ବଡ଼ ବିଜୟ ଅଭିମୁଖେ ରାହୁଲ, ୧ ଲକ୍ଷରୁ ଅଧିକ ଭୋଟ୍ ରେ ଆଗୁଆ ରହିଛନ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଛି । ଏଥର କେରଳର ଓ୍ୱାୟନାଡ ଓ ଉତ୍ତର ପ୍ରଦେଶର ରାୟବରେଲି ଦୁଇଟି ଯାକ ଆସନ ଦଖଲ କରିବା ଦିଗରେ ଆଗକୁ ବଢ଼ି ଚାଲିଛନ୍ତି…

ଖୋର୍ଦ୍ଧା ଆସନରୁ ବିଜୟୀ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ଖୋର୍ଦ୍ଧାରୁ ଜିତିଲେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ପରାସ୍ତ କରି ବିଜୟୀ ହେଇଛନ୍ତି । ରାଜେନ୍ଦ୍ର…

ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହେଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଆଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ୧ ଲକ୍ଷ ୧୨ ହଜାର ୯୮୪ ଭୋଟ୍ ବ୍ୟବଧାନରେ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ବିଜୟ…

ଓଡିଶା ବିଧାନସଭାରେ ଟ୍ରେଣ୍ଡରେ ବିଜେପି,ଓଡ଼ିଶାରେ ବଦଳିପାରେ ସମୀକରଣ !

ଭୁବନେଶ୍ବର: ୨୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗଣତି  । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି…

୨୦ ହଜାର ଭୋଟରେ ପଛୁଆ ସ୍ମୃତି, ଅମେଠିରେ ଆଗୁଆ କଂଗ୍ରେସ ପ୍ରାର୍ଥୀ…

ନୂଆଦିଲ୍ଲୀ: ଚାଲିଛି ଭୋଟ୍ ଗଣତି, ଆସୁଛି ଟ୍ରେଣ୍ଡ। ଲୋକସଭା ନିର୍ବାଚନରେ ​ଉତ୍ତରପ୍ରଦେଶର ଅମେଠିରୁ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି। ବର୍ତ୍ତମାନ ହଟ ସିଟ୍ ଆମେଠି…

ବଦଳିବ କି ଟ୍ରେଣ୍ଡ! ମୋଦୀଙ୍କୁ କଡ଼ା ଟକ୍କର ଦେଉଛନ୍ତି ଅଜୟ ରାୟ

ନୂଆଦିଲ୍ଲୀ: ସାରା ଦେଶର ନଜର ଆଜି ଭୋଟ ଗଣତି ଉପରେ। ଏହାରି ଭିତରେ ବିଜେପି ପାଇଁ ସବୁଠାରୁ ବଡ ଝଟକା ଉତ୍ତରପ୍ରଦେଶର ବାରାଣସୀ ଆସନରୁ ଆସିପାରେ। କଂଗ୍ରେସ ବାରାଣସୀ ଆସନରୁ…

ଆଉ ମାତ୍ର କିଛି ସମୟର ଅପେକ୍ଷା, ଖୋଲିବ ପ୍ରର୍ଥୀଙ୍କ ଭାଗ୍ୟ ପେଡି

ଭୁବନେଶ୍ଵର: ସମସ୍ତ ପ୍ରତୀକ୍ଷାରେ ପଡିବ ପୂର୍ଣ୍ଣଚ୍ଛେଦ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଖୋଲିବ ଇଭିଏମ ପେଡି । ତା ସହ ଖୋଲିବ ପ୍ରାର୍ଥୀ ମାନଙ୍କ ଭାଗ୍ୟର ଚାବି । କିଏ ପିନ୍ଧିବ…

ସରିଲା ୨୪ ନିର୍ବାଚନ, ଭାଙ୍ଗିଲା ୧୯ ବିଧାନସଭା

ଭୁବନେଶ୍ବର: ସରିଯାଇଛି ୨୪ ବିଧାନସଭା । ଆସନ୍ତାକାଲି ଖୋଲିବ ସିଲ୍ ହୋଇଥିବା ଭାଗ୍ୟ । ଏହାରି ଭିତରେ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଧାନସଭା ନିର୍ବାଚନ…

ତାଜ ଏକ୍ସପ୍ରେସରେ ଭୟଙ୍କର ନିଆଁ; ହୁତୁହୁତୁ ହୋଇ ଜଳିଗଲା ୪ ବଗି

ନୂଆଦିଲ୍ଲୀ: ତାଜ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ । ଏକ୍ସପ୍ରେସର ୪ଟି ବଗିରେ ଭୀଷଣ ନିଆଁ ଲାଗିବା ଯୋଗୁଁ ବଗି ଗୁଡିକ ସମ୍ପୂର୍ଣ୍ଣ ପୋଡି ଜଳି ପୋଉଁଶ ହୋଇଯାଇଛି । ଖବରପାଇ…

ମତଦାନକୁ ନେଇ ବିଶ୍ବରେ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ: ସରିଯାଇଛି ଗଣତନ୍ତ୍ରର ମହାପର୍ବ । ଆସନ୍ତାକାଲି ବାହାରିବ ପରିଣାମ । ଏହାରି ଭିତରେ ପ୍ରେସମିଟ କରିଛନ୍ତି ଭାରତୀୟ ନିର୍ବାଚନ ଏହି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନ…