ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମାନ୍ୟବର ଶ୍ରୀ ମଲ୍ଲିକାର୍ଜୁନ୍ ଖଡଗେ । ଏହି ପରିପେକ୍ଷିରେ ଭୁବନେଶ୍ୱରରେ ଏକ

ଭାରତ ଦେଇ ଯାଇଛି ସ୍ୱର୍ଗକୁ ରାସ୍ତା, ଜାଣନ୍ତୁ କେଉଁଠି ରହଛି ଏହି ସ୍ଥାନ

ଗାନ୍ଧିନଗର: ଗୁଜୁରାଟର କଚ୍ଛ ଅଞ୍ଚଳ ଏହାର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା । ଏଠାରେ ଥିବା ଧଳା ମରୁଭୂମି ବିଷୟରେ ପ୍ରାୟତଃ ସମସ୍ତେ ଅବଗତ । କିନ୍ତୁ ପାଚାମ ଏବଂ ଖଦିର ମଧ୍ୟରେ ଥିବା

ବେଆଇନ ଇମିଗ୍ରେସନ ରାକେଟ୍‌ର ପର୍ଦ୍ଦାଫାସ, ଦିଲ୍ଲୀ ଓ ଗୁଜରାଟର ବିଭିନ୍ନ…

ନୂଆଦିଲ୍ଲୀ: ବେଆଇନ ଇମିଗ୍ରେସନ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଗୁଜରାଟର ଅହମ୍ମଦାବାଦ, ସୁରଟ ଓ ମେହସଣା ସମେତ ରାଜଧାନୀ ଦିଲ୍ଲୀର ଏକାଧିକ ସ୍ଥାନରେ ରେଡ କରିଛି ପ୍ରବର୍ତ୍ତନ

ମୁକ୍ତିଲାଭ କଲା “ଶାନ୍ତି ଆପାର୍ଟମେଣ୍ଟ”ର ମ୍ୟୁଜିକ୍ ଓ ଟ୍ରେଲର

ଭୁବନେଶ୍ବର : ସମ୍ପୂର୍ଣ୍ଣ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ର ମ୍ୟୁଜିକ ରିଲିଜ୍ ହୋଇଯାଇଛି । ଏହି ଅବସରରେ ସିନେମାର

ସର୍ବ ପୁରାତନ ବ୍ଲାକହୋଲର ସନ୍ଧାନ କଲା ନାସାର ଜେମ୍ସ ୱେବ୍ ଟେଲିସ୍କୋପ

ୱାଶିଂଟନ୍: ମହାକାଶରେ ଥିବା ସବୁଠାରୁ ପୁରାତନ ବ୍ଲାକ ହୋଲର ସନ୍ଧାନ କରିଛି ନାସାର ଜେମ୍ସ ୱେବ୍ ଟେଲିସ୍କୋପ। ଏହି ବ୍ଲାକ ହୋଲ ବ୍ରହ୍ମାଣ୍ଡର ଆରମ୍ଭ ସମୟରୁ ଥିବା

ବାଲୁକା କଳାରେ ଶୋଭା ପାଉଛନ୍ତି ପ୍ରଭୁ ଶ୍ରୀରାମ

ଅଯୋଧ୍ୟା: ରାମ ମୟ ଦେଶ । ରାମଙ୍କ ଭକ୍ତିରେ ଦେଶବାସୀ । ସେଥିପାଇଁ ଖୁବ ଜୋରସୋରରେ ଚାଲିଛି ସାଜ୍ଜସଜ୍ଜା । ଏହାରି ଭିତରେ ୫୦୦ ମିନିଚର୍ ବ୍ୟବହାର କରି ଭଗବାନ ଶ୍ରୀରାମଙ୍କ ୨୩ ଫୁଟର

ପ୍ରତି ୧୫ ବର୍ଷରେ ବଦଳିବ ଇଭିଏମ୍‌ ମେସିନ ; ଜାଣନ୍ତୁ ଏହାର ଖର୍ଚ୍ଚ

ନିର୍ବାଚନ ଆୟୋଗ କହିଛନ୍ତି ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥା ଲାଗୁ ହେଲେ ପ୍ରତି ୧୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥାରେ

ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେଇ ତୃତୀୟ ବିବାହ କଲେ ସୋଏବ

ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ପୁଣି ଥରେ ବିବାହ କରିଛନ୍ତି। ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେବା ଚର୍ଚ୍ଚା ଭିତରେ ପୁଣି ବିବାହ କରିଥିବା ନେଇ ସୋଏବ

ବିନା ପ୍ରେସକ୍ରିପସନରେ ଆଉ ମିଳିବନି ଆଣ୍ଟିବାୟୋଟିକ୍

ଭୁବନେଶ୍ବର: ଏଥର ବିନା ପ୍ରେସକ୍ରିପସନରେ ଆଉ ମିଳିବନି ଆଣ୍ଟିବାୟୋଟିକ୍ । ଏଣିକି ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଲେଖିବାବେଳେ କାରଣ ସ୍ପଷ୍ଟ କରିବେ ଡାକ୍ତର । ଏନେଇ ମେଡିକାଲ କଲେଜ୍ ଓ

ଧାମରା ମୋବିଲ ଡିପୋରେ ନିଆଁ, ୨ ଘଣ୍ଟା ପରେ ନିଆଁ ଆୟତ୍ତ; ତଦନ୍ତ ଜାରି

ଧାମରା : ଧାମରାରେ ଥିବା ଏକ ମୋବିଲ ଡିପୋରେ ନିଆଁ ଲାଗିଛି। କେଉଁ ପରିସ୍ଥିତିରେ ଏହି ଡିପୋରେ ନିଆଁ ଲାଗିଲା ତାହାର ବିଦ୍ଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି ଅଂଚଳବାସୀ । ସବୁଠାରୁ