ସବୁଦିନ ପାଇଁ କିଛି ଫିଚର୍‌ ବନ୍ଦ କଲା ଗୁଗଲ୍‌ ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଗୁଗଲ୍ ଏହାର ଏକ ଲୋକପ୍ରିୟ ଫିଚରକୁ ସବୁଦିନ ପାଇଁ ବନ୍ଦ କରିଦେଇଛି। ନିଜର କ୍ୟାଚ୍‌ଡ ୱେବ ପେଜ୍ ଫିଚରକୁ କମ୍ପାନୀ ବନ୍ଦ କରିଦେଇଛି। ଗୁଗଲ୍ କହିଛି ଯେ, ଏହାର ଆଉ

ବିକାଶ ନାଁ ରେ ବିନାଶ ଚିତ୍ର ପଦର୍ଶନ କରୁଛି ବିଜେଡି ସରକାର : ବିଜେପି

ଆଜିଠୁ ଷୋଡଶ ବିଧାନସଭାର ଶେଷ ଅଧିବେସନ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଜନପ୍ରସଙ୍ଗ, ସାଧାରଣ ଲୋକଙ୍କ ମୈାଳିକ ସମସ୍ୟା ଏବଂ ସାଂପ୍ରତିକ ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ନେଇ

ଗଣତନ୍ତ୍ରର ହତ୍ୟା ହେଉଛି; ସୁପ୍ରିମକୋର୍ଟର ପ୍ରଧାନବିଚାରପତି

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ​​ବାଲାଟ ପେପରକୁ ଟାମ୍ପରିଂ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୋମବାର ଏହି ମାମଲାର ଶୁଣାଣି

ରାଜ୍ୟ ସରକାରଙ୍କ ଉପଲବ୍ଧି ଉପସ୍ଥାପନା କଲେ ରାଜ୍ୟପାଳ

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଆରମ୍ଭରୁ ହିଁ ବେଶ୍ ସରଗରମ ହୋଇଛି ଗୃହ। ଅଧିବେସନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କର କେଉଁ କେଉଁ କ୍ଷେତ୍ରରେ କଣ କଣ

କେନ୍ଦୁଝର ଜୁଡ଼ିଆ ଘାଟିରେ ସିରିଜ ଦୁର୍ଘଟଣା; ୭ ଗୁରୁତର

କେନ୍ଦୁଝରଗଡ଼: କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ଠାରେ ସିରିଜ ଦୁର୍ଘଟଣା ଘଟିଛି । ସୋମବାର ସକାଳୁ ଟାଉନ ଥାନା ଅନ୍ତର୍ଗତ ସାମଲ ମୋଟର ସମ୍ମୁଖରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି।

ରାମଦେବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲା ପିଏମ୍ଓ

ନୂଆଦିଲ୍ଲୀ: ଆୟୁଷ ଉତ୍ପାଦଗୁଡିକର ବିଭ୍ରାନ୍ତିକର ବିଜ୍ଞାପନ ସହ ଜଡିତ ଏକ ଆଇନର ବାରମ୍ବାର ଉଲ୍ଲଂଘନ ହେତୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ବିରୋଧରେ ହୋଇଥିବା ଅଭିଯୋଗ ଉପରେ

ଜିରୋ ବିଦ୍ୟୁତ ବିଲ ପ୍ରସ୍ତାବ; ଖୁବ ଶୀଘ୍ର ଖୁସି ଖବର ଦେବେ…

ନୂଆଦିଲ୍ଲୀ: ଜିରୋ ବିଦ୍ୟୁତ ବିଲ ଉପରେ ସରକାରଙ୍କ ନଜର ରହିଛି। ଏହା ଉପରେ ସରକାର ଚିନ୍ତା କରୁଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସୂଚନା ଦେଇଛନ୍ତି। ମୋଦି

ଆଜିଠୁ କମ୍ପିବ ଗୃହ, ନବୀନଙ୍କ ପଞ୍ଚମ ପାଳିର ଶେଷ ବିଧାନସଭା ଅଧିବେଶନ

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆରମ୍ଭ ହେବ ଗୃହ କାର୍ଯ୍ୟ । ନିର୍ବାଚନକୁ ଆଉ କିଛିଦିନ ବାକି ଥିବାରୁ

ବିବାହର ୮ ବର୍ଷ ପରେ ପତ୍ନୀଙ୍କ ମୁହଁ ଦେଖାଇଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କ ଏକ କାର୍ଯ୍ୟ ଏବେ ପୁନର୍ବାର ତାଙ୍କୁ ଚର୍ଚ୍ଚାରେ ପରିସରକୁ ନେଇ ଆସିଛି । ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚାରେ ରହୁଥିବା ଇରଫାନ