ଏପ୍ରିଲ ୭ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୭ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ…

ପରଲୋକରେ ବଲିଉଡ୍‌ ଅଭିନେତା ମନୋଜ କୁମାର

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ମନୋଜ କୁମାରଙ୍କ ପରଲୋକ। ମନୋଜ କୁମାର ତଥା ଭରତ କୁମାରଙ୍କ ପରଲୋକ ହୋଇଛି। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।…

କନ୍ନଡ ଅଭିନେତ୍ରୀଙ୍କ ସୁନା ଚୋରା ଚାଲାଣ ମାମଲା, ଛାଡ଼ପତ୍ର ଆବେଦନ କଲେ…

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ଏକ ହାଇପ୍ରୋଫାଇଲ୍ ସୁନା ଚୋରା ଚାଲାଣ ମାମଲାରେ ଗିରଫ ହେବା ପରେ ଏବେ ବି ଚର୍ଚ୍ଚାରେ ଅଛନ୍ତି। ଏହି ବିବାଦ ମଧ୍ୟରେ, ତାଙ୍କ ସ୍ୱାମୀ…

ଜାତୀୟ ଖୋ ଖୋ ଚାମ୍ପିୟନଶିପ: ଓଡିଶା ମହିଳା ଦଳକୁ ରୌପ୍ୟ

ପୁରୀ: ୫୭ତମ ଜାତୀୟ ସିନିୟର ଖୋ ଖୋ ଚାମ୍ପିୟନଶିପରେ ଓଡିଶା ମହିଳା ଦଳ ପ୍ରଭାବୀ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି । ପୁରୀରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ମେଗା…

ପୁଣି ଫ୍ଲପ୍ ମାରିଲେ ପନ୍ତ, ଏଲଏସଜି ମାଲିକ ଖପ୍ପା!

ମୁମ୍ବାଇ: ରିଷଭ ପନ୍ତ ଓ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ (ଏଲଏସଜି) ଚଳିତ ଆଇପିଏଲ ସିଜନରେ ଦର୍ଶକଙ୍କ ଆଶା ପୂରଣ କରିପାରି ନାହାନ୍ତି। ଚାରୋଟି ମ୍ୟାଚ୍ ଖେଳିସାରିଥିବା ଏଲଏସଜିର ଅଧିନାୟକ…

‘ଗଣମାଧ୍ୟମରେ ଦେଇଥିବା ମିଥ୍ୟା ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା…

ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସିରେ ଟଙ୍କା ହେରଫେର ଘଟଣାରେ ଗିରଫ ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ଅଭିଯୋଗକୁ ଖଣ୍ଡନ କଲା ବିଜେପି । ବିଜେପି ମୁଖ୍ୟ…

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ବର୍ଗଙ୍କୁ ମିଳିବ ଚାକିରି!

ଭୁବନେଶ୍ୱର:  ଓଡ଼ିଶା ସରକାର ଶୁକ୍ରବାର ଦିନ ରାଜ୍ୟରେ ‘ଅନୁକମ୍ପା ନିଯୁକ୍ତି’ ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁସାରେ, ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ…

ବିଜେଡିର ଆଭିମୁଖ୍ୟ ନେଇ ନବୀନଙ୍କୁ ଘେରିଲେ ବରିଷ୍ଠ ନେତା, ସୁପ୍ରିମୋ…

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ଦିନ ନିଜର ଧର୍ମନିରପେକ୍ଷ ନୀତି ପ୍ରତି ପୁନର୍ବାର ପ୍ରତିଶ୍ରୁତି ଦେଇଛି। ଏହି କଥା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ…

ନବୀନ ନିବାସରେ ରୋଚକ ଦୃଶ୍ୟ, ଭିତିରି ଖେଳ ବୁଝି ପାରିଲେନି ନେତା?

ଭୁବନେଶ୍ୱର: ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭାରେ ପାରିତ ହୋଇଯାଇଛି ୱାକଫ (ସଂଶୋଧନ) ବିଲ୍ ୨୦୨୫ । ବିଜେପି ପାଖରେ ସଂଖ୍ୟା ବଳ ଥିବାରୁ ଏହି ବିଲକୁ ସହଜରେ ପାରିତ କରାଇବାରେ…

ତାମିଲନାଡୁ ବିଜେପିରେ ବଡ଼ ପରିବର୍ତ୍ତନ, ଆନ୍ନାମଲାଇ ଛାଡ଼ିଲେ ସଭାପତି ପଦ

ଚେନ୍ନାଇ: ତାମିଲନାଡୁରେ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ହଲଚଲ ବଢ଼ିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ତାମିଲନାଡୁ ସଭାପତି ଏ. ଏନ୍. ଆନ୍ନାମଲାଇ ନିଜ ପଦରୁ…