ବଦଳିବ କି ଟ୍ରେଣ୍ଡ! ମୋଦୀଙ୍କୁ କଡ଼ା ଟକ୍କର ଦେଉଛନ୍ତି ଅଜୟ ରାୟ

ନୂଆଦିଲ୍ଲୀ: ସାରା ଦେଶର ନଜର ଆଜି ଭୋଟ ଗଣତି ଉପରେ। ଏହାରି ଭିତରେ ବିଜେପି ପାଇଁ ସବୁଠାରୁ ବଡ ଝଟକା ଉତ୍ତରପ୍ରଦେଶର ବାରାଣସୀ ଆସନରୁ ଆସିପାରେ। କଂଗ୍ରେସ ବାରାଣସୀ ଆସନରୁ…

ଆଉ ମାତ୍ର କିଛି ସମୟର ଅପେକ୍ଷା, ଖୋଲିବ ପ୍ରର୍ଥୀଙ୍କ ଭାଗ୍ୟ ପେଡି

ଭୁବନେଶ୍ଵର: ସମସ୍ତ ପ୍ରତୀକ୍ଷାରେ ପଡିବ ପୂର୍ଣ୍ଣଚ୍ଛେଦ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଖୋଲିବ ଇଭିଏମ ପେଡି । ତା ସହ ଖୋଲିବ ପ୍ରାର୍ଥୀ ମାନଙ୍କ ଭାଗ୍ୟର ଚାବି । କିଏ ପିନ୍ଧିବ…

ସରିଲା ୨୪ ନିର୍ବାଚନ, ଭାଙ୍ଗିଲା ୧୯ ବିଧାନସଭା

ଭୁବନେଶ୍ବର: ସରିଯାଇଛି ୨୪ ବିଧାନସଭା । ଆସନ୍ତାକାଲି ଖୋଲିବ ସିଲ୍ ହୋଇଥିବା ଭାଗ୍ୟ । ଏହାରି ଭିତରେ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଧାନସଭା ନିର୍ବାଚନ…

ତାଜ ଏକ୍ସପ୍ରେସରେ ଭୟଙ୍କର ନିଆଁ; ହୁତୁହୁତୁ ହୋଇ ଜଳିଗଲା ୪ ବଗି

ନୂଆଦିଲ୍ଲୀ: ତାଜ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ । ଏକ୍ସପ୍ରେସର ୪ଟି ବଗିରେ ଭୀଷଣ ନିଆଁ ଲାଗିବା ଯୋଗୁଁ ବଗି ଗୁଡିକ ସମ୍ପୂର୍ଣ୍ଣ ପୋଡି ଜଳି ପୋଉଁଶ ହୋଇଯାଇଛି । ଖବରପାଇ…

ମତଦାନକୁ ନେଇ ବିଶ୍ବରେ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ: ସରିଯାଇଛି ଗଣତନ୍ତ୍ରର ମହାପର୍ବ । ଆସନ୍ତାକାଲି ବାହାରିବ ପରିଣାମ । ଏହାରି ଭିତରେ ପ୍ରେସମିଟ କରିଛନ୍ତି ଭାରତୀୟ ନିର୍ବାଚନ ଏହି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନ…

ଏକଜିଟ୍ ପୋଲକୁ ନେଇ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା; କହିଲେ, ଜୁନ୍ ୪ କୁ…

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୪ ରେ ଆସିବ ନିର୍ବାଚନ ଫଳାଫଳ । କିଏ ଗଢିବ ସରକାର ତାହା କାଲି ହେବ ସ୍ପଷ୍ଟ । ସମଗ୍ର ଦେଶରେ ଏକଜିଟ୍ ପୋଲ କୁ ନେଇ ଜୋର ଧରିଛି ଚର୍ଚ୍ଚା ।…

ରାହୁଲଙ୍କୁ ଝଟକା; ଓ୍ବାୟନାଡରେ ୨୦୧୯ ତୁଳନାରେ କମ୍ ଲୋକ ଦେଇଛନ୍ତି ଭୋଟ୍

ନୂଆଦିଲ୍ଲୀ: ଏକଜିଟ୍ ପୋଲ ଆକଳନକୁ ନେଇ ଏବେ ଦେଶରେ ହଇଚଇ ସୃଷ୍ଟି ହୋଇଛି । ତେବେ କେରଳର ଓ୍ବାୟନାଡ ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ୨୦୧୯ ତୁଳନାରେ…

ଏକ୍ସିଟ ପୋଲର ପ୍ରଭାବ, ରେକର୍ଡ ଭାଙ୍ଗିଲା ଷ୍ଟକ ମାର୍କେଟ

ନୂଆଦିଲ୍ଲୀ: ଗୋଟେ ପଟେ ଏକ୍ସିଟ ପୋଲ ପାଇଁ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଏବେ ରେକର୍ଡ ପାର କରିଛି ଷ୍ଟକ ମାର୍କେଟ । ଏକ୍ସିଟ ପୋଲରେ…

ମୋଦୀ ସରକାର ୩.୦’ ପ୍ରସ୍ତୁତି: ଜୁନ୍ ୪ରେ ଦିଲ୍ଲୀରେ ମେଗା ରୋଡ୍ ସୋ’…

ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏକଜିଟ ପୋଲ ମଧ୍ୟ ଆସି ସାରିଛି। ବଡ଼ ବଡ଼ ଗଣମାଧ୍ୟମ ଅଧିକାଂଶ ଏକଜିଟ ପୋଲରେ ବିଜେପିର ବିଜୟ…

କାଳ ହେଲା କାଳବୈଶାଖୀ , ବଜ୍ରାଘାତରେ ୨୦ ଗୋରୁ ମୃତ

ଗୁଣୁପୁର: କାଳ ହେଲା କାଳବୈଶାଖୀ । କାଳବୈଶାଖୀର ପ୍ରକୋପରେ ବଜ୍ରାଘାତ ଯୋଗୁଁ  ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଢେପଗାଁ ଗ୍ରାମରେ ୨୦ଟି ଗୋରୁଙ୍କ…