୫ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ସତର୍କତା

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ତ ରୌଦ୍ୟତାପରେ ଜନଜୀବନ ଆଉଟୁପାଉଟୁ ହେଉଥିବାବେଳେ ଆଗାମୀ ୩ ଘଣ୍ଟାରେ ଭୁବନେଶ୍ୱର ସମେତ ୫ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ଜାରି…

ସୁପ୍ରିମୋ ଏବଂ ପାଣ୍ଡିଆନଙ୍କ ନାଁ ନନେଇ ବିଜେଡି ଉପରେ ବର୍ଷିଲେ ଅପରାଜିତା

ଭୁବନେଶ୍ବର: ଆଜି ପ୍ରେସ ମିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ବିଜେଡି ସୁପ୍ରିମୋ ଏବଂ ଭିକେ ପାଣ୍ଡିଆନଙ୍କ ନାଁ ନନେଇ ଖୁବ୍ ବର୍ଷିଛନ୍ତି । ପୁଣି ଥରେ ଉଠାଇଛନ୍ତି…

ଏହି ଦେଶରେ ବ୍ୟାନ ହେବ କି ଏଭରେଷ୍ଟ ମସଲା ?

ନୂଆଦିଲ୍ଲୀ: ଦେଶର ଘରେ ଘରେ ପରିଚିତ ମସଲା ଏମଡିଏଚ ଏବଂ ଏଭରେଷ୍ଟ ମସଲା ଏବେ ନିଜର ସୁଗନ୍ଧ ହରାଇବସିଛି । ପ୍ରଥମେ ହଂକଂ ଓ ସିଙ୍ଗାପୁର ରେ ବିବାଦରେ ଆସିଲା ପରେ ଏବେ ଅଷ୍ଟ୍ରେଲିଆ…

ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ୦.୬ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଚାଲିଛି ନିର୍ବାଚନ ପର୍ବ। ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ରୁ ମତଦାନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟ ପାଇଁ ମତଦାନ ସରିଛି। ପ୍ରଥମ ପର୍ଯ୍ୟାୟରେ ଭୋଟିଂ…

ବିଏସକେୱାଇକୁ ନେଇ ଜୋର ଧରିଲା ରାଜନୀତି

ରାଜ୍ୟ ରାଜନୀତିରେ ଏଣ୍ଟ୍ରି ମାରିଲା ଏବେ ବିଏସକେୱାଈ । ଆପାଣ ମାନେ ନିଶ୍ଚିତ ଭାବୁଥିବେ ଏକ ଯୋଜନା କିଭଳି ରାଜନୀତିରେ ମାରିବ ଏଣ୍ଟି । କାରଣ ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ…

ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି

ପୁରୀ: ଆଜି ବଡ଼ଦେଉଳରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏଥିସହ ସମ୍ପନ୍ନ ହେବ ଶ୍ରୀକ୍ଷେତ୍ର ସାହିଯାତର ଶେଷ ପର୍ବ । ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ରାତିରେ…

ଗୃହମନ୍ତ୍ରୀଙ୍କ ଫେକ୍ ଭିଡିଓ ଆଧାରରେ ବିଜେଡି ନେତାଙ୍କ ମନ୍ତବ୍ୟ ପ୍ରସଙ୍ଗ

ଆଦିବାସୀଙ୍କ ଜମି ଛଡାଇନେବା ପାଇଁ ଓଡ଼ିଶା ସରକାର କ୍ୟାବିନେଟ୍ ନିଷ୍ପତି ନେଇଥିଲେ କି ନାହିଁ? -ଧର୍ମେନ୍ଦ୍ର ପ୍ରଧାନ • ପ୍ରଥମେ ଆଦିବାସୀଙ୍କ ବିରୋଧରେ ୫୦ ହଜାରରୁ ଅଧିକ…

ଦେବଗଡ଼ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ…

ଓଡ଼ିଶାକୁ ଆସୁଥବା କେନ୍ଦ୍ରୀୟ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କ’ଣ ପାଇଁ ? ଧର୍ମେନ୍ଦ୍ର ପ୍ରଧାନ • ରାଜ୍ୟ ସରକାରଙ୍କୁ ଘାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେୟ…

ଆଜି କଲବଲ କରିବ ତାତି; ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଗତ କିଛି ଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଆହୁରି ୩ ଦିନ ପ୍ରବଳ…

ରାକ୍ଷସ ହେବେ ରଣବୀର !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ ରଣବୀର ସିଂ ରାକ୍ଷସ(ଅସ୍ଥାୟୀ ନାମ) ନାମକ ଫିଲ୍ମ ସାଇନ କରିଛନ୍ତି । ପୌରାଣିକ କଥାବସ୍ତୁ ଉପରେ ଏହି ଫିଲ୍ମ ଆଧାରିତ । ସେ ଖଳନାୟକ ଭୂମିକାରେ…