜନକ ୩୩ ତମ ଏକଲବ୍ୟ ପୁରସ୍କାର ୨୦୨୫’ ନିମନ୍ତେ…

ସୁନା ହଜିଯିବା କାହିଁକି ଅଶୁଭ? ଜାଣନ୍ତୁ କାରଣ ?

ଭୁବନେଶ୍ୱର:  ହିନ୍ଦୁ ଧର୍ମରେ ସୁନା କେବଳ ଏକ ଧାତୁ ନୁହେଁ, ବରଂ ଏହା ପବିତ୍ରତା, ସମ୍ପଦ ଓ ଆଧ୍ୟାତ୍ମିକ ଶକ୍ତିର ଏକ ଜୀବନ୍ତ ପ୍ରତୀକ। ଦେବୀ ଲକ୍ଷ୍ମୀଙ୍କ ସହ ଜଡ଼ିତ ଏହି ଧାତୁ…

୨୦୨୪-୨୫ ଆର୍ଥିକ ବର୍ଷରେ ୨୫୯.୨୫୪ ନିୟୁତ ଟନର ରେକର୍ଡ ପଣ୍ୟ ବୋଝେଇ ହାସଲ…

ଭୁବନେଶ୍ୱର: ଆର୍ଥିକ ବର୍ଷ ମଧ୍ୟରେ ପୂର୍ବତଟ ରେଳପଥ ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନର ପରିଚାଳନା କରିଛି। ଯେଉଁଥିରେ ୧୫୩.୨୭୧ ନିୟୁତ ଟନ୍ କୋଇଲା, ଇସ୍ପାତ…

ମନମାନି କରୁଛି ଟାଟା ପାୱାର, ବିନା ନୋଟିସରେ କାଟୁଛି ଲାଇନ୍

ବିନିକା: ମନମାନି କରୁଛି ଟାଟା ପାୱାର୍ । ବିନା ନୋଟିସରେ କାଟୁଛି ବିଦ୍ୟୁତ ସଂଯୋଗ । ଟଙ୍କା ନେବା ସମୟ ହେବା ପୂର୍ବରୁ ଆସିଯାଉଛି ବିଲ୍ ମାତ୍ର ବିଦ୍ୟୁତ ସଂଯୋଗରେ ଢିଲା । ମନମାନି…

ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ରାଷ୍ଟ୍ରୀୟ ନବ ବର୍ଷ ; ସମୃଦ୍ଧି, ଅଭିବୃଦ୍ଧି, ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବାର ପ୍ରତୀକ- ଧର୍ମେନ୍ଦ୍ର ପ୍ରଧାନ • ‘ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି, ସମ୍ବଲପୁର’ ଦ୍ୱାରା…

ଅନ୍ତ୍ୟୋଦୟ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯୋଗ୍ୟ…

ତାତିରୁ ମିଳିବ ଆଶ୍ବସ୍ତି; ଏପ୍ରିଲ ୨ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ବସ୍ତି। ଏପ୍ରିଲ ୨ରୁ ଓଡ଼ିଶାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।…

୧୩ ହଜାରରୁ ଅଧିକ ଆର୍ଦ୍ରଭୂମିର ଆରମ୍ଭ ହୋଇଛି ସୀମା ନିର୍ଦ୍ଧାରଣ

ଭୁବନେଶ୍ବର: ଓଡ଼ିଶା ସରକାର ରାଜ୍ୟର ୧୩,୦୦୦ ରୁ ଅଧିକ ଆର୍ଦ୍ରଭୂମିର ପ୍ରଭାବଶାଳୀ ସଂରକ୍ଷଣ ପାଇଁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି

ଭୁବନେଶ୍ବର: ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି…