ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ମୋଦୀ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆ…

ଖୁବ ଶୀଘ୍ର ପୁରଣ ହେବ ବିଶ୍ଵ ବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ଶିକ୍ଷକ…

ଭୁବନେଶ୍ଵର: ରାଜ୍ୟର ବିଶ୍ଵ ବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟପାଳ ତଥା ବିଶ୍ଵ ବିଦ୍ୟାଳୟ ସମୂହର କୁଳାଧିପତି ରଘୁବର…

ଆସିଲା ଆଜ୍ଞାମାଳ, ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର

ପୁରୀ: ଆଜି ପୁରୀ ଉପରେ ସମସ୍ତଙ୍କ ନଜର । ବହୁ ପ୍ରତୀକ୍ଷାର ଆଜି ଶେଷ ଦିନ  । ଶେଷରେ ବହୁ ବର୍ଷ ପରେ ଆଜି ଖୋଲୁଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏଥିପାଇଁ ଆଜ୍ଞାମାଳ ବିଜେ…

‘ଟ୍ରେଜେରୀରେ ଅଛି ଚାବି, ଦିନ ୧ଟା ୨୮ରେ ଖୋଲିବ ରତ୍ନ ଭଣ୍ଡାର’

ପୁରୀ: ଖୋଲିବ ରତ୍ନ ଭଣ୍ଡାର । ଏହା ପୂର୍ବରୁ ସରିଛି ରତ୍ନ ଭଣ୍ଡାର ଯାଞ୍ଚ କମିଟି ବୈଠକ । ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇସାରିଛି । ଏବେ…

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ; ତେଜିଲେଣି ବିରୋଧୀ, କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅ ଲଲିତ କୁମାର ଏଏସଓଙ୍କୁ ମାଡ ମାରିବା ଅଭିଯୋଗରେ ଥାନାରେ ମାମଲା ରୁଜ୍ଜୁ ହେବା ପରେ ବି ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନି ପ୍ରଶାସନ ।…

ସମୀର ଦେ ‘ଫାଓ’ ର ନୂଆ ସଭାପତି

ଭୁବନେଶ୍ବର: ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ସଭାପତି ହେଲେ ସମୀର ଦେ । କୌଣସି ପ୍ରତିଦ୍ବନ୍ଦି ନଥିବାରୁ ନିର୍ବାଚନ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଦେ ।…

ୱିମ୍ବେଲଡନ ଟେନିସ: ଫାଇନାଲରେ ଜୋକୋଭିଚ-ଆଲାକାରାଜ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସରେ ସର୍ବିୟାର ନୋଭାକ ଜୋକୋଭିଚ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସର ଟାଇଟଲ ମୁକାବିଲାରେ ଏହି ପୂର୍ବତନ…

କିଛି ପ୍ରତିଶ୍ରୁତି ଜନ୍ମ ଜନ୍ମର; ଏକ ହେଲେ ଅନନ୍ତ- ରାଧିକା

ମୁମ୍ବାଇ: କିଛି ପ୍ରତିଶ୍ରୁତି ଜନ୍ମ ଜନ୍ମର । ୨୦୧୭ରେ ଦୁହେଁ ଦୁହିଁଙ୍କୁ ଦେଇଥିବା ପ୍ରତିଶ୍ରୁତି ଗତକାଲି ଆଉ ଏକ ନୂଆ ଆଖ୍ୟା ପାଇଛି । ହିନ୍ଦୁ ରୀତିନୀତି ଅନୁସାରେ ରାଧିକାଙ୍କ ହାତ…

‘ଭୋକରେ ଥିଲେ ବଡଠାକୁର, ନେତ୍ର ବି ପାଇନଥିଲେ’, ବଡ ବୟାନ ଦେଲେ…

ପୁରୀ: ଗୁଣ୍ଡିଚା ବିଜେ ପହଣ୍ଡି ବେଳେ ବଡଠାକୁର ଚାରମାଳରୁ ପଡିଯିବା ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି । ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନଭାବ ଓ ଅଣସେବାୟତଙ୍କ…

୧୪ ରେ ଖୋଲିପାରେ ରତ୍ନ ଭଣ୍ଡାର, ଏନେଇ ଆଜି ଆସିବ ଏସଓପି

ପୁରୀ:୧୪ ତାରିଖ ଅର୍ଥାତ୍ ଆସନ୍ତାକାଲି ଖୋଲିପାରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏନେଇ ପ୍ରାୟ ଚୂଡାନ୍ତ ନିଷ୍ପତ୍ତି ହୋଇସାରିଛି । ତେବେ ଏହା କେମିତି ଖୋଲିବ, କିଏ କିଏ ଏହି…