୬ଟି ହିଂସା ଘଟଣାର ହେବ ‘ସିବିଆଇ’ ତଦନ୍ତ : ଅମିତ ଶାହ

ଇମ୍ଫାଲ: ମଣିପୁରରେ ସୃଷ୍ଟି ହୋଇଥିବା ଜାତିଗତ ଦଙ୍ଗାକୁ ରୋକିବାକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ହିଂସା ମାମାଲରେ ନ୍ୟାୟିକ ତଦନ୍ତ ହେବ ବୋଲି କେନ୍ଦ୍ର

ରାହୁଲଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ରବିଶଙ୍କର

ନୂଆଦିଲ୍ଲୀ: ବିଦେଶରେ ଗର୍ଜୁଛନ୍ତି ବିରୋଧୀ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବର୍ଷୁଛନ୍ତି । ସଦସ୍ୟତା ରଦ୍ଦଠାରୁ ଆରମ୍ଭ କରି ଫୋନ ଟ୍ୟାପିଂ ପର୍ଯ୍ୟନ୍ତ

ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନା ବିମାନ

ଚେନ୍ନଇ: କର୍ଣ୍ଣାଟକର ଚାମରାଜନଗରରେ ଭାରତୀୟ ବାୟୁସେନାର ଏକ ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ଦୁଇ ଜଣ ପାଇଲଟ୍‌ ଥିଲେ ଓ ସେମାନେ ସୁରକ୍ଷିତ ଥିବା ସୂଚନା

ବିରୋଧୀ ଏକତାରେ ଫାଟ: କଂଗ୍ରେସ-ଟିଏମସି ମୁହାଁମୁହିଁ …

ପଶ୍ଚିମବଙ୍ଗରେ ଭାଜପା ବିରୋଧରେ ଏକତା ଅଭିଯାନରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଟିଏମସି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ଜଣେ କଂଗ୍ରେସ

ପତ୍ନୀ କିଆରାଙ୍କୁ ଏପରି ସମର୍ଥନ କରୁଛନ୍ତି ସିଦ୍ଧାର୍ଥ ମାଲହୋତ୍ରା

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡ୍‌ଭାନି ଗତ ଫେବ୍ରୁଆରି ୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନ ଜୟସାଲେମର୍‌ସ୍ଥିତ

ବିଦେଶରେ ଥିବା ବେଳେ ରାହୁଲ୍‌ଙ୍କ ଦେହରେ ଜିନ୍ନାଙ୍କ ଆତ୍ମା ପ୍ରବେଶ…

ବିଦେଶରେ ଥିବା ବେଳେ ରାହୁଲ୍‌ ଗାନ୍ଧୀଙ୍କ ଦେହରେ ଜିନ୍ନାଙ୍କ ଆତ୍ମା ପ୍ରବେଶ କରୁଛି ବୋଲି ଆମେରିକାରେ ଦେଇଥିବା ଭାଷଣ ପାଇଁ ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରି ଆଜି ବରିଷ୍ଠ

ପ୍ରକାଶ ପାଇଲା ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୁଧବାର ପୂର୍ବାହ୍ନ ୧୧ଟାରେ

ମୋଦୀଙ୍କୁ ଯଦି ଈଶ୍ବରଙ୍କ ପାଖରେ ବସାଯାଏ, ବ୍ରହ୍ମାଣ୍ଡ କେମିତି ଚାଲୁଛି…

ସେମାନେ ସବୁ ଜାଣନ୍ତି ବୋଲି ହୃଦ୍‌ବୋଧ କରୁଥିବା ଦଳେ ବ୍ୟକ୍ତିଙ୍କଦ୍ବାରା ଭାରତ ଶାସନ ଚାଲିଛି। ସେମାନେ ଈଶ୍ବରଙ୍କ ନିକଟରେ ବସିଲେ ବିଶ୍ବ-ବ୍ରହ୍ମାଣ୍ଡ କିପରି ଚାଲିଛି ତାହା

ବାକି ନ ଶୁଝିବାରୁ ପାକିସ୍ତାନର ବିମାନକୁ ଜବତ କଲା ମାଲେସିଆ

ପାକିସ୍ତାନର ଏବେ ଶନିଦଶା ଚାଲିଛି । ଗୋଟିଏ ପଟେ ଦେଶରେ ରାଜନୈତିକ ହଟଚମଟ ଚାଲିଥିବା ବେଳେ ଅନ୍ୟପଟେ ଏହି ଦେଶ ଦେବାଳିଆ ହେବାକୁ ଯାଉଛି । ପରିସ୍ଥିତି ହେଉଛି ଯେ ଯଦି ପାକିସ୍ତାନ

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ଅର୍ଥାତ ମେ ୩୦ରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଛି । ମୌସୁମୀ ସାଧାରଣତଃ ମେ ୨୦-୨୨ ମଧ୍ୟରେ ଆଣ୍ଡାମାନ ଛୁଇଁଥାଏ,