ଫିଲ୍ମ ଏବଂ ଟିଭି ସିରିଏଲରେ ଶିଖ ବିବାହ ଦୃଶ୍ୟ ଆଉ ଦେଖିବାକୁ ମିଳିବନି

ଅମ୍ରିତସର: ଫିଲ୍ମ ଏବଂ ଟିଭି ସିରିଏଲରେ ଶିଖ ବିବାହ ଦୃଶ୍ୟ ଆଉ ଦେଖାଯିବ ନାହିଁ। ଖୁବ୍ ଶୀଘ୍ର ଏନେଇ ଫରମାନ ଜାରି ହୋଇପାରେ।ମୋହାଲିରେ ସିରିଏଲ ସୁଟିଂ ସମୟରେ ହୋଇଥିଲା ବିବାଦ।…

ଫସିଯିବେ ଅଭିନେତ୍ରୀ ରିୟା ଦେ !

ଭୁବନେଶ୍ବର: ବଢିଲା ଜଣାଶୁଣା ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ । ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ରିୟା ଓ ତାଙ୍କ…

ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି: ପହଣ୍ଡି ଅଘଟଣ ଯେପରି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପହଣ୍ଡି ଅଘଟଣ ଯେପରି ପୁନରାବୃତ୍ତି ନହେବ, ସେନେଇ ସୁନିଶ୍ଚିତ କରିବାକୁ ଅନୁରୋଧ କଲେ…

ଜୟନାରାୟଣଙ୍କୁ କେମିତି ମନାଇବ ବିଜେପି ?

ଭୁବନେଶ୍ବର: ବିଜେପି ବିରୋଧୀ ସିଟରେ ଥିବା ବେଲେ ଗର୍ଜୁଥିଲେ ଜୟନାରାୟଣ । କଥା କଥାରେ ବିଜେଡି ସରକାର ଓ ଭିକେ ପାଣ୍ଡିଆନଙ୍କୁ ଦେଉଥିଲେ କଡା ଟକ୍କର । ବିରୋଧୀ ଦଳ ନେତା ଭାବେ…

ହ୍ୟୁମାନ ସାଗର ବିବାଦରେ ମନୋଜ ମିଶ୍ର ଟୁଇଷ୍ଟ

ଭୁବନେଶ୍ବର: ହ୍ୟୁମାନ ସାଗର ବିବାଦରେ ନୂଆ ଟୁଇଷ୍ଟ। ଜଗନ୍ନାଥ ଭଜନକୁ ପରିହାସ କରି ଗାଇବାକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି ।…

ଚାଲିଥିଲା ପ୍ରୋସେସନ, ବରର ବାପାଙ୍କ ଉପରେ ଚଢ଼ିଗଲା ବରଯାତ୍ରୀ ବସ୍

ନରସିଂହପୁର: ବାହାଘର ପ୍ରୋସେସନରେ ଅଘଟଣ। ପୁଅ ବାହାଘର ପ୍ରୋସେସନ୍‌ରେ ଚାଲିଗଲା ବାପାର ଜୀବନ। ପ୍ରୋସେସନ୍‌ ବେଳେ ବରଯାତ୍ରୀ ବସ୍ ଧକ୍କାରେ ବରର ବାପା ମୃତ।ନରସିଂହପୁର ଥାନା…

କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି: ଗଜପତି

ପୁରୀ: ବଡ଼ଠାକୁର ପଡ଼ିଯିବା ଘଟଣା। ପରିଚାଳନା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି । କାଲିର ଘଟଣାରୁ ଯାହା ଶିଖିବା…

ପ୍ରଭୁ ବଳଭଦ୍ରଙ୍କ ପଡ଼ିଯିବା ଘଟଣା: ୩ଜଣିଆ କମିଟି ଗଠନ, ନିଲାଦ୍ରିବିଜେର…

ପୁରୀ: ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ କେବେ ଖୋଲିବ ସେନେଇ ସରକାର…

ପୁଅ ପାଇଁ ପଦବୀ ହରାଇଲେ ଶିବସେନା ନେତା

ମୁମ୍ବାଇ: ପୁଅ ପାଇଁ ପଦବୀ ହରାଇଲେ ଶିବସେନା ନେତା। ୱର୍ଲି ‘ହିଟ୍ ଆଣ୍ଡ ରନ୍’ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ମଙ୍ଗଳବାର ଗିରଫ କରିଥିଲା ପୋଲିସ। ଶିବସେନା ନେତା ରାଜେଶ…

ପହଣ୍ଡି ବେଳର ଅଘଟଣକୁ ନେଇ ବଡ ବୟାନ ଦେଲେ ଆଇନ ମନ୍ତ୍ରୀ

ପୁରୀ: ମଙ୍ଗଳବାର ପହଣ୍ଡିବେଳେ ଚାରମାଳରୁ ଖସିପଡିଥିଲେ ମହାପ୍ରଭୁ ବଳଭଦ୍ର । ଯାହାକୁ ନେଇ ବଡ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି,…